Yearly Archives

2022

ଗାନ୍ଧୀନଗରପଡା ରାମାୟଣ ପାରାୟଣ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମଶ୍ର) : ବଲାଙ୍ଗିର ଗାନ୍ଧୀନଗରପଡା ସ୍ଥିତ ଗାନ୍ଧିଜୀ କ୍ଲବ ପରିଷଦରେ ଗତ ୨୯/୧୦/୨୦୨୨ ତାରିଖ ଶନିବାରୁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତା.୦୭/୧୧/୨୦୨୨ ସୋମବାର ପର୍ଯ୍ୟନ୍ତ ନବଦିନ ବ୍ୟାପୀ ସୋନପୁର ଜିଲ୍ଲା କୁମୁଡେ ନିବାସୀ ଇପ୍‌ସିତ ମିଶ୍ରଙ୍କ ଦ୍ୱାରା
Read More...

କୃଷକ ସାଥୀଙ୍କ ବୈଠକ

ଉଲୁଣ୍ଡା, (କେପିଏନ୍‌ଏସ୍‌) : ଉଲୁଣ୍ଡା ବ୍ଲକ ଅଫିସରେ ୧୭ଟି ଗ୍ରାମ ପଞ୍ଚାୟତର କୃଷକ ସାଥୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି କୃଷକ ସାଥୀମାନେ ଚାଷୀଙ୍କ ସହ ସଂପର୍କ ଯୋଡି ସରକାରୀ ଯୋଜନାର ସଫଳ ରୂପାୟନ କରୁଛନ୍ତି । ହେଲେ ସରକାର କୃଷକ ସାଥୀଙ୍କୁ ଉଚିତ ଦରମା
Read More...

ହରିବାବା ମଠରେ ଧର୍ମରକ୍ଷା ଯଜ୍ଞ

"ଆଧ୍ୟାତ୍ମିକତାକୁ ଛାଡି ଏକ ସୁସ୍ଥ ସମାଜର ପରିକଳ୍ପନା ଅସମ୍ଭବ" ରାଉରକେଲା, (ସସ୍ମିତା ପ୍ରଧାନ) : ଆଧ୍ୟାତ୍ମିକତା ଭିତରେ ହିଁ ସର୍ବେ ଭବନ୍ତୁ ସୁଖିନଃର ତତ୍ତ୍ୱ ଭରି ରହିଥିବା ବେଳେ ଆଧ୍ୟାତ୍ମିକତା ଭିତରେ ହିଁ ଭରିଛି ସତ୍ୟ, ଶାନ୍ତି, ଦୟା ଓ କ୍ଷମାର ଅନୁଭବ । ତେବେ ସାମ୍ପ୍ରତିକ
Read More...

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ବିଗତ ୨ ବର୍ଷ କାଳ କରୋନା କଟକଣା ଯୋଗୁଁ ସମସ୍ତ ପର୍ବ ପର୍ବାଣୀ ଫିକା ପଡିଥିବା ବେଳେ ଚଳିତ ବର୍ଷ କରୋନା କଟକଣା କୋହଳ ହେବା ପରେ ଧୁମ୍‌ଧାମ୍‌ରେ ଲୋକେ ସମସ୍ତ ପର୍ବ ପର୍ବାଣୀକୁ ପାଳନ କରୁଛନ୍ତି । ଏହି
Read More...

ନେହେରୁନଗରରୁ ଚୋରି ହୋଇଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ନେହେରୁନଗରରେ ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିବା ଜଣାପଡିଛି । ଘର ମାଲିକ ହେଉଛନ୍ତି ସାମନ୍ତ କୁମାର ବାରିକ । ସୂଚନା ଅନୁସାରେ, ସେ ବୀରମହାରାଜପୁର ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ବହୁ ସୁନା ଓ ରୂପା ଅଳଙ୍କାର ଚୋରି ହୋଇଥିବା ସେ ଅଭିଯୋଗ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ
Read More...

କଂଟି-ମାଧିପୁର କାଜ ବନ୍ଧ ଓ ଲୁଣା ନଦୀରେ କ୍ରସ ବନ୍ଧ ନିର୍ମାଣ ଦାବୀ ନେଇ ଚାଷୀଙ୍କ ବିକ୍ଷୋଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗତ ବନ୍ୟାରେ ଅଗଷ୍ଟ ମାସରେ ଦୟାନଦୀର କଂଟି ଓ ମାଧିପୁର କାଜ (କଜୱେ) ଦେଇ ନିଷ୍କାସିତ ବନ୍ୟାଜଳ ଯୋଗୁଁ ଲୁଣାନଦୀର ବାମ ପାର୍ଶ୍ଵରେ ଅବସ୍ଥିତ ମୁନିନ୍ଦା, ଧାନକେରା, ଅଭୟମୁଖୀ, ଗୁଆଳିପଡା, ଶ୍ରୀପୁରୁଷୋତ୍ତତ୍ତମପୁର ପଂଚାୟତର ବ୍ୟାପକ ଖରିଫ ଧାନ କ୍ଷେତ
Read More...

ଖପ୍ରାଖୋଲରେ ଦୁର୍ନୀତି ନିବାରଣ ଦିବସ ପାଳିତ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ସ୍ଥାନୀୟ ବ୍ଲକ ଅଫିସ ପରିସରରେ ଦୁର୍ନୀତି ନିବାରଣ ଦିବସ ପାଳିତ ହୋଇଯାଇଛି । ଭିଡିଓ କନ୍‌ଫରେନସ୍‌ ମାଧ୍ୟମରେ ରାଜ୍ୟସ୍ତରୀୟ ଶପଥ ପାଠ ପରେ ବ୍ଲକ ଅଧିକାରୀମାନେ ଶପଥ ପାଠ କରିଥିଲେ । ଏବିଡିଓ ଭୀମସେନ କହର, ସହକାରୀ ଯନ୍ତ୍ରୀ ମହେଶ ଲାଲ ଅଗ୍ରୱାଲ, ଜିପିଇଓ
Read More...

୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ପ୍ରସ୍ତୁତି ସମୀକ୍ଷା କଲେ ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ…

● ଚଳଚ୍ଚିତ୍ର ମହୋତ୍ସବକୁ ସଫଳ କରିବାକୁ ହେଲେ ସବୁ ଅଂଶୀଦାରମାନଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ : କେନ୍ଦ୍ର ମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ ସୋମବାର ଦିନ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର
Read More...

ନଭେମ୍ବର ୮ରେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ବୈଠକର ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟକୁ ଉନ୍ମୋଚନ…

ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟରେ ଭାରତର ବାର୍ତ୍ତା ଏବଂ ବିଶ୍ୱ ପାଇଁ ବ୍ୟାପକ ପ୍ରାଥମିକତାଗୁଡ଼ିକ ପ୍ରତିଫଳିତ ହେବଜି୨୦ ଅଧ୍ୟକ୍ଷତା ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗ ସମ୍ପର୍କିତ ବୈଶ୍ୱିକ ଏଜେଣ୍ଡାରେ ଯୋଗଦାନ ଦେବା ପାଇଁ ଭାରତକୁ ଏକ ସୁଯୋଗ ମିଳିବଭାରତ ଏହାର ଜି୨୦
Read More...