om academy

+୨ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ କାଲିଠୁ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : +୨ ପ୍ରଥମ ବର୍ଷ ପାଠପଢା କାଲିଠୁ ଆରମ୍ଭ ହେବ । ତେବେ ପିଲାଙ୍କ ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ ବୋଲି କୁହାଯାଇଥିବା ବେଳେ କଲେଜ ଗୁଡିକ ଛାତ୍ରଛାତ୍ରୀଙ୍କ ସୁବିଧା ଅନୁସାରେ ସମୟ ନିର୍ଦ୍ଧାରଣ କରିବେ ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ +୨ ପ୍ରଥମ ବର୍ଷରେ ୩ ଲକ୍ଷ ୭୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଛନ୍ତି ।

Leave A Reply

Your email address will not be published.