Monthly Archives

June 2022

କାଞ୍ଜିପାଣି ଘାଟିରେ ଜଳିଗଲା ବସ୍ : ଅଳ୍ପକେ ବର୍ତ୍ତିଲେ ୨୫ ଜଣ ଯାତ୍ରୀ

ତେଲକୋଇ : କାଞ୍ଜିପାଣି ଘାଟିରେ ଯାତ୍ରୀବାହୀ ବସ ଜଳି ଯାଇଥିବା ଖବର ମିଳିଛି । ଅଳ୍ପକେ ବର୍ତ୍ତିଲେ ୨୫ ଜଣ ଯାତ୍ରୀ । ଶୁକବ୍ରାର ବିଳମ୍ବିତ ରାତିରେ ରାଉରକେଲାରୁ କେନ୍ଦୁଝରକୁ ପାଢୀ ଏଣ୍ଡ ପାଢୀ ନାମକ ବସଟି ଯାତ୍ରାମାନଙ୍କୁ ନେଇ ଯାଉଥିଲା । କାଞ୍ଜିପାଣି ଘାଟିର ତାରିଣୀ ମନ୍ଦିର ନିକଟରେ
Read More...

ବେଆଇନ ଲୋନ୍ ଆପ୍ ମାମଲାରେ ୨ ଜଣ ଠକଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବେଆଇନ ଲୋନ୍ ଆପ୍ ମାମଲାରେ ୨ ଜଣ ଠକଙ୍କୁ ଗିରଫ କରିଛି ଇଓଡବ୍ଲୁ । ଗିରଫ ୨ ଜଣ ରକ୍ସିଥ୍ ଓ ସୁଶାନ୍ତ ବୋଲି ଜଣାପଡିଛି । କର୍ଣ୍ଣାଟକ ଉଦୁପି ଜିଲ୍ଲାରେ ଉଭୟଙ୍କ ଘର। ଉଭୟଙ୍କ ନାମରେ ୩ ଟି ବେଆଇନ କମ୍ପାନୀ ଥିଲା । ୩ ବେଆଇନ୍ ସେଲ କମ୍ପାନୀର ଉଭୟ ଡାଇରେକ୍ଟର
Read More...

ପାଟଣାଗଡ଼ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଆଦିବାସୀ କଲ୍ୟାଣ ସଂଘ ସହ ବିଭିନ୍ନ ସଂଗଠନ ପକ୍ଷରୁ ଭବ୍ୟ ସ୍ଵାଗତ ଓ…

ଆଦିବାସୀ, ଦଳିତ, ପଛୁଆ ତଥା ଜନସାଧାରଣ ସହ ସମଗ୍ର ଅଞ୍ଚଳର ଅଭାବ ଅନାଟନ କଥା ରାଜ୍ୟ ସଭାରେ ଉଠାଇବି ରାଜ୍ୟସଭା ସାଂସଦ : ଶ୍ରୀ ବିଶି ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ରେ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ହେତୁ ଆଜି ପାଟଣାଗଡ଼ ଆଦିବାସୀ ସଂଘ
Read More...

ଡ୍ରେନ୍ ପାଣି ନିଷ୍କାସନରେ ବାଧା : ପ୍ରଶାସନିକ ଅଧିକାରୀଙ୍କୁ ସରପଞ୍ଚଙ୍କ ନିବେଦନ, ଡ୍ରେନ୍‌ରେ ପଡିଥିବା ମାଟି ଉଠାଇବା…

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ଗ୍ରାମ ପଞ୍ଚାୟତ ଧିଙ୍ଗିଆମୁଣ୍ତା ଗ୍ରାମର ଡ୍ରେନ୍‌ରେ ଉକ୍ତ ଗ୍ରାମର ଜୈନିକ ବ୍ୟକ୍ତି ନିଜ ଘର ସମ୍ମୁଖ ଦେଇ ଯାଇଥିବା ଡ୍ରେନ୍‌ରେ ବାଲି ମାଟି ପକାଇ ଦେଇଥିଲେ । ଫଳରେ ଗ୍ରାମର ବିଭିନ୍ନ ସାହିପଡିସାରୁ
Read More...

ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟ୍ରୁନେଟ୍ ମେସିନ୍‌ର ଶୁଭାରମ୍ଭ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମନ୍ୱିତ ପରୀକ୍ଷାଗାରରେ ଟ୍ରୁନେଟ୍ ମେସିନ୍‌ର ଶୁଭାରମ୍ଭ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମନ୍ୱିତ ପରୀକ୍ଷାଗାରରେ ଟିବି ଟେଷ୍ଟ କରିବାର
Read More...

