Yearly Archives

2022

ସତ୍ୟସାଇ ସେବା ସଂଗଠନ ତରଫରୁ ସ୍ୱଚ୍ଛତାରୁ ଦିବ୍ୟତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ସତ୍ୟସାଇ ସେବା ସଂଗଠନ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଲୋକଙ୍କ ସେବା କରିବା ପାଇଁ ସୁପରିଚିତ ସ୍ୱଚ୍ଛତାରୁ ହିଁ ଦିବ୍ୟତ୍ୱ ପ୍ରାପ୍ତି ସମ୍ଭବ ଏହି ଉକ୍ତିକୁ ପାଥେୟ କରି ବିଭିନ୍ନ ସମୟରେ ଉକ୍ତ ସଂଗଠନ ସ୍ଵଚ୍ଛତା ଉପରେ କାର୍ଯ୍ୟକ୍ରମ…
Read More...

ବର୍ଜ୍ୟବସ୍ତୁ ପରିଚାଳନା ଗାଡି ଶୁଭ ଉଦ୍‌ଘାଟନ ସହ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସାଂସଦ ଓ ବିଧାୟକ

ଡେଲାଙ୍ଗ, (ଦିଲଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଚାଇଁପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫାଇଭ ଟିରେ ରୂପାନ୍ତରିତ ହୋଇଥିବା ଷଡାଙ୍ଗୋଈ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସହିତ ଚାଇଁପୁର ଗ୍ରାମ ପଞ୍ଚାୟତର ସ୍ଵଚ୍ଛ ଭାରତ ମିଶନ ଗ୍ରାମୀଣ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ…
Read More...

ବିଶିଷ୍ଟ ଆଦିବାସୀ ନେତା ନିରଞ୍ଜନ ବିଶି ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଲେ ଜିଲ୍ଲା…

ପାଟଣାଗଡ଼, (ଗୋରେଖନାଥ ବରିହା) : ପର୍ଲିରୁ ଦିଲ୍ଲୀ । ଏକ ଗାଁରେ ଜନ୍ମଲାଭ କରି ଆଜି ଅଞ୍ଚଳ ପାଇଁ ଏକ ଗର୍ବ ଓ ଖୁସିର ଖବର ଦେଇଛନ୍ତି । ୧୨-୧୦-୧୮୬୮ ମସିହାରେ ବାପା ସ୍ୱର୍ଗତ ଦେବାର୍ଚ୍ଚନ ବିଶି ଓ ମାତା ସ୍ୱର୍ଗତ କଳାବତୀ ବିଶିଙ୍କ କୋଳମଣ୍ଡନ କଲେ ନିରଞ୍ଜନ ବିଶି । ଗରିବ ପରିବାରରେ ତାଙ୍କର…
Read More...

ସାବୁଳିଆ ଷ୍ଟୁଡେଣ୍ଟ ନୋଡାଲ ହାଇସ୍କୁଲକୁ ପାନୀୟଜଳ ପ୍ରକଳ୍ପ ଦାନ କଲେ ପୂର୍ବତନ ଛାତ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ସାବୁଳିଆ ଷ୍ଟୁଡେଣ୍ଟ ନୋଡାଲ ହାଇସ୍କୁଲ ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ଯୋଜନାରେ ପରିବର୍ତ୍ତନ-ସ୍ମାର୍ଟ କ୍ଲାସ ପ୍ରଚଳନ ହୋଇଛି । ସାବୁଳିଆ ଷ୍ଟୁଡେଣ୍ଟ ନୋଡାଲ ହାଇସ୍କୁଲ ଏବେ ଉନ୍ନୀତ ଓ…
Read More...

ରାଜ୍ୟ ସମାଜସେବୀ ମହାସଂଘର ସହ ସମ୍ପାଦକ ଭାବେ ଅଂଶୁମାନ ପ୍ରିୟଦର୍ଶନ ମନୋନୀତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ ସମାଜସେବୀ ମହାସଂଘର ନୂତନ ଭାବରେ ଫୁଲବାଣୀର ସମାଜସେବୀ ଅଂଶୁମାନ ପ୍ରିୟଦର୍ଶନଙ୍କୁ ରାଜ୍ୟ ତରଫରୁ ସହ ସମ୍ପାଦକ ଭାବରେ ମନୋନୀତ କରାଯାଇଛି । ଅନୁଷ୍ଠାନିକ ଭାବରେ ସଂଘର ସଭାପତି ନରୋତ୍ତମ ଦାସ ଉପୋରକ୍ତ ଦାୟିତ୍ୱ ପ୍ରଦାନ କରିବା ସହିତ,…
Read More...

କନ୍ଧମାଳ ଜିଲ୍ଲାର ୭୩ଟି ରୂପାନ୍ତରିତ ସ୍ମାର୍ଟ ସ୍କୁଲ୍‌ର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ହାତକୁ ନିଆଯାଇଥିବା ୭୩ଟି ଉଚ୍ଚବିଦ୍ୟାଳୟର ରୁପାନ୍ତରୀକରଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ସରକାରୀ ୟୁଜିଏଚ୍ଏସ୍‌ ବିରିଗାଁ, ସରକାରୀ ହାଇସ୍କୁଲ…
Read More...

ସମ୍ବାଦ ସାହିତ୍ୟ ଘର, ରାଉରକେଲାର ୨୦୨୨ -୨୦୨୪ ପାଇଁ କର୍ମକର୍ତ୍ତା ଚୟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବାଦ ସାହିତ୍ୟଘର, ରାଉରକେଲାର ଆଗାମୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ଚୟନ କୋଏଲନଗର ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଆଲୋକ ରଂଜନ ମଲ୍ଲିକଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ପ୍ରଶାନ୍ତ ଦାସଙ୍କ ଆବାହକତ୍ୱରେ…
Read More...

କବି ବିଶ୍ୱନାଥ ବଳଙ୍କ ‘ଭେଜା ଭେଜାଲ କରନା’ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବାମବାଦୀ ଦର୍ଶନରେ ବିଶ୍ୱସ ରଖିଥିବା କବି ବିଶ୍ୱନାଥ ବଳଙ୍କ ତୃତୀୟ କବିତା ସଂକଳନ 'ଭେଜା ଭେଜାଲ କରନା' ସେକ୍ଟର ୫ କଲଚରାଲ ଏକାଡେମୀଠାରେ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ସତ୍ୟପ୍ରୀୟ ମହାନ୍ତି ସଭାପତିତ୍ୱ କରିଥିବା ବେଳେ…
Read More...

ମୋଗଲ ଅତ୍ୟାଚାରର ଶିକାର ହୋଇଥିବା ମନ୍ଦିର ଗୁଡିକର ପୁନଃରୁଦ୍ଧାର ହେଉ – କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : କାଶୀର ଜ୍ଞାନବାପୀ ମସଜିଦ ତଳେ ଏକ ମନ୍ଦିର ଥିବା ଦାବୀକୁ ନେଇ ଏବେ ବିବାଦ ଚାଲିଥିବା ବେଳେ ସେଇ ବିବାଦ ନିଆଁରେ ଘିଅ ଢ଼ାଲିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ଭିଏଚ୍‌ପି ନେତା ଶ୍ରୀ କୁସୁମ ମୋଗଲ ଶାସକମାନଙ୍କ ଅତ୍ୟାଚାରର…
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ପାଠାଗାରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ ବିକ୍ରମ ଚନ୍ଦ୍ର…
Read More...