Yearly Archives

2022

କୋଏଲ କ୍ଲବ ତରଫରୁ ବୋଇତ ବନ୍ଦାଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ କୋଏଲ ନଗରର କୋଏଲ କ୍ଲବ ତରଫରୁ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଟାଉନ ପୋଲିସକୁ ମିଳିଲା ବଡ ସଫଳତା : ଡକାୟତ କରିବା ପାଇଁ ଯୋଜନା କରୁଥିବା ବେଳେ ଧରାପଡିଲେ ୬ ଜଣ ଲୁଟେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଟାଉନ ପୋଲିସ ଦ୍ୱାରା ୬ ଜଣ ଲୁଟେରା ଗିରଫ ହୋଇଥିବା ନେଇ ଆଜି ଟାଉନ ଥାନା ପରିସରରେ ଏସ୍‌ଡିପିଓ ତୋଫାନ ବାଗ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏସ୍‌ଡିପିଓ ଶ୍ରୀ ବାଗଙ୍କ ସୂଚନା ଅନୁସାରେ ବଲାଙ୍ଗିର ଏସ୍ପିଙ୍କ
Read More...

ବ୍ଲକସ୍ତରୀୟ ସୁନେତ୍ର ଶିବିର

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଆଗଲପୁର ନୋଡାଲ ହାଇସ୍କୁଲ ପରିସରରେ ବ୍ଲକସ୍ତରୀୟ ସୁନେତ୍ର ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଡା.ସୁନିତା ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏବିଇଓ ରଜନୀକାନ୍ତ ସାହୁ ମୁଖ୍ୟ ଅତିଥି, ଦିଲୀପ ବେହେରା ସମ୍ମାନିତ
Read More...

ଝଲପଠାରେ ବିଜେଡିର ମିଶ୍ରଣ ପର୍ବ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ଝଲପଠାରେ ଶୁକ୍ରବାର ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଠାରେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଶୀଙ୍କ ନେତୃତ୍ୱରେ ଏକ ସଭା ହୋଇଥିଲା । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ଓ ଜନ କଲ୍ୟାଣ
Read More...

ସରଗାଡରେ ସଫେଇ ଅଭିଯାନ

ଝାରମୁଣ୍ଡା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସରଗାଡଠାରେ ମର୍ଣ୍ଣିଂଷ୍ଟାର ଅନୁଷ୍ଠାନ ଆନୁକୂଲ୍ୟରେ ସଫେଇ ଅଭିଯାନରେ ମଙ୍ଗଳବାର ଗାଁର ବନ୍ଧହିଡ ସଫା କରାଯାଇଥିଲା । ଏହି ଅବସରରେ ବୀରେନ୍ଦ୍ର ସାହୁ, ଜିତୁ ସାହୁ, କେଶବ ବିଶ୍ୱାଳ, ଧନେଶ୍ୱର କୁମ୍ଭାର, ଅର୍ଜୁନ ବିଶ୍ୱାଳ, ଅରୁଣ ଭୁଏ,
Read More...

ଛତ୍ରପୁରସ୍ଥ ଚିକଲଖଣ୍ଡି ଗ୍ରାମ ଲିଙ୍ଗରାଜ ମନ୍ଦିରରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ଚିକଲଖଣ୍ଡି ଗ୍ରାମର ଲିଙ୍ଗରାଜ ମନ୍ଦିରରେ କାର୍ତ୍ତିକ ମାସ ଶେଷ ସୋମବାର ଦିନଟି ବିଭିନ୍ନ ଶୈବପୀଠ ଓ ଦେବାଦେବୀଙ୍କ ମନ୍ଦିରରେ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞରେ ଖୁସିର ମାହୋଲ ଏବଂ ଆଧ୍ୟାତ୍ମିକ ବାତାବରଣରେ ଅନେକ ଢ଼େଉ ଓ ତରଙ୍ଗ
Read More...

କୁଶଙ୍ଗରେ ପାରାୟଣ ପାଠ

ଝାରମୁଣ୍ଡା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଶଙ୍ଗଠାରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ମା’ କୁଶଙ୍ଗାଇ ପୀଠରେ ୭ ଦିନ ଧରି ପାରାୟଣ ପଠନ ଚାଲିଛି । ତରଣିସେନ ତ୍ରିପାଠୀ ବ୍ୟାସ ଅଛନ୍ତି । ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ସମାଗମ ହେଉଛି ।
Read More...

ବ୍ରାହ୍ମଣପଡାଠାରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ମାଙ୍କଡ ଛୁଆକୁ ଉଦ୍ଧାର କଲା ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ରାହ୍ମଣପଡା ଠାରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ମାଙ୍କଡ ଛୁଆକୁ ବନ ବିଭାଗ ଉଦ୍ଧାର କରିଥିବା ନେଇ ଡିଏଫ୍ଓ ନୀତିଶ କୁମାର ଏନେଇ ସୂଚନା ଦେଇଛନ୍ତି । ତେବେ ଜଙ୍ଗଲ ନଷ୍ଟ ହେଉଥିବାରୁ ବନ୍ୟଜନ୍ତୁମାନେ ଏବେ ସହର ମୁହାଁ ହେଉଥିବା ବେଳେ ଏହି ପରି
Read More...

ପଥରଚେପା ଘାଟିଠାରେ ଦୁର୍ଘଟଣାରେ ଆହତ ଜଙ୍ଗଲି ବରାହା ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବଲାଙ୍ଗିରରୁ ପାଟଣାଗଡ ରୋଡ଼ ସ୍ଥିତ ପଥରଚେପା ଘାଟି ଠାରେ ଦୁର୍ଘଟଣାରେ ଆହତ ଗୋଟିଏ ବାରହା ଉଦ୍ଧାର ହୋଇଥିବା ଜଣାପଡିଛି । କର୍ତ୍ତବ୍ୟ ଫାଉଣ୍ଡେସନର ସଦସ୍ୟମାନେ ଏହି ଜଙ୍ଗଲି ବାରହାକୁ ଉଦ୍ଧାର କରିଥିଲେ ଏବଂ ବନ ବିଭାଗକୁ ହସ୍ତାନ୍ତର କରି ବଲାଙ୍ଗିର
Read More...

ମୃତ ବାଳକର ଚକ୍ଷୁଦାନ କଲେ ପରିବାର ଲୋକେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ତଟବର୍ତ୍ତୀ ସାଗର ବେଳାଭୂମି ହୁମ୍ମା ଅଞ୍ଚଳର କଣ୍ଟିଆଗଡ଼ ସ୍ଥିତ ବଟେଶ୍ୱର ଶୈବପୀଠରେ କାର୍ତ୍ତିକ ମାସ ଶେଷ ସୋମବାରରେ ଆଶାତୀତ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା । ତେବେ ଏଠାକୁ ଆସିଥିବା ଭକ୍ତଙ୍କ ମଧ୍ୟରୁ ତିନିଜଣ
Read More...