Monthly Archives

June 2022

ନାବାଳିକାଙ୍କୁ ବ୍ଲାକ୍‌ମେଲ୍‌ କରି ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ଫେରାର୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି । ସେପଟେ ଅଭିଯୋଗ କଥା ଶୁଣି ଅଭିଯୁକ୍ତଜଣକ ଫେରାର୍‌ ହୋଇଯାଇଛି । ପୁଲିସ ତା' ଘରେ ଚଢ଼ଉ କରି ଖାଲି ହାତରେ ଫେରିଛି । ସୂଚନା ଅନୁାରେ ନାବାଳିକା ଘର
Read More...

ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଉ ଦିନକ ପରେ ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର ଦାଣ୍ଡ । ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ଓ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
Read More...

ସ୍ତ୍ରୀକୁ କଟୁରୀରେ ହାଣିଲା ନୃଶଂସ ସ୍ୱାମୀ

ସୋର : ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ପ୍ରାର୍ଥୀ ଗ୍ରାମରେ ପାରିବାରିକ କଳହକୁ ନେଇ ସ୍ତ୍ରୀକୁ କଟୁରିରେ ହାଣି ସ୍ୱାମୀ ହତ୍ୟା କରିଥିବା ଜଣାପଡିଛି । ମୃତକ ଜଣକ ହେଲେ ପ୍ରାର୍ଥୀ ଗ୍ରାମର ଯଶୋଦା ଦାସ । ସୂଚନା ଅନୁସାରେ ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ପ୍ରାର୍ଥୀ ଗ୍ରାମର ମନୋରଞ୍ଜନ ଦାସ ତାଙ୍କ
Read More...

ଖେଳ ପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଶେରଗଡ଼ ଗ୍ରାମରେ ଥିବା ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆର ପଛପଟୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ରାମଗିରି ଗ୍ରାମର ସୀମାଞ୍ଚଳ ସାହୁ (ବୟସ ୨୫ ବର୍ଷ) । ସୀମାଞ୍ଚଳଙ୍କ ମୃତଦେହ ପାଖରେ ତାଙ୍କ ମୋବାଇଲ୍ ଓ ଜୋତା
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ ହିମାଂଶୁ ଶେଖର ପଣ୍ଡା ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି । ସୂଚନା ଅନୁସାରେ ସପ୍ତମ ବେତନ କମିଶନର ବକେୟା ୨୦ ପ୍ରତିଶତ ଏରିଅର ବିଲ କରେଇଦେବା
Read More...

ଦନ୍ତା ଆକ୍ରମଣରେ ୨ ମୃତ

ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ୨ ମୃତ । ରାସଗୋବିନ୍ଦପୁର ରେଞ୍ଜ ଅଧିନ ମୋରଡ଼ା ବ୍ଲକର ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ସମାଇଡ଼ିହି ଗ୍ରାମରେ ଗତକାଲି ରାତିରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ,
Read More...

ନୂଆଗାଁ ରେଳ ଷ୍ଟେସନର ଶୁଭାରମ୍ଭ କରିବେ ରେଳମନ୍ତ୍ରୀ

ନୟାଗଡ଼ : ଖୋର୍ଦ୍ଧା ବଲାଙ୍ଗିର ରେଳପଥର କାର୍ଯ୍ୟ ଆଉ ପାଦେ ଆଗକୁ ଯାଇଛି । ନୟାଗଡ଼ ଜିଲ୍ଲା ମହୀପୁର ଷ୍ଟେସନ୍ ଠାରୁ ନୂଆଗାଁ ପର୍ଯ୍ୟନ୍ତ ୧୩ କି.ମି କାର୍ଯ୍ୟ ଶେଷ ହୋଇଛି । ଆଜି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମହୀପୁର ନୂଆଗାଁ ରେଳ ଷ୍ଟେସନର ଶୁଭାରମ୍ଭ କରିବେ । ଏକ ସ୍ପେଶାଲ୍ ଟ୍ରେନ୍‌ରେ
Read More...

ରଥଯାତ୍ରା ୨୦୨୨ ନିମନ୍ତେ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରଥଯାତ୍ରା ୨୦୨୨ ନିମନ୍ତେ ନସାଧାରଣଙ୍କ ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ଜାରି କରିଛନ୍ତି । ଜ୍ୱର, ଥଣ୍ଡାକାଶ ଆଦି ହେଉଥିବା ବ୍ୟକ୍ତି ଆଦୌ ଜନଗହଳିକୁ ଯାଆନ୍ତୁ ନାହିଁ । ମାସ୍କ ପିନ୍ଧିବା, ହାତ ଭଲଭାବରେ ସାବୁନରେ ଧୋଇବା ଭଳି କୋଭିଡ୍ ନିୟମ
Read More...

ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଟସର ଚାଷ ଏବଂ ଏ ସମ୍ପର୍କିତ ବିବିଧ ଜ୍ଞାନକୌଶଳର ପ୍ରସାର ତଥା ଭାରତ ସରକାରଙ୍କ "ସିଲ୍‌କ୍ ସମଗ୍ର-୨" ଯୋଜନାର ଶୁଭାରମ୍ଭ ନେଇ ଏକ ରାଜ୍ୟସ୍ତରୀୟ କର୍ମଶାଳା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଟସର ଚାଷର ବିକାଶ ଦ୍ୱାରା ଟସର ଚାଷୀଙ୍କ ଉନ୍ନତି
Read More...

ଜୁଲାଇ ୨ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜୁଲାଇ ୨ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହି ପରିପ୍ରେକ୍ଷୀରେ ଗତକାଲି ପୂର୍ବାହ୍ନରେ ବାଚସ୍ପତି ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟ ଦିବସ ରହିବ । ସମସ୍ତ
Read More...