Monthly Archives

June 2022

ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୩ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା. ୦୮/୦୬/୨୨ରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ (ବୀରମହାରାଜପୁର,ତରଭା, ଉଲୁଣ୍ଡା ଓ ମ୍ୟୁନିସିପାଲିଟି ବ୍ୟତୀତ ) ୦୩ ଟି ବ୍ୟବସ୍ଥିତ ଟିକା କେନ୍ଦ୍ରରେ ୧୮ରୁ ଅଧିକ ବୟସର ହିତାଧିକାରୀଙ୍କ ସହ
Read More...

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା : ୧୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ପୂର୍ବ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ଦେଖାଯିବ ବୋଲି ଆଜି ଏନେଇ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୧୬
Read More...

ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ବାଣିଜ୍ୟିକ ଅଂଚଳରୁ ଶୁଷ୍କ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିବା ନେଇ ଜିଲ୍ଲାପାଳଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ବାଣିଜ୍ୟିକ ଅଂଚଳରୁ ଶୁଷ୍କ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ପୌରପରିଷଦ ପକ୍ଷରୁ ଏକ ଗାଡି ପୌରାଂଚଳ ଅନ୍ତର୍ଗତ ବାଣିଜ୍ୟିକ ଅଂଚଳରୁ ଦୋକାନକୁ ଦୋକାନ ଯାଇ ଶୁଷ୍କ
Read More...

ବଲାଙ୍ଗିର ବ୍ଲକ କନ୍‌ଫରେନ୍ସ ହଲ ଠାରେ କମ୍ୟୁନିଟି କ୍ୟାଡରମାନଙ୍କୁ ଓରିଏଣ୍ଟେସନ୍- କମ- କର୍ମଶାଳା ନେଇ ଜିଲ୍ଲାପାଳଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବଲାଙ୍ଗିର ବ୍ଲକ କନ୍‌ଫରେନ୍ସ ହଲ ଠାରେ ଡିଡିୟୁ ଜିକେୱାଇ ଅଧୀନରେ ଦକ୍ଷତା ବିକାଶ ଉପରେ ଓରିଏଣ୍ଟେସନ୍-କମ-କର୍ମଶାଳା ଅନୁଷ୍ଠିତ ହୋଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏହି ଅନୁଷ୍ଠିତ ଓରିଏଣ୍ଟେସନ୍-କର୍ମଶାଳାରେ କମ୍ୟୁନିଟି
Read More...

ପ୍ରଜାମଣ୍ଡଳ ନେତା ଧନଞ୍ଜୟ ମହାନ୍ତିଙ୍କ ଜୟନ୍ତୀ ପାଳିତ

-ରାଉରକେଲା ଗଠନରେ ଧନଞ୍ଜୟ ବାବୁଙ୍କ ଅବଦାନ ଅତୁଳନୀୟରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହର ନିର୍ମାଣରେ ଧନୁବାବୁଙ୍କ ଅବଦାନ ଅତୁଳନୀୟ ବୋଲି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ନେତା, ପ୍ରାକ୍ତନ ସାଂସଦ ତଥା ପ୍ରାକ୍ତନ ବିଧାୟକ ଧନଞ୍ଜୟ ମହାନ୍ତିଙ୍କ ଜୟନ୍ତୀ ସମାରୋହରେ
Read More...

ରାଣୀପାଲି ଗ୍ରାମରେ କାଳ ବୈଶାଖୀରେ ଭାଙ୍ଗିଛି ଘରର ଆଡ୍‌ବେଷ୍ଟେଜ୍‌ : କ୍ଷତି ପୂରଣ ପାଇଁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗଡଶଙ୍କର ଡୁଙ୍ଗୁରିପାଲି ପଂଚାୟତ ଅନ୍ତର୍ଗତ ରାଣୀପାଲି ଗ୍ରାମରେ ଗତକାଲି ହୋଇଥିବା ବର୍ଷା ସହ ଝଡ ତୋଫାନରେ ଜଣେ ବ୍ୟକ୍ତିଙ୍କ ଘରର ଆଡ୍‌ବେଷ୍ଟେଜ୍‌ ଭାଙ୍ଗି ଯାଇଥିବା ବେଳେ ରହିବା ପାଇଁ ଘରଟିଏ ନଥିବାରୁ ସରକାରଙ୍କ ନିକଟରେ ହୋଇଥିବା
Read More...

ଡାଙ୍ଗବାହାଲ ସୋସାଇଟିର ନିର୍ବାଚନ ବର୍ଜନ କଲେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଡାଙ୍ଗବାହାଲ ସେବା ସମବାୟ ସମିତି ଲିଃ ଠାରେ ହୃଷିକେଶ ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୧ ଖରିଫ ଫସଲ ବିମା ଏଚ୍‌ଡିଏଫ୍‌ସି କମ୍ପାନୀର ଟାଳଟୁଳ ନୀତି ଓ ପ୍ରସାଶନର ମନମୁଖୀ ଯୋଗୁଁ ଆଜି ପର୍ଯ୍ୟନ୍ତ ବୀମା ରାଶି
Read More...

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଦ୍ୱାରା ପ୍ରାକୃତିକ ରଙ୍ଗ ତାଲିମ ଶିବିର ଉଦ୍‌ଘାଟିତ

ଆଗାମୀ ଦିନରେ ଜିଲ୍ଲାର କୌଣସି ତନ୍ତ କଂକ୍ରିଟ କରଣ ବିନା ରହିବ ନାହିଁ - ଜିଲ୍ଲପାଳ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଦ୍ୱାରା ଓର୍‌ମାସ୍‌ ତାଲିମ କେନ୍ଦ୍ର, ସୋନପୁରଠାରେ ଏକ ପ୍ରାକୃତିକ ରଙ୍ଗ ତାଲିମ ଶିବିର
Read More...

ଶିଶୁ ଶ୍ରମ ନିରାକରଣ ନିମନ୍ତେ ଜିଲ୍ଲା ଶ୍ରମ ବିଭଗ ତରଫରୁ ସଚେତନତା ଶୋଭାଯାତ୍ରା

ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୋଭାଯାତ୍ରାର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟ ତଥା ଜିଲ୍ଲା ଗୁଡିକରେ ଶିଶୁ ଶ୍ରମିକ ଓ ଶିଶୁ ନିର୍ଯ୍ୟାତନାକୁ ପ୍ରତିହତ କରି ଶିଶୁ ଶ୍ରମ ମୁକ୍ତ ଓଡିଶା ଗଠନ ନିମନ୍ତେ ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ
Read More...

ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଆୟୋଜିତ ହେବାକୁ ଯାଉଛି ୩୦ତମ ଜାତୀୟ ଜୁନିଅର(ୟୁ-୨୦) ଅସିଚାଲଣା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଆୟୋଜିତ ହେବାକୁ ଯାଉଛି ୩୦ତମ ଜାତୀୟ ଜୁନିଅର(ୟୁ-୨୦) ଅସିଚାଲଣା ପ୍ରତିଯୋଗିତା । ଏଥିରେ ୨୭ଟି ରାଜ୍ୟରୁ ଯୋଗଦେବେ ୮୦୦ ଖେଳାଳି । ଏନେଇ ବଲାଙ୍ଗିର ଜେଏସ୍‌ଏମ୍‌ କଲେଜରେ ୧
Read More...