Yearly Archives

2022

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ…
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଅସହାୟ ଦିବ୍ୟାଙ୍ଗ ପିଣ୍ଟୁଙ୍କୁ ମିଳିଲା ଟ୍ରାଇ ସାଇକଲ

କୋକସରା : କୋକସରା ବ୍ଲକ କୋଉଡୋଳା ପଂଚାୟତ କାଉଡୋଳା ଗାଁର ରମାକାନ୍ତ ବେସ୍ରା ଓ ଶିବରାତ୍ରି ବେସ୍ରାଙ୍କ ପୁଅ ପିଣ୍ଟୁ ବେସ୍ରା ଦୀର୍ଘଦିନ ହେଲା ଦିବ୍ୟାଙ୍ଗ ହୋଇ ନିଜର ଭାରସାମ୍ୟ ହରାଇ ଘରୁ ବାହାରକୁ ଗୋଡ କାଢି ପାରୁନଥିଲେ । ଚାଲି ବୁଲି ନପାରି ବହୁତ ହଇରାଣ ହେଉଥିଲେ । ନିଜ ପୁଅର ସେବାକରି…
Read More...

ଦୃତ ଗତିରେ ଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳ ବୋଝେଇ ମିନିଟ୍ରକକୁ ଅଟକାଇଲା ପାଟଣାଗଡ଼ ପୋଲିସ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦୃତ ଗତିରେ ଯାଉଥିବା ମଧ୍ୟାହ୍ନ ଚାଉଳ ବୋଝେଇ ମିନିଟ୍ରକ୍ ଓଆର୍‌-୦୨କ୍ୟୁ-୯୯୧୫କୁ ପାଟଣାଗଡ଼ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଗୁରୁବାର ଅପରାହ୍ନ ୪ଟା ସମୟରେ ଉକ୍ତ ମିନିଟ୍ରକ୍‌ ଯୋଗୀମୁଣ୍ଡା ସ୍ଥିତ ଆର୍‌ଏମ୍‌ସିରୁ ଛୋଟ…
Read More...

ଦ୍ୱିତୀୟ ଦିନରେ ଫ୍ରି ସେଲ୍ଫ ଡିଫେନ୍ସ କ୍ଲାସ୍‌

ବଲାଙ୍ଗିର. (କେପିଏନଏସ୍‌) : ଆଜିର ଦିନରେ ସମସ୍ତଙ୍କୁ ଜଣା ଯେ, ନାରୀ ଓ ଶିଶୁ ମାନଙ୍କୁ ନିଜର ଆତ୍ମ ସୁରକ୍ଷାର ଜ୍ଞାନ ରହିବା ଉଚିତ୍‌ । ନାରୀ ଶକ୍ତି ସଂଗଠନ ଓ ବି.ଏସ୍‌. ଏରୋବିକ୍ସର ମିଳିତ ପ୍ରୟାସରେ ଗତକାଲି ବଲାଙ୍ଗିର ଡେଲି ମାର୍କେଟ ସ୍ଥିତ ବି.ଏସ୍‌ ଏରୋବିକସଠାରେ ଏକ ଆତ୍ମ ସୁରକ୍ଷା…
Read More...

ବାଲିଗୁଡା : ସିଆରପିଏଫ୍ ପକ୍ଷରୁ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଟିଫିନ୍ ବୋମା ଉଦ୍ଧାର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କିଛି ଦିନର ବ୍ୟବଧାନ ପରେ ପୋଷ୍ଟର ବ୍ୟାନର ଜାରି କରି କନ୍ଧମାଳରେ ନିଜର ସ୍ଥିତି ଜାହିର କରୁଛି ମାଓ ସଙ୍ଗଠନ । ସେପଟେ ପୋଲିସ ମାଓ ଦମନକୁ ମଧ୍ୟ ଚ୍ୟାଲେଞ୍ଜ କରୁଛି ସଙ୍ଗଠନ । ଏଭଳି ସ୍ଥିତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମୁତୟନ ୧୨୭…
Read More...

