Yearly Archives

2022

ପାନୀୟ ଜଳ ଯୋଗାଣ ଓ ସ୍ୱଚ୍ଛ ଭାରତ ମିଶନର ସ୍ୱତନ୍ତ୍ର ବୈଠକ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ରତ ସଭାଗୃହରେ ପାନୀୟ ଜଳ ଯୋଗାଣ ଓ ସ୍ୱଚ୍ଛ ଭାରତ ମିଶନର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକକୁ ବିଡିଓ ଶଂକର କେରକେଟା ପରିଚାଳନା କରିଥିଲେ । ବ୍ଲକ ଉପାଧ୍ୟକ୍ଷା…
Read More...

ଡାକ୍ତର ଶିଶିର କୁମାର ସାହୁଙ୍କ ସହଧର୍ମୀଣୀଙ୍କ ବିୟୋଗ

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ଅଞ୍ଚଳର ଜନ ପ୍ରିୟ ସମାଜସେବୀ ଡାକ୍ତର ଶିଶିର କୁମାର ସାହୁଙ୍କ ଧର୍ମପତ୍ନୀ ଚିତ୍ରରେଖା ସାହୁଙ୍କ ୭୨ ବର୍ଷ ବୟସରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ସୋହେଲା ବାସଭବନରେ ଦେହାନ୍ତ ହୋଇଯାଇଛି । ସେ ଜଣେ ମିଷ୍ଟଭାଷୀ ଅମାୟିକ ଧର୍ମପରାୟଣା ମହିଳା ଥିଲେ ।…
Read More...

ଡେଲାଙ୍ଗ ଥାନାରେ ଆମ ପୋଲିସ କାର୍ଯ୍ୟକ୍ରମ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା କାର୍ଯ୍ୟାଳୟ ପରିସରରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତିଙ୍କ ନେତୃତ୍ଵରେ ଆୟୋଜିତ ଆମ ପୋଲିସ କାର୍ଯ୍ୟକ୍ରମରେ ଡେଲାଙ୍ଗ ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ, ବରିଷ୍ଟ…
Read More...

ଅଟୋ -ଟ୍ରକ ମୁହାଁ ମୁହିଁ ଧକ୍କା, ୨ମୃତ

କୋରାପୁଟ : କୋରାପୁଟ- ଦୟାନିଧୀ ଗୁଡା ନିକଟରେ ଅଟୋ ସହ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ୧୨ ଜଣ ଯାତ୍ରୀ ମୁଲ ମଜୁରୀ ସାରି ଘର ବୁଟୁରୁଗୁଡାକୁ…
Read More...

ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ ଚୋରି ଅଭିଯୋଗ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ସୁଡୁସୁଡିଆରେ ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନାନୁଯାୟୀ, ଶନିବାର ରାତିରେ ଘଷିପୁରା ଥାନା ସୁଡୁସୁଡିଆର ଜଣେ ଶିକ୍ଷକ ରଞ୍ଜନ କୁମାର ଘଡେଇଙ୍କ ଘରୁ ଲୁଟ୍ ହୋଇଛି । ରଞ୍ଜନଙ୍କ…
Read More...

୪ କୁଇଣ୍ଟାଲ ଗଞ୍ଜେଇ ସହ ପିକ୍‌ଅପ୍‌ ଭ୍ୟାନ ଓ ବୋଲେରୋ ଜବତ ସହ ୧୦ ଗିରଫ

ଧର୍ମଗଡ : ନବରଙ୍ଗପୁର-କଳାହାଣ୍ଡି ସୀମାନ୍ତ ମହୁଲପାଟଣା ଘାଟି ଦେଇ ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ଜୟପାଟଣା ପୁଲିସ ୧୦ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୪ କୁଇଣ୍ଟାଲ ୨୯ କିଲୋ ଗଞ୍ଜେଇ ଜବତ କରିଛି । ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ ମୁଖୀଗୁଡା…
Read More...

ଗୋରୁ ବୋଝେଇ କଣ୍ଟେନର ଜବତ

ସୋର : ବାଲେଶ୍ଵର ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥ ବରଫ କଳ ନିକଟରୁ ଗୋରୁ ବୋଝେଇ କଣ୍ଟେନର ଜବତ କଲା ସିମୁଳିଆ ପୋଲିସ । ସୂଚନାନୁଯାୟୀ, ଶନିବାର ରାତିରେ ଖବର ପାଇ ସିମୁଳିଆ ପୋଲିସ ଏକ ଗୋରୁ ବୋଝେଇ କଣ୍ଟେନରର ପିଛା କରି ୧୬ ନମ୍ଵର ଜାତୀୟ ରାଜପଥ ସୋର ବରଫକଳ ନିକଟରେ ଜବତ କରିଛି । ଏହି…
Read More...

ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ବ୍ୟବହାରକୁ ବାଧ୍ୟତାମୂଳକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏଣିକି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ବିନା କୌଣସି ଗାଡି ରାସ୍ତାରେ ଗଡି ପାରିବ ନାହିଁ । ୨୦୧୯ ମସିହାରୁ ପଞ୍ଜୀକୃତ ସମସ୍ତ ଗାଡିରେ ଏହି ନମ୍ବର ପ୍ଲେଟ୍‌ ରହିଥିବା ବେଳେ ପୁରୁଣା ଗାଡି ଗୁଡିକରେ ଏଭଳି ପ୍ଲେଟ୍ ନାହିଁ । ପୁରୁଣା ଗାଡିରେ ହାଇ…
Read More...

୧୦ଟି ଜିଲ୍ଲାରେ ନିର୍ମିତ ହେବ ଟ୍ରକ୍ ଟର୍ମିନାଲ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜପଥରେ ଅବୈଧ ପାର୍କିଂ ଉପରେ ଅଙ୍କୁଶ ଲଗାଇବା ତଥା ଦୁର୍ଘଟଣା ରୋକିବା ନିମନ୍ତେ ୧୦ଟି ଜିଲ୍ଲାରେ ନିର୍ମିତ ହେବ ଟ୍ରକ୍ ଟର୍ମିନାଲ୍ । ପ୍ରାଥମିକ ପର୍ଯ୍ୟାୟରେ କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର, ଯାଜପୁର, ଭଦ୍ରକ, କଟକ,…
Read More...

ସାମାଜିକ ଗଣମାଧ୍ୟମର ଉପଯୋଗ କରି ଜନ ସଚେତନତା ଓ ସୂଚନା ବ୍ୟବସ୍ଥାକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମ୍ମିଳନୀରେ ଯୋଗଦେଇ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ସାମାଜିକ ଗଣମାଧ୍ୟମର ଉପଯୋଗ କରି ଜନ ସଚେତନତା ଓ ସୂଚନା ବ୍ୟବସ୍ଥାକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ…
Read More...