Yearly Archives

2022

ଧର୍ମପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଗାନ୍ଧୀନଗରପଡା ବାସିନ୍ଦା ଅମୃତ ଚୋପଦାର (୮୨) ଗତ ଶୁକ୍ରବାର ରାତିରେ ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ବହୁତ ଦିନ ହେଲା ସେ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତା ଅମୃତା ଜଣେ ପରୋପକାରୀ ଓ ଧର୍ମପରାୟଣା ନାରୀ ଥିଲେ ।…
Read More...

ପ୍ରକୃତି ବନ୍ଧୁ ପୁରସ୍କାର-୨୦୨୨ ପାଇଲେ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦମକିପାଲିର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କୁ ବୃକ୍ଷ ରୋପଣ ଓ ପରିବେଶ ସଚେତନତା ପାଇଁ ବିଶ୍ୱ ପରିବେଶ ଦିବସରେ ପ୍ରକୃତି ବନ୍ଧୁ-୨୦୨୨ ପୁରସ୍କାର ମିଳିଛି । ସେ ପୂର୍ବରୁ ୨୦୧୬ ପାଇଁ ମଧ୍ୟ…
Read More...

ରୁଷ ପାଇଁ ଏକ ବଡ ଝଟ୍‌କା, ୟୁକ୍ରେନ ଯୁଦ୍ଧବିମାନ ଆକ୍ରମଣରେ ରୁଷର ୨ ଜଣ ଜେନେରାଲ ନିହତ : ପୁତିନ ଏପର୍ଯ୍ୟନ୍ତ ୯ ଜଣ…

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ୧୦୦ ଦିନ ବିତିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ଏହା କୌଣସି ନିର୍ଣ୍ଣାୟକ ମୋଡ଼ରେ ପହଂଚି ପାରିନାହିିଁ । ଗୋଟିଏ ପଟେ ରୁଷ ୟୁକ୍ରେନରେ ହଇଚଇ ସୃଷ୍ଟି କରୁଥିବା ବେଳେ ୟୁକ୍ରେନ ଯୁଦ୍ଧବିମାନ ମଧ୍ୟ ଘଟଣାସ୍ଥଳରେ ଠିଆ ହୋଇ ରୁଷର ସେନାକୁ…
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ମଧ୍ୟରେ ୧ ଜଣ ରହିଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୩ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ କ୍ୱାରେନ୍‌ଟାଇନ୍‌ରୁ…
Read More...

ଦିଲ୍ଲୀର ସ୍ୱାସ୍ଥ୍ୟ ଏବଂ ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବାସଭବନରେ ଇଡି ପକ୍ଷରୁ ଚଢ଼ାଉ

ନୂଆଦିଲ୍ଲୀ : ଦିଲ୍ଲୀ ସ୍ୱାସ୍ଥ୍ୟ ଏବଂ ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରୁଛି । ଆଜି ଦିନ ସତ୍ୟେନ୍ଦ୍ର ଜୈନଙ୍କ ବାସଭବନରେ ଇଡି ଚଢ଼ାଉ ଜାରି ରଖିଛି । କୋଲକାତା ଭିତ୍ତିକ କମ୍ପାନୀ ସହ ଜଡିତ ହାୱାଲା ବ୍ୟବସାୟ ସହ ଏହି…
Read More...

ନିରଞ୍ଜନ ଭୋଇ ଉଚ୍ଚ ବିଦ୍ୟାଳୟ ଖୁଣ୍ଟସମଲାଇକୁ ମିଳିଲା ପ୍ରକୃତି ମିତ୍ର ପୁରସ୍କାର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ବେଲପଡା ବ୍ଲକ ସୁଲେକେଲା, ଖପ୍ରାଖୋଲ ବ୍ଲକ ଜୁରିଆ ଆଦି ପଞ୍ଚାୟତ ଖୁଣ୍ଟସମଲାଇ ଗ୍ରାମର ନିରଞ୍ଜନ ଭୋଇ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ମିତ୍ର ୨୦୨୨ ପୁରସ୍କାର ମିଳିଛି । ଏଥିରେ…
Read More...

ନାନ୍ଦୁପଲାଠାରେ ବିଶ୍ୱ ପରିବେଶ ଦିବସ ପାଳନ ସହ ବୃକ୍ଷ ରୋପଣ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ନାନ୍ଦୁପଲାଠାରେ ବିଶ୍ୱ ପରିବେଶ ଦିବସ ଗତକାଲି ପାଳିତ ହୋଇଯାଇଛି । ହରିଶଙ୍କର ରେଞ୍ଜ ଅଧିକାରୀ ଗିରିଧାରୀ ନାଗଙ୍କ ଆହ୍ଵାନ କ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ଆମ ଜଙ୍ଗଲ ଯୋଜନା ଟିମ୍‌ ଲିଡ଼ର ସଞ୍ଜୀବ…
Read More...

ବିଶ୍ୱ ପରିବେଶ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ, (ଗେରେଖନାଥ ବରିହା) : ପାଟଣାଗଡ ବ୍ଲକ ଲରମ୍ଭା ଠାରେ ବିଶ୍ୱ ପରିବେଶ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ "କୋସଲି ଡେରା" ପାଟଣାଗଡ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲରମ୍ଭା ଥାନା ସବ ଇନିସପେକ୍ଟର ଅନନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ…
Read More...

ଜମୁନା ନଳକୂପ ଖନନ କରୁଥିବା ସମୟରେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ

ତୁରେକେଲା, (କୈଳାଶ ସଗ୍ରିଆ) : ଜମୁନା ନଳକୂପ ଖନନ କରୁଥିବା ସମୟରେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ଜମୁନା ନଳକୂପ ଖନନ କରୁଥିବା ସମୟରେ ଗୌତମ କୁମାର(୩୨)ଙ୍କ ଅଚାନକ ମୃତ୍ୟୁ ହୋଇଯାଇଛି । ତେବେ ମୃତ୍ୟୃର କାରଣ ଅସ୍ପଷ୍ଟ ଥିବା ବେଳେ ତାଙ୍କ…
Read More...

କବି ସୁଶାନ୍ତ କୁମାର ନାୟକଙ୍କ ‘ଭିନ୍ନ ଏକ ପୃଥିବୀ’ ପୁସ୍ତକ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) କବି ସୁଶାନ୍ତ କୁମାର ନାୟକଙ୍କ ଦ୍ୱିତୀୟ କବିତା ସଂକଳନ ପୁସ୍ତକ 'ଭିନ୍ନ ଏକ ପୃଥିବୀ' ଗତକାଲି ଧାମରା ସଂଘ ଠାରେ ଲୋକାର୍ପିତ ହୋଇଯାଇଛି । କବି ଶ୍ରୀ ନାୟକଙ୍କ ଆବାହକତ୍ୱ ଓ ଅଙ୍ଗୁରବାଳା ପରିଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାମୁଖ୍ୟ ଭାବେ…
Read More...