ଭୁସଲାଡ଼ରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୁସଲାଡ଼ ଗ୍ରାମରେ ଥିବା ଭୀମ ଭୋଇ ହାଇସ୍କୁଲଠାରେ ଆଜି ସେବା ଜଗତ ଅନୁଷ୍ଠାନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
Read More...

କାଳବୈଶାଖୀ ମାଡ଼ରେ ଛତ୍ରପୁର ଅଞ୍ଚଳରେ ଆଂଶିକ କ୍ଷୟକ୍ଷତି

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଶନିବାର ଅପରାହ୍ନରେ ହଠାତ୍‌ କାଳବୈଶାଖୀ ଆସି ପ୍ରାୟ ୪୦ / ୫୦ କିମି ବେଗରେ ଝଡ଼ ପବନ ବୋହିବା ଫଳରେ ଛତ୍ରପୁର ଅଞ୍ଚଳରେ ଆଂଶିକ କ୍ଷୟକ୍ଷତି ହୋଇଯାଇଛି । ଛତ୍ରପୁର ସହରାଞ୍ଚଳରେ ଗଛଡାଳ ଭାଙ୍ଗି ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାରଛିଣ୍ଡି ଦୀର୍ଘ ସମୟ…
Read More...

କଣ୍ଟାମାଳରେ ଲୋକ କଳା ମହୋତ୍ସବର ପ୍ରସ୍ତୁତି ବୈଠକ

ଜୁନ ୧୩, ୧୪ ଓ ୧୫ରେ ହେବ ମହୋତ୍ସବ କଣ୍ଟାମାଳ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳଠାରେ ଆୟୋଜିତ ହେଉଥିବା ୧୭ତମ ଲୋକ କଳା ମହୋତ୍ସବ-୨୦୨୨ ପାଇଁ ଏକ ପ୍ରସ୍ତୁତି ବୈଠକ ଗତକାଲି ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ପ୍ରଗତିର ସଭାପତି ଦିବ୍ୟଶଙ୍କର ରାଉତଙ୍କ…
Read More...

ଛତ୍ରପୁରଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦ୍‌ଘାଟିତ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ଆସୋସିଏସନ ଆନୁକୂଲ୍ୟରେ ଛତ୍ରପୁର ଷ୍ଟାଡିୟମସ୍ଥ ଇନଡୋର ହଲରେ ଜିଲ୍ଲାସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି ।ଏହା ଅଷ୍ଟମ-କ୍ୟୁରୋଗୀ ଓ ସପ୍ତମ-ପୁମସେ ନାମରେ ଜିଲ୍ଲାସ୍ତରୀୟ ଏକ ଶାରୀରିକ…
Read More...

ଆଞ୍ଚଳିକ କୌଶଳ ବିକାଶ ଓ ଔଦ୍ୟୋଗିକତା ନିର୍ଦ୍ଦେଶାଳୟ(ଆରଡିଏସଡିଇ) ଓଡିଶା ପକ୍ଷରୁ ଭୁବନେଶ୍ୱରଠାରେ ଶିକ୍ଷାନବୀନ…

• ଶିକ୍ଷାନବୀଶ ଆଇନରେ ହୋଇଥିବା ସର୍ବଶ୍ରେଷ୍ଠ ସଂସ୍କାର ନେଇ ସଚେତନତା ସୃଷ୍ଟି ପାଇଁ କର୍ମଶାଳାରେ ଗୁରୁତ୍ୱ• ୧୫୦ରୁ ଅଧିକ ବିଭିନ୍ନ ସଂସ୍କାର ଅଂଶଗ୍ରହଣକାରୀ, ରାଜ୍ୟ ଶିକ୍ଷାନବୀଶ ପରାମର୍ଶଦାତା, କ୍ଷେତ୍ରକୌଶଳ ପରିଷଦ, ଆରଡିଏସଡିଇ ଏବଂ ତୃତୀୟ ପକ୍ଷ ଆଗ୍ରୀଗେଟର(ଦକ୍ଷିଣାଞ୍ଚଳ) କର୍ମଶାଳାରେ…
Read More...