Daily Archives

ମାତୃଛାୟାରେ ରକ୍ଷା ବନ୍ଧନ ଓ ଗଙ୍ଗାଧର ଜୟନ୍ତୀ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୦ତମ ଜନ୍ମ ଜୟନ୍ତୀ ଉତ୍ସବ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ ହେଉଛି । ଏହି କ୍ରମରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଚକରକେନ୍ଦଠାରେ ଥିବା ମାତୃଛାୟା ଶାନ୍ତି ତପୋବନ ଆଶ୍ରମ ପରିସରରେ ଗଙ୍ଗାଧର
Read More...

ଜବାହାର ଲାଲ୍ ନେହେରୁ ଆଦିବାସୀ କ୍ଲବ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜ, (କୈଳାଶ ସଗ୍ରିଆ) : ଆଜି ତୁରେକେଲା ବ୍ଲକ ଚଟୁଅନକା ଗ୍ରାମରେ ଜବାହାର ଲାଲ୍ ନେହେରୁ ଆଦିବାସୀ କ୍ଲବ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ସହଦେବ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କ୍ଲବର ସଭାପତି ଶ୍ରୀ
Read More...

ବିଦ୍ୟାଳୟ ପରିସରରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୬ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ(କ) ଠାରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସ୍ୱଚ୍ଛ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ଓ ନିବନ୍ଧ ପ୍ରତିଯୋଗିତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଗୁରୁଜୀ, ଗୁରୁମାଙ୍କୁ ନେଇ ଏକ ନିବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ବିଦ୍ୟାଳୟର ସମସ୍ତ
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଠା ଦୋକାନୀମାନଙ୍କ ଆମରଣ ଅନଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାଇଭେଟ ବସ୍‌ ଷ୍ଟାଣ୍ଡ ଅଂଚଳର ଉଠା ଦୋକାନୀମାନେ ଆମରଣ ଅନଶନ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଉଠା ଦୋକାନୀ ମାନଙ୍କ କହିବାନୁଯାୟୀ, ସେମାନେ ଦୀର୍ଘ ୩୦ ବର୍ଷ ଧରି ବଲାଙ୍ଗିର ସହରର କଚରୀ ଛକ ଠାରୁ
Read More...

ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟ ନଂ-୨ ଠାରେ ଭାରତ ପାକିସ୍ତାନ ବିଭାଜନର ଦୁଃଖଦ ମୁହୂର୍ତ୍ତ ଘଟଣାକୁ ନେଇ ପ୍ରଦର୍ଶନୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟ ନଂ୨ରେ ଏକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଦେଶ ସ୍ୱାଧୀନ ହେବାର ମାତ୍ର କିଛି ଦିନ ପୂର୍ବରୁ ଭାରତ ପାକିସ୍ତାନ ବିଭାଜନର ଦୁଃଖଦ ମୁହୂର୍ତ୍ତକୁ ଫଟୋ ମାଧ୍ୟମରେ ଏହି ମେଳାରେ
Read More...

ଚିଲ୍‌ଡ୍ରେନ ପାର୍କରେ ପୌରାଧ୍ୟକ୍ଷାଙ୍କ ତତ୍ୱାବଧାନରେ ଲାଗିଲା ବିଭିନ୍ନ ସାମଗ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଦିନରୁ ଭଙ୍ଗା ଦଦରା ହୋଇ ପଡିଥିଲା ବଲାଙ୍ଗିର ବିଜୁ ପଟ୍ଟନାୟକ ଚିଲ୍‌ଡ୍ରେନ ପାର୍କ । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହାର ମରାମତି ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ତେବେ ଏହାକୁ ଆଖି ଆଗରେ ରଖି
Read More...

ଆଜି ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ୫ଟା ୪୫ ମିନିଟରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ ବୈଠକରେ କୃଷି, ରାଜସ୍ୱ, ସାଧାରଣ ପ୍ରଶାସନ ଭଳି ପ୍ରାୟ ୮ଟି ବିଭାଗର
Read More...

ହର ଘର ତ୍ରିରଙ୍ଗା ଅଭିଯାନ : ୧୦ ଦିନରେ ବିକ୍ରି ହେଲାଣି ୧ କୋଟିରୁ ଅଧିକ ଜାତୀୟ ପତାକା

ନୂଆଦିଲ୍ଲୀ : ସାରା ଦେଶରେ ଥିବା ଭାରତୀୟ ଡାକ ବିଭାଗର ୧.୫ ଲକ୍ଷ ଡାକଘର (ପୋଷ୍ଟ ଅଫିସ) ମାଧ୍ୟମରେ ୧୦ ଦିନରେ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି ହୋଇଥିବା ଜଣାପଡିଛି । ଏକ ଅଫିସିଆଲ ଷ୍ଟେଟମେଣ୍ଟରେ ଏହା କୁହାଯାଇଛି । ଇଣ୍ଡିଆ ପୋଷ୍ଟ କହିଛି ଆପଣ ଆପଣଙ୍କ ନିକଟରେ ଥିବା ପୋଷ୍ଟ ଅଫିସ
Read More...

ହୀରାକୁଦରେ ଖୋଲିଲା ଆଉ ୪ଟି ଗେଟ୍‌

ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଶୁକ୍ରବାର ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍‌ ଖୋଲାଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୪ଟି ଗେଟ୍‌ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାର ମଧ୍ୟକୁ ୩,୯୭, ୪୫୧ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ବର୍ଷା
Read More...