Monthly Archives

June 2022

ଓଲଟିଲା ଧାନ ବୋଝେଇ ଟ୍ରକ : ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର

ବିନିକା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧି ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ସମ୍ବଲପୁର ସୁବର୍ଣ୍ଣପୁର ମୁଖ୍ୟ ରାସ୍ତାରେ ଧାନ ବୋଝେଇ ଟ୍ରକ ଓଲଟି ପଡିଥିବା ଜଣାପଡିଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରକ ଡ୍ରାଇଭର । ସୂଚନା ଅନୁସାେରେ ଟ୍ରକଟି ଧାନ
Read More...

ବିନ୍ଧ୍ୟବାସିନୀ ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅମର ସିଂ କୁମ୍ଭାରଙ୍କୁ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟ ବାସିନୀ ଡ଼ିଗ୍ରୀ ମହାବିଦ୍ୟାଳୟର ବୟୋଜ୍ୟେଷ୍ଠ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅମର ସିଂ କୁମ୍ଭାରଙ୍କ ଅବସର ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
Read More...

ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା

ଆନନ୍ଦପୁର : ଆନନ୍ଦପୁର ଥାନା ଅକରୁଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଘରେ ମୋବାଇଲ ନ ଦେବାରୁ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ ଛାତ୍ର ଜଣକ ଯୁକ୍ତ ୩ରେ ପାଠ ପଢୁଥିଲେ । ଘରେ ମୋବାଇଲ ଦେଖିବାକୁ ବାରଣ କରିବାରୁ ଛାତ୍ର ଜଣକ ରାଗିଯାଇ ବେକରେ ରଶି ଲଗାଇ
Read More...

ସଡକ ଦୁର୍ଘଟଣାରେ ରାଇରଙ୍ଗପୁର ଏସଡିଜେଏମ୍‌ଙ୍କ ମୃତ୍ୟୁ

କରଞ୍ଜିଆ : ସଡକ ଦୁର୍ଘଟଣାରେ ଏସଡିଜେଏମ୍‌ଙ୍କ ମୃତ୍ୟୁ । ରାଇରଙ୍ଗପୁର ଏସଡିଜେଏମ ସ୍ମରଣିକା ପ୍ରଧାନ କାର୍ ଦୁର୍ଘଟଣା ଘଟିଛି । ଏଥିରେ ତାଙ୍କ ମୃତ୍ୟୁ ଘଟିଛି । ରାଇରଙ୍ଗପୁରରୁ ନିଜ ଘର ପୁରୀ ଫେରୁଥିବାବେଳେ ଚାଇଁନେବଦା ଛକଠାରେ ଇଲେକ୍ଟ୍ରି ଖୁଣ୍ଟରେ ତାଙ୍କ କାର୍ ପିଟି ହୋଇଥିଲା । ଏଥିରେ
Read More...

ଜଣେ ଶିକାରୀର ବନ୍ଧୁକ ଗୁଳିରେ ଅନ୍ୟ ଜଣେ ଶିକାରୀ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ ୨ ଶିକାରୀ । କିନ୍ତୁ ଜଣେ ଶିକାରୀ ଅନ୍ୟ ଜଣେ ଶିକାରୀର ଶିକାର ହୋଇଗଲେ । ଅସାବଧାନତା ଯୋଗୁ ଜଣେ ଶିକାରୀର ବନ୍ଧୁକ ଗୁଳିରେ ଅନ୍ୟ ଜଣେ ଶିକାରୀର ମୃତ୍ୟୁ ଘଟିଛି । ମୃତ ଶିକାରୀ ଜଣକ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା
Read More...

ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଉ ଦିନକ ପରେ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ଶ୍ରୀକ୍ଷେତ୍ର । ଦୀର୍ଘ ଦୁଇ ବର୍ଷର କରୋନା କଟକଣା ପରେ ଏଥର ଚର୍ମଚକ୍ଷୁରେ ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବେ ଶ୍ରଦ୍ଧାଳୁ । ତେବେ ଶ୍ରୀଜିଉଙ୍କ ରଥଯାତ୍ରା କିଭଳି ଭାବରେ
Read More...

ଜିଲ୍ଲା ନାଗରିକ କମିଟି ସଦସ୍ୟଙ୍କ ଟିକ୍ରାପଡା ୟୁ.ଜି.ଏମ୍‌.ଇ ସ୍କୁଲ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ନାଗରିକ କମିଟିର ମାଧ୍ୟମିକ ଶିକ୍ଷା ସବ୍‌ କମିଟିର ସଦସ୍ୟଗଣ ବ୍ରଜରାଜ ପୁରୋହିତଙ୍କ ନେତୃତ୍ୱରେ ସ୍ଥାନୀୟ ଟିକ୍ରାପଡା ୟୁ.ଜି.ଏମ୍‌.ଇ. ସ୍କୁଲ ପରିଦର୍ଶନ କରିଥିଲେ । ସଭ୍ୟ ପିତବାସ ପଣ୍ଡା, ଦିବାକର ହୋତା ଏବଂ ଧର୍ମବ୍ରତ ରଥ ବିଦ୍ୟାଳୟର
Read More...

ଭଟଲି ବ୍ଲକରେ ମିଶନ ଶକ୍ତି କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭଟଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ମହିଳାମାନଙ୍କୁ ସ୍ୱାବଲମ୍ବି କରିବା ଓ ସେମାନଙ୍କର ଆର୍ଥିକ ଉନ୍ନତିର ବିକାଶ ଉଦ୍ଦେଶ୍ୟରେ ଆଜି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ମାଗଣା ଟ୍ରାକ୍ଟର ବଣ୍ଟନ କରାଯାଇଥିଲା । ବରଗଡ଼ ଜିଲ୍ଲାରେ ପ୍ରଥମ
Read More...

ଚାରପାଲି ଗ୍ରାମରେ ଜଳ ଯୋଗାଣ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିକେଲ ପଞ୍ଚାୟତର ଚାରପାଲି ଗ୍ରାମ ୨୫୦୦ ଜନସଂଖ୍ୟା ବିଶିଷ୍ଟ ଏକ ଗ୍ରାମ ଅଟେ । ତାହା ପଦ୍ମପୁର ସହର ନିକଟରେ ଅବସ୍ଥିତ । ଦୀର୍ଘ ଦିନରୁ ଏହି ଗ୍ରାମରେ ପାନୀୟଜଳର ସୁବିଧା ନା ଗାଧୋଇବାର ବ୍ୟବସ୍ଥା ଅଛି ନା
Read More...

ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ତ୍ରି-ଦିବସୀୟ -୨୦୨୨ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରଠାରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ତ୍ରି-ଦିବସୀୟ -୨୦୨୨ ଉଦ୍‌ଯାପିତ ହୋଇଯାଇଛି । ବରଗଡ଼ ବିଭାଗ ବିଦ୍ୟାମନ୍ଦିର ଓ ପଦ୍ମପୁର ସଂକୁଳରେ ଆଜି ମୁଖ୍ୟ ଅତିଥି ଭାବରେ ଭକ୍ତ ଚରଣ ସାହୁ (ବିଶ୍ୱ ହିନ୍ଦୁ
Read More...