ରାଉରକେଲାରେ ଓଡିଶା ଷ୍ଟେଟ ହାଉସିଂ ବୋର୍ଡର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବା ନିମନ୍ତେ ସ୍ମାରକପତ୍ର ପ୍ରଦାନ
ରାଉରକେଲା, (ସସ୍ମିତା ପ୍ରଧାନ) : ସହରବାସୀଙ୍କ ସୁବିଧା ନିମନ୍ତେ ରାଉରକେଲାଠାରେ ଓଡିଶା ଷ୍ଟେଟ ହାଉସିଂ ବୋର୍ଡର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉ ବୋଲି ଏକ ସ୍ମାରକପତ୍ର ସହକାରୀ ପ୍ରଶାସନିକ ଅଧିକାରୀଙ୍କ ମାଧ୍ୟମରେ ସଚୀବଙ୍କ ନିକଟକୁ ପ୍ରଦାନ କରାଯାଇଛି । ଏ ସଂପର୍କରେ ସମାଜସେବୀ ବିମଳ!-->…
Read More...
Read More...