Yearly Archives

2022

ଲୋଇସିଂହା ଥାନାରେ ୭ ବର୍ଷ ପରେ ଜଣେ ଦୋଷୀ ଧରାପଡିଥିବା ନେଇ ବଲାଙ୍ଗିର ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ଥାନାରେ ୭ ବର୍ଷ ପରେ ଜଣେ ଦୋଷୀ ଧରାପଡିଥିବା ନେଇ ବଲାଙ୍ଗିର ଏସ୍‌ପି ନିତିନ କୁଶଲକର ଆଜି ସୂଚନା ଦେଇଛନ୍ତି । ଏସ୍‌ପିଙ୍କ ସୂଚନା ଅନୁସାରେ ଲୋଇସିଂହା ଥାନା ଆଇ.ପି.ସି.୨୪.୦୩.୨୦୧୫ ୟୁ/ ଏସ୍‌ ୩୪୧/୨୯୪/୩୦୭/୩୨୩/୫୦୬/୩୪ ମାମଲା ନମ୍ବର ୬୧ରେ
Read More...

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ କପିଲବାହାଲ ଗ୍ରାମରେ ଜନ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ ଲୋଇସିଂହା ବ୍ଲକର ରେଙ୍ଗାଲି ଗ୍ରାମ ପଂଚାୟତ ଅନ୍ତର୍ଗତ କପିଲବାହାଲ ଗ୍ରାମଠାରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ
Read More...

ପାଇକମାଲରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସେମିନାରରେ ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ । ଏହି ସେମିନାର କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକର ୧୮ଟି
Read More...

ବୁଣାକାରଙ୍କୁ ପରିଚୟ ପତ୍ର ଓ ଆର୍ଥିକ ସହାୟତା ପ୍ରଦାନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ବ୍ଲକ ସ୍ଥିତ ଚନ୍ଦନଭାଟି କଲ୍ୟାଣ ମଣ୍ଡପ ଠାରେ ଓଡିଶା ଜୀବିକା ମିଶନ ଦ୍ୱାରା ଆୟୋଜିତ ଏକ ବୁଣାକାର ସମ୍ମିଳନୀରେ ବୁଣାକାରମାନଙ୍କୁ ପରିଚୟ ପତ୍ର ଏବଂ ଚେକ୍‌ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
Read More...

ପେଟ୍ରୋଲିଂ ସମୟରେ ଡେଲି ମାକେର୍ଟରୁ ଜଣେ ମାନସିକ ବିକୃତ ମହିଳାଙ୍କୁ ଉଦ୍ଧାର କଲା ବଲାଙ୍ଗିର ଟାଉନ ପୋଲିସ : ଏସ୍‌ପି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଟାଉନ ପୋଲିସକୁ ଏସ୍‌ପି ନିତିନ କୁଶଲକର ପ୍ରଶଂସା କରିଛନ୍ତି । ବଲାଙ୍ଗିର ଟାଉନ ପୋଲିସ ଦଶହରା ପାଇଁ ସଜାଗ ହୋଇ ଯେମିତି କିଛି ସମସ୍ୟା ନ ଘଟେ । ଏଥିପାଇଁ ସହର ସାରା ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିଛି । ତେବେ ପେଟ୍ରୋଲିଂ ସମୟରେ ଟାଉନ
Read More...

ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ହେଭି ହର୍ଣ୍ଣ ଯୋଗୁଁ ୫ଟି ଭାରି ଯାନକୁ ଅଟକ ରଖିଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ସହରରେ ଜନସଂଖ୍ୟା ବଢି ବଢି ଚାଲିଥିବା ବେଳେ ଦୁର୍ଘଟଣା ମଧ୍ୟ ବଢି ବଢି ଚାଲିଛି । ଏହାର କାରଣ ହେଉଛି ବେପାରୁଆ ଗାଡି ଚାଳନା ସହ ହେଭି ହର୍ଣ୍ଣ ବଜାଇବା । ତେବେ ଏଥିପ୍ରତି ବଲାଙ୍ଗିର ପୋଲିସ ପ୍ରଶାସନ କଡା ପଦକ୍ଷେପ ନେଇଥିବା ବେଳେ ଆଜି ବଲାଙ୍ଗିର
Read More...

ପଦ୍ମପୁର ବନଦୁର୍ଗା ଦେବୀଙ୍କ ସ୍କନ୍ଦମାତା ବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିରରେ ଆଜି ବନଦୁର୍ଗା ଦେବୀ ସ୍କନ୍ଦମାତା ବେଶରେ ଦର୍ଶନ ଦେଇଥିଲେ । ଦେବୀଙ୍କୁ ସ୍କନ୍ଦମାତା ବେଶରେ ଦର୍ଶନ ପାଇଁ ମନ୍ଦିର ଆଗରେ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତ ମାନେ ପୂଜା ସାମଗ୍ରୀ ସହିତ ଲମ୍ବା ଧାଡିରେ ଛିଡା
Read More...

ଅର୍ଦ୍ଧ ନିର୍ମିତ ଜୀରା ନଦୀ ପୋଲ ସଂପୂର୍ଣ୍ଣ ଦାବୀରେ ରାସ୍ତା ଅବରୋଧ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହରରୁ ଅମ୍ବାପାଲିକୁ ସଂଯୋଗ କରୁଥିବା ପୁରୁଣା ଜୀରା ନଦୀ ପୋଲ ଭାଙ୍ଗି ନୂତନ ପୋଲ ନିର୍ମାଣ ଚାଲିଛି । ୨୦୧୮ରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୨୦୨୦ସୁଦ୍ଧା ପୋଲ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ
Read More...

ବନ୍ଦ ପଡିଥିବା ବିଜୟାନନ୍ଦ ସମବାୟ ଚିନିକଳ କାର୍ଯ୍ୟକ୍ଷମକୁ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବନ୍ଦ ପଡିଥିବା ବିଜୟାନନ୍ଦ ସମବାୟ ଚିନିକଳ କାର୍ଯ୍ୟକ୍ଷମକୁ ନେଇ ବିଭିନ୍ନ ରାଜନୈନିକ ସଂଗଠନ ହେଉକି ସାଧାରଣ ଜନତା ସମସ୍ତେ ମିଶି ସରକାରଙ୍କ ନିକଟରେ ଆନ୍ଦୋଳନ କରିଥିବା ବେଳେ ଆଜି ଜିଲ୍ଲାର ୧୫ଟି ସଂଗଠନର କର୍ମମର୍ତ୍ତାମାନେ ଏହାକୁ ନେଇ ଜିଲ୍ଲାପାଳଙ୍କୁ ଏକ
Read More...

ବଲାଙ୍ଗିର ଜିଲ୍ଲାର ୩୧୭ ପଞ୍ଚାୟତରେ ବାଳସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ବିରୋଧ ତଥା କିଶୋର ସଶକ୍ତିକରଣ ଟାକ୍ସଫୋର୍ସ ବଲାଙ୍ଗିର ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗିର ଜିଲ୍ଲାର ୩୧୭ଟି ଯାକ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ବାଲ୍ୟ ବିବାହ ନିରୋଧ ଓ କିଶୋର ସଶକ୍ତିକରଣ
Read More...