Daily Archives

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା । ସଭାପତି ବିକାଶ ସାଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ସଦସ୍ୟଙ୍କୁ ନେଇ ବିଭିନ୍ନ ଦାବୀ ନେଇ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀରେ ଉଲ୍ଲେଖ ଯେ, ବଲାଙ୍ଗିର ମରୁଡି ଓ ଦାଦନ ଅଂଚଳ ଭାବେ ବେଶ
Read More...

ରାଜ୍ୟସଭା ସାଂସଦଙ୍କ ଚନ୍ଦନଜୁରୀ ମହିମା ମଠ ଓ ପତ୍ରଫଡ଼ି ପରିଦର୍ଶନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଲରମ୍ଭା ପଞ୍ଚାୟତ ଅନ୍ତର୍ଗତ ଚନ୍ଦନଜୁରୀ ମହିମା ମଠକୁ ପରିଦର୍ଶନ କଲେ ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ଅଲେଖ ମହିମା ତଥା ମଠାଧିସ ଓ ସାଧୁ ସନ୍ଥଙ୍କର ଆଶୀର୍ବାଦ ନେଲେ । ମହିମା ମଠର ମଠାଧିସ ଓ ସାଧୁ ସନ୍ଥମାନଙ୍କ ସହ ଆଲୋଚନା
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୧୯ତମ ଦିବସ

ଫାଇନାଲରେ ଏପିଜେ ଲୋଇସିଂହା, ମହିଳା ଫାଇନାଲ ସଇଁନ୍ତଲା ବନାମ ସିହିନି ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ସେମିଫାଇନାଲ ଖେଳ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଏପିଜେ ଲୋଇସିଂହା ୩-୧ ଗୋଲରେ
Read More...

ପାଟଣାଗଡ଼ ଡ଼ାକ୍ତରଖାନାରୁ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇବାରେ ଲୋକେ ହଇରାଣ ହେଉଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଲୋକମାନଙ୍କୁ ତ୍ୱରିତ ସେବା ଯୋଗାଇ ଦେବା ପାଇଁ ଡିଜିଟାଲ ମାଧ୍ୟମରେ ସେବା ଯୋଗାଇ ଆସୁଛନ୍ତି । ହେଲେ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ ଏହା ସମ୍ପୂର୍ଣ୍ଣ ଓଲଟା । ପାଟଣାଗଡ଼ ଡ଼ାକ୍ତରଖାନାରୁ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇବାରେ ଲୋକେ ହଇରାଣ
Read More...

ଭାରତୀୟ ରେଳବାଇ ଆଇଆରସିଟିସିର ଡିଜିଟାଲ୍ ସେବା ସମ୍ପ୍ରସାରିତ

ଭାରତୀୟ ରେଳବାଇ ଡିଜିଟାଲ କାରବାରକୁ ବ୍ୟାପକ ଭାବେ ଉତ୍ସାହିତ କରୁଛିରେଳବାଇ ଯାତ୍ରୀଙ୍କୁ ଡିଜିଟାଲ ଦେଣନେଣ ପାଇଁ ସୁଯୋଗ ସୃଷ୍ଟି କରାଯାଉଛିଇ-କ୍ୟାଟରିଂ ସେବା ୩୧୦ଟି ରେଳ ଷ୍ଟେସନରେ ଉପଲବ୍ଧ, ୧୭୫୫ ସେବା ପ୍ରଦାନକାରୀ ସଂସ୍ଥା, ୧୪ଟି ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ଦିନକୁ ୪୧,୮୪୪ ମିଲ
Read More...

ଭେଉଁରିଆଛକରୁ ଭେଉଁରିଆ ଓ ଲଖମରା ପଟକୁ ଯିବା ରାସ୍ତାର ଅବସ୍ଥା ଶୋଚନୀୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ସହର ଅନ୍ତର୍ଗତ ଭେଉଁରିଆଛକରୁ ଭେଉଁରିଆ ଓ ଲଖମରା ପଟକୁ ଯିବା ରାସ୍ତା ମଝିରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ଅଞ୍ଚଳ ବାଣିଜ୍ୟ ପେଣ୍ଠ ସ୍ଥଳୀ ତଥା ପ୍ରମୁଖ ଶିକ୍ଷାକେନ୍ଦ୍ର ହୋଇଥିବା ଯୋଗୁଁ ପ୍ରତିଦିନ ଏହି ସହରକୁ
Read More...

ବାଉଁଶ ହସ୍ତଶିଳ୍ପ ପୁଞ୍ଜସ୍ତରୀୟ କର୍ମଶାଳା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ପତିକାରପାଲି ଠାରେ ବାଉଁଶ ହସ୍ତଶିଳ୍ପ ପୁଞ୍ଜସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ରେଞ୍ଜର ଆଲୋକ କୁମାର ଷଡଙ୍ଗୀ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ପୁଷ୍ପା ଭୋଇ ବାଉଁଶ ଶିଳ୍ପ
Read More...

ମନେରଗା ଆଇନରେ ସ୍ୱଚ୍ଛତା ଆଣିବା ଦାବୀ ନେଇ ପାଟଣାଗଡ଼ ଲୋକ ଉନ୍ନତି ସଂଗଠନ ପକ୍ଷରୁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲୋକ ଉନ୍ନତି ସଂଗଠନ ବଲାଙ୍ଗିର ପାଟଣାଗଡ଼ ଶାଖା ପକ୍ଷରୁ ଭାରପ୍ରାପ୍ତ ବିଡ଼ିଓ ପ୍ରଭାତ କୁମାର ସାହୁଙ୍କୁ ମନେରେଗା ଆଇନର ସଫଲ ରୂପାୟନ ଆଣିବାକୁ ୧୨ ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ରରେ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ସ୍ୱାଗତ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ, ଆଜି ଗୁରୁବାର ଦିନ ପୂର୍ବାହ୍ନ ପ୍ରାୟ ଏଗାରଟା ସମୟରେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ସଭା ପ୍ରକୋଷ୍ଠରେ ଅଧ୍ୟକ୍ଷ ଡ଼. ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଯୁକ୍ତ ଦୁଇ ପ୍ରଥମ
Read More...

ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବୀରେ ତାଲାବନ୍ଦ ଆନ୍ଦୋଳନ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମ ପଞ୍ଚାୟତ ପାଣ୍ଡେସରା ପ୍ରାଥମିକ ବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ ଶିକ୍ଷକ । ପ୍ରଶାସନକୁ ବାରମ୍ବାର ଜଣାଇଲେ ସୁଦ୍ଧା କିଛି ଫଳ ମିଳିପାରିନାହିଁ ବୋଲି ଅଭିଯୋଗ ହେଉଛି । ଶେଷରେ ବାଧ୍ୟ ହୋଇ
Read More...