om academy

ଆଉ ନାହାନ୍ତି ବହୁ ଚର୍ଚ୍ଚିତ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ

jsm

ନୂଆଦିଲ୍ଲୀ : ଆଉ ନାହାନ୍ତି ଭାରତର ବହୁ ଚର୍ଚ୍ଚିତ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ । ୫୮ ବର୍ଷ ବୟସରେ ଦିଲ୍ଲୀ ଏମ୍‌ସ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଜୀବନ ସହ ଦୀର୍ଘ ୪୧ ଦିନ ସଂଘର୍ଷ ପରେ ଆଜି ସେ ହୃଦ୍‌ଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା କୁହାଯାଏ ।

Leave A Reply

Your email address will not be published.