Monthly Archives

June 2022

୫ ଦଫା ଦାବୀରେ ଜିଲ୍ଲା କୃଷକ ମହାସଂଘର ଧାରଣା : ଜିଲ୍ଲା ପ୍ରଶାସନକୁ ୭ ଦିନର ମହଲତ

-ଚାଷୀ ମାତିଲେ ସୁନା ଫଳିବ, ଚାଷୀ ତାତିଲେ ନିଆଁ ଜଳିବ - ମହାସଂଘବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ୫ ଦଫା ଦାବୀରେ ଜିଲ୍ଲା କୃଷକ ମହାସଂଘର ନେତୃତ୍ୱରେ ଜିଲ୍ଲା ସମସ୍ତ ଚାଷୀ ସଂଗଠନ ଏକ ହୋଇ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ୨୦୨୧ ବର୍ଷର ଖରିଫ ଚାଷ
Read More...

କବିତା : ଯୁଦ୍ଧସ୍ରାବା

ଏଲି ମହାନ୍ତି ଯେତେବେଳେ ଏକୁଟିଆ ସ୍ତ୍ରୀ ଲୋକକୈାଣସି ଉଚ୍ଚ ପର୍ବତର ପାଦଦେଶରେ ଛିଡାହୁଏଲୋକେ ତାକୁ ଅନ୍ୟ ଅନେକ ପାହାଡର କାହାଣୀ ଶୁଣାନ୍ତି ଏକୁଟିଆ ସ୍ତ୍ରୀ ଲୋକପର୍ବତ ଚଢିବାକୁ ଆରମ୍ଭ କରେଲୋକେ ତାକୁ କହନ୍ତି ପାହାଡିଆ ରାସ୍ତାକଥାଜ୍ୟୋତ୍ସ୍ନା ସରୋବର ଓ ପଦ୍ମଫୁଲର ରାତି କଥା
Read More...

ରୁଦ୍ର ପ୍ରସନ୍ନ ଛୁରିଆଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତେଲିଗୋଟପଡାର ଜିଲ୍ଳା ଶିଳ୍ପ କେନ୍ଦ୍ରର ଅବସରପାପ୍ତ କର୍ମଚାରୀ ରୁଦ୍ର ପ୍ରସନ୍ନ ଛୁରିଆ(୭୫ ବର୍ଷ) ପରଲୋକ ହୋଇଛି । କୁଟେନପାଲିର ମୂଳବାସିନ୍ଦା ଶ୍ରୀ ଛୁରିଆ ବହୁ ବର୍ଷ ହେଲା ବଲାଙ୍ଗିର ସହରରେ ରହୁଥିଲେ । ସୋମବାର ଗୁରୁତର ଭାବରେ ବଲାଙ୍ଗିର
Read More...

ପୁଣି ଡରାଉଛି କରୋନା : ଗୋଟିଏ ଦିନରେ ୫୨୩୩ଟି ନୂଆ ମାମଲା, ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୮ ହଜାର ପାର୍‌

ନୂଆଦିଲ୍ଲୀ : ବଢ଼ୁଥିବା କରୋନା ମାମଲା ପୁଣିଥରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨୩୩ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଅନେକ ରୋଗୀ ଅନେକ ମାସ ପରେ ରେକର୍ଡ କରାଯାଇଛି । ଏହା ସହିତ
Read More...

ଠାକୁରାଣୀ ଘର ବହୁଡ଼ିଲେ : ମା’ ରାମାୟାଣାମ୍ମା ଶାଶୁ ଘରେ ପହଞ୍ଚିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ଵର୍ଣ୍ଣାଢ୍ୟ ସାମାରୋହରେ ଓ ଉତ୍ସବମୁଖର ଭାବେ ପାଳିତ ହୋଇ ଏକ ମାସ ବ୍ୟାପି ସମାହିତ ହୋଇ ଆସିଥିବା ଠାକୁରାଣୀ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଉଦ୍‌ଯାପିତ ହୋଇଯାଇଛି । ମଙ୍ଗଳବାର ମଧ୍ୟରାତ୍ରିରେ ଦେବୀଙ୍କ
Read More...

