pakka

ବଲାଙ୍ଗିର ସହର ଦୁର୍ଗା ମନ୍ଦିର ସମ୍ମୁଖ ଭେଣ୍ଡିଙ୍ଗ ଜୋନର ଶୁଭ ଉଦଘାଟନ କଲେ ପୌରାଧ୍ୟକ୍ଷା ଲିକା ସାହୁ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଦୁର୍ଗା ମନ୍ଦିର ସମ୍ମୁଖ ଭେଣ୍ଡିଙ୍ଗ ଜୋନ ଉଦ୍‌ଘାଟିତ ହୋଇଯାଇଛି । ଏହି ଉନଦ୍‌ଘାଟନୀ ସମାରେହାରେ ବଲାଙ୍ଗିର ପୌରପରିଷଦ ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିପିନ ଦୀପ ଓ ବଲାଙ୍ଗିର ପୌରପରିଷଦର ସମସ୍ତ ୱାର୍ଡର କାଉନସିଲରମାନେ ଉପସ୍ଥିତ ଥିଲେ । ତେବେ ଏହି ଭେଣ୍ଡିଙ୍ଗ ଜୋନରେ ୩୪ ଜଣ କ୍ଷୁଦ୍ର ବ୍ୟବସାୟୀ ଉପକୃତ ହେବେ ବୋଲି ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

5 × 1 =

error: Content is protected !!