Yearly Archives

2022

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିୟ ଭିନ୍ନକ୍ଷମ ଦିବସ ପାଳିତ

ଭିନ୍ନକ୍ଷମ ସାଧାରଣ ନୁହଁନ୍ତି, ସେମାନେ ଅସାଧାରଣ, ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କ ଗୁରୁଦାୟିତ୍ୱ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୁବର୍ଣ୍ଣପୁର ଆନୁକୂଲ୍ୟରେ ଜିଲ୍ଲା
Read More...

ବଲାଙ୍ଗିରଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଉପଲକ୍ଷେ ବଲାଙ୍ଗିର ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ତଥା ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନଙ୍କୁ ନେଇ ଏକ ରାଲି କଚେରି
Read More...

କେଜିବିଭିରେ ଆଇନ ସଚେତନତା ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜର୍ଜ ଲଲାଟେନ୍ଦୁ ଜେନା ଓ ସମ୍ପାଦକ ବିନୟ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଦିନ ଦେଓଗାଁ ବ୍ଲକ ସାଗରପାଲି କଲୋନୀ ସ୍ଥିତ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ଆଇନ ସଚେତନତା ଶିବିର ସହ
Read More...

ଦଣ୍ଡ ଗୁରୁ ସିଦ୍ଧେଶ୍ୱର ମଲ୍ଲିକଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ରୁଷୁଡ଼ା ଗାଁର ସିଦ୍ଧେଶ୍ୱର ମଲ୍ଲିକ(୬୯)ଙ୍କ ଗତ ଶୁକ୍ରବାର ଦିନ ପରଲୋକ ହୋଇଯାଇଥିବା ଜଣାପଡିଛି । ତାଙ୍କ ଶେଷ ସମୟରେ ଦୁଇ ପୁଅ କାର୍ତ୍ତିକ, ଉମାକାନ୍ତ, ଜ୍ୱାଇଁ, ବୋହୂ, ନାତିନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ଶେଷକୃତ୍ୟ କେଉଁଟି ଜୋରରେ
Read More...

ପଦ୍ମପୁର ଉପନିର୍ବାଚନ : ସରିଲା ପ୍ରଚାର, ୫ରେ ଭୋଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ପାଇଁ ଏବେ ପ୍ରଚାର ସମୟ ସମାପ୍ତ ହୋଇଛି । ଆସନ୍ତା ୫ ତାରିଖ ଦିନ ଭୋଟ । କାହା ସପକ୍ଷରେ ଜନତା ଜନାର୍ଦ୍ଦନ ଭୋଟ୍‌ ଦେବେ, ତାହା ଭୋଟ ଗଣତି ପରେ ଜଣାପଡିବ । ସୂଚନାଯୋଗ୍ୟ ଯେ, ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରମୁଖ ଦଳ ବିଜେଡି ଓ
Read More...

ଜମି ମାଫିଆଙ୍କ ଦ୍ୱାରା ଶାଗ ମାଛ ଦରରେ ବିକ୍ରି ଚାଲିଛି ସରକାରୀ ଗୋଚର ଜମି : ପ୍ରଶାସନର ନିଘା ନାହିଁ, ଗ୍ରାମବାସୀଙ୍କ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ତହସିଲ କଂଟାବାଂଜି ରାଜସ୍ୱ ନିରୀକ୍ଷକଙ୍କ ଅଧିନସ୍ଥ ଚଟୁଅନକା ପଂଚାୟତ କୁର୍ଲି ଗ୍ରାମର ସରକାରୀ ଜମିକୁ ଜବର ଦଖଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ଉଚ୍ଛେଦ କରିବା ପାଇଁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କୁର୍ଲି ଗ୍ରାମର ଗ୍ରାମବାସୀ ।
Read More...

୭ ମୃତ ବିଦେଶୀ ପକ୍ଷୀ ଜବତ : ଶିକାରୀକୁ ଗିରଫ କଲା ବନ୍ୟ ପ୍ରାଣୀ ବିଭାଗ

ଟାଙ୍ଗୀ : ପୁରୀ ଜିଲ୍ଲା ଆଳିପଡ଼ା ନାଳ କାଳିଜାଇ ମନ୍ଦିର ନିକଟରେ ଜଣେ ଶିକାରୀ ଶିକାର କରି ପକ୍ଷୀକୁ ସାଙ୍ଗରେ ନେଇ ଯାଉଥିବା ସମୟରେ ବନ୍ୟ ପ୍ରାଣୀ ବିଭାଗର କର୍ମଚାରୀ ମାନଙ୍କ ପଞ୍ଝାରେ ଧରାପଡ଼ିଲେ । ଶିକାରୀକୁ ଗିରଫ କରିବାରେ ସଫଳ ହେଲେ ବନ୍ୟ ପ୍ରାଣୀ ବିଭାଗ କର୍ମଚାରୀ । ଗିରଫ ହେବା ପରେ
Read More...

କୋଣାର୍କ ଉତ୍ସବ ଅବସରରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

କୋଣାର୍କ : କୋଣାର୍କ ଉତ୍ସବ ଅବସରରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମିଲ ହୋଇଥିଲେ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ । କୋଣାର୍କ ମିଡିଆ ଫୋରମ ପକ୍ଷରୁ ଆୟୋଜିତ ପର୍ଯ୍ୟଟନ ବିଭାଗ ସହାୟତାରେ ଏହି କାର୍ଯ୍ୟକ୍ରମରେ
Read More...

ଉଦଘାଟିତ ହେଲା ଜିଲ୍ଲା ଦିବ୍ୟାଙ୍ଗ ସାଧନକେନ୍ଦ୍ର, ଭିନ୍ନକ୍ଷମ ପିଲାଙ୍କୁ ସାକ୍ଷାତ କଲେ ଅତିରିକ୍ତ ଜିଲ୍ଲାପାଳ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ବୌଦ୍ଧ ପକ୍ଷରୁ ଉଦ୍‌ଘାଟିତ ହୋଇଛି ଜିଲ୍ଲା ଦିବ୍ୟାଙ୍ଗ ସାଧନକେନ୍ଦ୍ର । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ
Read More...

ଡେବ୍ରିଗଡରେ ମହାବଳ ବାଘ ବୁଲୁଥିବା ନେଇ ଫଟୋ ଜାରି କଲା ହୀରାକୁଦ ବନ୍ୟପ୍ରାଣୀ ବିଭାଗ

ସମ୍ବଲପୁର : ଡେବ୍ରିଗଡରେ ମହାବଳ ବାଘ । ଗତ ୧ ତାରିଖରେ ମହାବଳକୁ ଦେଖିଛନ୍ତି ପର୍ଯ୍ୟଟକ ଓ ବନ ବିଭାଗ କର୍ମଚାରୀ । ଏନେଇ ଫଟୋ ଜାରି କରିଛି ହୀରାକୁଦ ବନ୍ୟପ୍ରାଣୀ । ଗତ ୫ ବର୍ଷ ପରେ ଏଠାରେ ମହାବଳ ଦେଖିବାକୁ ମିଳିଥିବା ନେଇ ଡିଏଫ୍‌ଓ ଅଂଶୁ ପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି । ପୂର୍ବରୁ
Read More...