ମନ୍ଥର ହେଉଛି ମୌସୁମୀ, ଅପେକ୍ଷା କରିବାକୁ ପଡିବ

ନୂଆଦିଲ୍ଲୀ : ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାରା ଦେଶରେ ମୌସୁମୀକୁ ଅପେକ୍ଷା କରିଛନ୍ତି ଜନସାଧାରଣ । କିନ୍ତୁ ଏବେ ମନ୍ଥର ହେଉଛି ମୌସୁମୀ । ଦେଶର କେନ୍ଦ୍ରୀୟ, ଉତ୍ତର ଏବଂ ପଶ୍ଚିମ ରାଜ୍ୟରେ ମୌସୁମୀ ବିଳମ୍ବ ହୋଇପାରେ । କୁହାଯାଉଛି ଆଗାମୀ ୪-୫ ଦିନ ପାଇଁ ମୌସୁମୀ ମନ୍ଥର ଗତିରେ ଗତି କରିବ
Read More...

ଜେଲରେ ମୁଖତାର ଅନସାରୀଙ୍କ ଯତ୍ନ ନେଉଥିବା ଡେପୁଟି ଜେଲରଙ୍କ ସମେତ ୫ ଜଣ ଜେଲ କର୍ମଚାରୀ ନିଲମ୍ବିତ, ଯୋଗୀ ସରକାର…

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥ ସରକାର ୟୁପିରେ ବଡ ପଦକ୍ଷେପ ନେଇଛନ୍ତି । ଯୋଗୀ ସରକାର ଜେଲରେ ଥିବା ମାଫିଆ ମୁଖତାର ଅନସାରୀଙ୍କ ଯତ୍ନ ନେଉଥିବା ଡେପୁଟି ଜେଲରଙ୍କ ସମେତ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବାଂଚଳର ଡନ୍ କୁହାଯାଉଥିବା ମୁଖତାର୍
Read More...

ହାଇଦ୍ରାବାଦ ଗ୍ୟାଙ୍ଗ ରେଫ୍‌ ମାମଲାରେ ଗିରଫ ହେଲେ ୫ ଜଣ ନାବାଳକଙ୍କ ସମେତ ୬ ଜଣ, ଜଣେ ଅଭିଯୁକ୍ତ ବିଧାୟକଙ୍କ ପୁଅ

ହାଇଦ୍ରାବାଦ : ଗତ ମାସରେ ତେଲେଙ୍ଗାନାର ହାଇଦ୍ରାବାଦରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ପୋଲିସ ୬ ଜଣ ଅଭିଯୁକ୍ତକୁ ଗିରଫ କରିଛି । ହାଇଦ୍ରାବାଦ ପୋଲିସ କମିଶନର ସି.ଭି ଆନନ୍ଦ ମଙ୍ଗଳବାର ରାତିରେ ଗଣମାଧ୍ୟମକୁ କହିଛନ୍ତି - ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
Read More...

ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ନୂତନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାଜେନ୍ଦ୍ର ଢୋଲକିଆଙ୍କୁ ନେଇ ବିଭାଗୀୟ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭାଗ ତରଫରୁ ସର୍ବପ୍ରଥମେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର
Read More...

ଉଇହୁଙ୍କା ପରି ଝାପୁଡି କୁଡିଆରେ ଜୀବନ କାଟୁଛନ୍ତି ଦୁଃଖ ଦେଇ

-ଦୁଃଖ ଦେଇଙ୍କ ଭାଗ୍ୟ ଦୀପତଳ ଅନ୍ଧାର ପରିପାଟଣାଗଡ଼, (ଗୋରେଖନାଥ ବରିହା) : ଝାପୁଡି କୁଡିଆରେ ଜୀବନ ଅତିବାହିତ କରୁଛନ୍ତି ୭୦ ବର୍ଷିଆ ବୃଦ୍ଧା । ପଶୁ ପକ୍ଷୀଙ୍କ ଘର ପରି ଦିଶୁଥିବା ୩ ଫୁଟିଆ ଝାପୁଡିରେ ଦୀର୍ଘ ୮ବର୍ଷଧରି ମୁଣ୍ଡଗୁଞ୍ଜୁଛନ୍ତି ଆଦିବାସୀ ମହିଳା ଦୁଃଖ ଦେଇ ବିଶି । ଏହାରି
Read More...