Monthly Archives

June 2022

ଭିନ୍ନକ୍ଷମ ସାଜିଲେ ଭିନ୍ନକ୍ଷମଙ୍କ ଦରଦୀ ବନ୍ଧୁ

ପାଟଣାଗଡ଼, (ଗୋରେଖନାଥ ବରିହା) : ଭିନ୍ନକ୍ଷମ ସାଜିଲେ ଭିନ୍ନକ୍ଷମଙ୍କ ଦରଦୀ ବନ୍ଧୁ ଏହା କୌଣସି ନାଟକ ର ଡାଇଇକ୍ ନୁହେଁ ତାହା ସତ୍ୟ ଘଟଣା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମ ପାଟଣାଗଡ଼ ସହର କଚେରି କୋର୍ଟ ପରିସରରେ । ସତରେ ଭଗବାନ କାହାକୁ କେଉଁ ବୁଦ୍ଧି ବିବେକ ଦେଇଛନ୍ତି । ଦୁନିଆରେ
Read More...

ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି(ଦିଶା) ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଡି.ଆର୍‌.ଡିଏ. ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି(ଦିଶା) ବୈଠକ କମିଟିର ଅଧ୍ୟକ୍ଷା ତଥା ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବଲାଙ୍ଗିର ସହର ଦୁର୍ଗା ମନ୍ଦିର ସମ୍ମୁଖ ଭେଣ୍ଡିଙ୍ଗ ଜୋନର ଶୁଭ ଉଦଘାଟନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଦୁର୍ଗା ମନ୍ଦିର ସମ୍ମୁଖ ଭେଣ୍ଡିଙ୍ଗ ଜୋନ ଉଦ୍‌ଘାଟିତ ହୋଇଯାଇଛି । ଏହି ଉନଦ୍‌ଘାଟନୀ ସମାରେହାରେ ବଲାଙ୍ଗିର ପୌରପରିଷଦ ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ପୌରପରିଷଦର କାର୍ଯ୍ୟ
Read More...

ଉଦଯାପନୀ ଦିବସରେ ଅସ୍ଥାୟୀ ମଣ୍ଡପରେ ରହି ଦେବୀ ଦର୍ଶନ ଦେଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ବର୍ଣ୍ଣାଢ୍ୟ ସାମାରୋହରେ ଓ ଉତ୍ସବମୁଖର ଭାବେ ପାଳିତ ହୋଇଆସିଥିବା ଠାକୁରାଣୀ ଯାତ୍ରାର ମଙ୍ଗଳବାର ଅନ୍ତିମ ଦିବସରେ ଯାତ୍ରାସ୍ଥଳ ଖୁବସରଗରମ ହୋଇଥିଲା । ସୋମବାର ସନ୍ଧ୍ୟାରେ ଦେବୀଙ୍କ ଶେଷ ଘଟଯାତ୍ରା
Read More...

ସାଉନ୍ତମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିକାଛିଡା ଗ୍ରାମ ପଂଚାୟତ ଅନ୍ତର୍ଗତ ସାଉନ୍ତମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଅବସରରେ ଆୟୋଜିତ ସଭାରେ ଶିକାଛିଡା ସମିତି ସଭ୍ୟା ବିନୀତା ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ
Read More...

ରେଲୱେ ଷ୍ଟେସନ ଛକ ସ୍ଥିତ କରାଟେ ସ୍କୁଲରେ ଗ୍ରୀଷ୍ମ କାଳୀନ କରାଟେ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତରଫରୁ ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ କରାଟେ ସ୍କୁଲରେ ଗ୍ରୀଷ୍ମ କାଳୀନ କରାଟେ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । କରାଟେ ତଥା ଟାଇକୋଣ୍ଡୋ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ନବ ନିର୍ବାଚିତ କର୍ମକର୍ତ୍ତାଙ୍କର ପ୍ରଥମ ବୈଠକ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ନୃସିଂହ ମନ୍ଦିର ଠାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ନବ ନିର୍ବାଚିତ
Read More...

ଶୀତଳଷଷ୍ଠୀ ଉପଲକ୍ଷେ କୁଲତା ସମାଜ ପକ୍ଷରୁ ବଲାଙ୍ଗିରରେ ଦହିପାଣି ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଲୁତା ସମାଜ ପକ୍ଷରୁ ବଲାଙ୍ଗିର ସହରର ପାଟଣା ହୋଟେଲ ଛକ ଠାରେ ଶୀତଳଷଷ୍ଠୀ ଉପଲକ୍ଷେ ଜନ ସାଧାରଣଙ୍କୁ ଦହିପାଣି ବଣ୍ଟନ କରାଯାଇଥିଲା । ସମାଜର ଉପଦେଷ୍ଟା ସଦସ୍ୟ ତଥା ପୂର୍ବତନ ସଭାପତି ରାହାସ ବିହାରୀ ମାଝୀ କାର୍ଯ୍ୟକ୍ରମକୁ ଉନ୍ମୋଚିତ କରିବା ସହିତ ସଭାପତି
Read More...

ଛତାମଖନା ସମବାୟ ସମିତି ନିର୍ବାଚନ : ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ସମସ୍ତ ପ୍ରାର୍ଥୀ

-ସ୍ମାରକ ସଭାପତି ପଦ ପାଇଁ ମୁଖ୍ୟ ଦାବୀଦାରବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଛତାମଖନା ସମବାୟ ସମିତିର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ସମସ୍ତ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ
Read More...

କୋଷାଗୁମୁଡା ବ୍ଲକ ଯୁବ କଂଗ୍ରେସ ସଭାପତି ହେଲେ ଧନୁର୍ଜୟ ବିଷୋୟୀ

କୋଷାଗୁମୁଡା, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକ କଂଗ୍ରେସ ଦଳର ବରିଷ୍ଠ କର୍ମକର୍ତ୍ତା ମାନଙ୍କର ଏକ ଗୁରୁତୁଃପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦଳରେ ବିଭିନ୍ନ ସାଙ୍ଗଠନିକ ସମ୍ୟସା ଗୁଡ଼ିକ ବିଷୟରେ ଆଲୋଚନା କରାଯାଇଥିବା ବେଳେ ବରିଷ୍ଠ
Read More...