Daily Archives

ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ କିରାଣୀ ସଂଘର ଜିଲ୍ଲାସ୍ତରୀୟ ବୈଠକ

ବଲାଙ୍ଗିର /ଦେଓଗାଁ : ବଲାଙ୍ଗିର ସ୍ଥିତ ଠିକାଦାରପଡା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଦାନପ୍ରାପ୍ତ କିରାଣୀ ସଂଘର ପରିଚାଳନା ଓ ଉପଦେଷ୍ଟା କମିଟି ଉପସଭାପତି ବଡ ରଣାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମ୍ପାଦକ ପ୍ରଦ୍ୟୁମ୍ନ ସାହୁ ବୈଠକର ଉଦ୍ଦେଶ୍ୟ
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୧୫ତମ ଦିବସ

ସିସିଏଫ୍‌ଏ ଓ ବ୍ଲୁ ମାଉଣ୍ଟେନ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆୟୋଜିତ ଆଜି ସୁପର ନକ ଆଉଟ ଖେଳ ଗାନ୍ଧୀ ଷ୍ଟାଡିୟମ ଠାରେ ସିସିଏଫ୍‌ଏ ବଲାଙ୍ଗିର ୨-୧ ଗୋଲରେ ହଳଦି ଇବିଏଫ୍‌ଏକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଛି । ଅତିଥି
Read More...

କରାଟେ ଅର୍ଗାନାଇଜେସନ ଓ ଟାଇକଣ୍ଡୋ ଏସୋସିଏସନ ତରଫରୁ ବୃକ୍ଷ ରୋପଣ

ମାଇଁ ବଲାଙ୍ଗିର ଗ୍ରୀନ ବଲାଙ୍ଗିର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସରକାରୀ ଆୟୁର୍ବେଦିକ କଲେଜ ପରିସରରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ଏସୋସିଏସନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରାଟେ ତଥା
Read More...

ତୈଳିକ ବୈଶ୍ୟ ସାମାଜର ୮ତମ ଉପଖଣ୍ଡ ସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ତୈଳିକ ବୈଶ୍ୟ ସାମାଜକୁ କେବଳ ବ୍ୟବସାୟ କରିବାରେ ସିମିତ ନରହି ସବୁ କ୍ଷେତ୍ରରେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ ମନ୍ତ୍ରୀ ଶ୍ରୀମତୀ ସାହୁପ୍ରତ୍ୟେକ ସମାଜ ସାମୁହିକ ଉନ୍ନତି ପଥରେ ମୁଁ ସଦାସର୍ବଦା ଚେଷ୍ଟିତ : ବିଧାୟକ ଶ୍ରୀ ମେହେର ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସ୍ଥାନୀୟ
Read More...

ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ପେପରଲେସ କୋର୍ଟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ପେପରଲେସ କୋର୍ଟ ଉଦ୍‌ଘାଟିତ ହୋଇଯାଇଛି । ଆଭାସି ମାଧ୍ୟମରେ ଓଡିଶା ଜୁଡିସିଆଲ ଏକାଡେମୀରୁ ଏହାକୁ ଉଦ୍‌ଘାଟନ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଉଦୟ ରମେଶ ଲଳିତ । ବିନା କାଗଜ ପତ୍ରରେ ଚାଲିବ ଓଡିଶାର
Read More...

ଲାୟନ୍ସ କ୍ଲବ ଦ୍ୱାରା ଆୟୋଜିତ ମାଗଣା ହୃଦରୋଗ ଚିକିତ୍ସା ଶିବିର ଉଦ୍‌ଘାଟନ କଲେ ବିଧାୟକ ନରସିଂହ ମିଶ୍ର

ଜୀବନରେ ଦାନ ଠୁ ସେବା ଅଧିକ ମୂଲ୍ୟବାନ- ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନ ସମାଜରେ ଦେଖିବାକୁ ମିଳୁଛି ଯେ ଅନେକ ବ୍ୟକ୍ତି ବିଶେଷ ବିଭିନ୍ନ ପ୍ରକାର ଦାନ ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି । ଯାହାକି ସମାଜ ପାଇଁ ଏକ ଶୁଭ ସଂକେତ । ବିଭିନ୍ନ ସଂଗଠନ ବିଭିନ୍ନ
Read More...

ଛତ୍ରପୁରରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମଉତ୍ସବ ସାମାରୋହ ଉଦଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ପ୍ରବର୍ତ୍ତିତ ସତସଙ୍ଘ ବିହାର ପରିସରରେ ଯଥାରୀତିରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ସାମାରୋହ ବର୍ଣ୍ଣାଢ୍ୟ ସହକାରେ ପାଳିତ ହୋଇଯାଇଛି । ଠାକୁରଙ୍କ ଜନ୍ମମାସ
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ବିଶ୍ୱକର୍ମା ପୂଜା ଆୟାଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ସ୍ଥାନୀୟ ଶାନ୍ତିପଡା ସିଆର୍‌ପିଏଫ୍‌ ମୁଖ୍ୟାଳୟଠାରେ ଏକ ବିଶାଳ ବିଶ୍ୱକର୍ମା ପୂଜା ଆୟୋଜିତ ହୋଇଯାଇଛି । ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଭଗବାନ ବିଶ୍ୱକର୍ମାଙ୍କ ଜନ୍ମ
Read More...

କୁକୁଡା ଚାଷୀଙ୍କ ଉପରେ ହେଉଥିବା ଶୋଷଣ ନୀତି ବିରୁଦ୍ଧରେ ପୁରୀ ଜିଲ୍ଲାର ଚାଷୀଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପଲଟ୍ରି ଫାର୍ମର୍ସ ଡେଭଲପମେଣ୍ଟ ଫୋରମସ, ଓଡିଶା ଆନୁକୂଲ୍ୟରେ ପୁରୀ ଜିଲ୍ଲାର କୁକୁଡା ଚାଷୀ ଭାଇ ମାନଙ୍କୁ ନେଇ ପିପିଲି, ମଙ୍ଗଳପୁର କଲ୍ୟାଣମଣ୍ଡପଠାରେ ଅଶୋକ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଲଟ୍ରି ଟ୍ରଡର କମ୍ପାନୀର ମନମାନୀ ଓ କୁକୁଡା ଚାଷୀଙ୍କୁ ଶୋଷଣ ନୀତି
Read More...

ଆତ୍ମସମର୍ପଣ କଲେ ଶତାଧିକ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅନ୍ତର୍ଗତ ଅଣ୍ଡ୍ରାହାଲ ବିଏସ୍‌ଏଫ୍‌ କ୍ୟାମ୍ପ ପରିସରରେ ଶନିବାର ୭ଶହ ମହିଳା ପୁରୁଷ ମାଓବାଦୀ, ମିଲିସିଆ ଓ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଛନ୍ତି । ସେମାନେ ଆଉ ମାଓବାଦୀଙ୍କୁ ସମର୍ଥନ କରିବେ ନାହିଁ । ନିଜ ଅଞ୍ଚଳର
Read More...