pakka

ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଟସର ଚାଷ ଏବଂ ଏ ସମ୍ପର୍କିତ ବିବିଧ ଜ୍ଞାନକୌଶଳର ପ୍ରସାର ତଥା ଭାରତ ସରକାରଙ୍କ “ସିଲ୍‌କ୍ ସମଗ୍ର-୨” ଯୋଜନାର ଶୁଭାରମ୍ଭ ନେଇ ଏକ ରାଜ୍ୟସ୍ତରୀୟ କର୍ମଶାଳା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଟସର ଚାଷର ବିକାଶ ଦ୍ୱାରା ଟସର ଚାଷୀଙ୍କ ଉନ୍ନତି ହେବା ସହିତ ଜୀବିକା ନିର୍ବାହ ପାଇଁ ନୂତନ ଦିଗ ଉନ୍ମୋଚିତ ହୋଇପାରିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

3 × five =

error: Content is protected !!