ମନ୍ତ୍ରୀ ହେବା ପରେ ନିଜ ଜିଲ୍ଲାକୁ ପ୍ରଥମ ଥର ପାଇଁ ଗସ୍ତ କଲେ ରାଜେନ୍ଦ୍ର ଢୋଲକିଆ

ନୂଆପଡା, (ନିରାକାର ମେହେର) : ଅନେକ ବର୍ଷ ପରେ ନୂଆପଡା ଜିଲ୍ଲାକୁ ମନ୍ତ୍ରୀପଦ ମିଳିଥିବାରୁ ନୂଆପଡା ଜିଲ୍ଲାରେ ଚାରିଆଡେ ଖୁସିର ଲହରୀ ଖେଳି ଯାଇଛି । ତିନି ଥର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ମିଳିଛି ଯୋଜନା ଓ ସଂଯୋଜନା ବିଭାଗ ସହ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ପଦ । ମନ୍ତ୍ରୀ ହେବା ପରେ
Read More...

ଫାଇନାନ୍ସ କମ୍ପାନୀର ଟଙ୍କା ହେରଫେର ଅଭିଯୋଗ

ଲାଠୋର, (କେପିଏନ୍‌ଏସ୍‌) : ଖୋପ୍ରାଖୋଲ ବ୍ଲକ ଲାଠୋର ଗ୍ରାମରେ ଥିବା ଭାରତ ଫାଇନାନ୍ସ ନାମକ ଏକ କମ୍ପାନୀ ଅଞ୍ଚଳର ଏସ୍‌ଏଚ୍‌ଜି ଗୁଡିକୁ ଋଣ ଦେଇ ସୁଧ ସହ ଅସୁଲ କରୁଛି । ଇତିମଧ୍ୟରେ କମ୍ପାନୀର ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଏନେଇ କମ୍ପାନିର ଲାଠୋର ବ୍ରାଞ୍ଚ ମ୍ୟାନେଜର ଯଶୋବନ୍ତ
Read More...

ଅନ୍‌ଲାଇନରେ ହୋଲ୍ଡିଙ୍ଗ୍ ଟ୍ୟାକ୍ସ୍ ପୈଠ କରିବା ଏବେ ପୁରା ସହଜ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅନ୍‌ଲାଇନରେ ହୋଲ୍ଡିଙ୍ଗ୍ ଟ୍ୟାକ୍ସ୍ ପୈଠ କରିବା ଏବେ ପୁରା ସହଜ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଥିପାଇଁ ଏକ ସରଳ ଆପ୍ଲିକେସନ ପ୍ରସ୍ତୁତ କରାଯାଇଛି । ଅନ୍‌ଲାଇନରେ ଟ୍ୟାକ୍ସ ପୈଠ କରିବା ପାଇଁ http://bhubaneswar.meର ପୋର୍ଟାଲକୁ ଯାଇ ସିଟିଜେନ୍
Read More...

ଚୀନ୍‌କୁ ଅଟକାଇବାର କ୍ଷମତା କେବଳ ଭାରତ ପାଖରେ ଅଛି : ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ କହିଲେ – ଯଦି ଭାରତର…

ସିଙ୍ଗାପୁର : ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲାୟଡ ଆଷ୍ଟିନ କହିଛନ୍ତି ଯେ, ଯଦି ଏସିଆର କୌଣସି ଦେଶର ଚୀନ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାର କ୍ଷମତା ଥାଏ, ତେବେ ତାହା ଭାରତ ହିଁ ଏକମାତ୍ର ଦେଶ । ଚୀନ୍‌କୁ ଅଟକାଇ ପାରିବ କେବଳ ଭାରତ । ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି
Read More...

ଶିକ୍ଷକ ଗୌରବ ସାହିତ୍ୟ ସୌରଭ ଶ୍ରୀମାନ ଲଲିତ ମୋହନ ସାହୁ

ରଘୁନାଥ ମିଶ୍ର ନା ଥିଲା ତାଙ୍କର କୋଉ କବି ବା ଲେଖକ ହେବାର ଆଶା ଅବା ନା ଥିଲା ବି କେବେ କୋଉ ସାହିତ୍ୟିକ ଭାବେ ନାଁ କରିବାର ନିଶା । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ(ଖ) ଗ୍ରାମର ଗଉନ୍ତିଆ ଶ୍ରୀ ବାଳମୁକୁନ୍ଦ ସାହୁ ଏବଂ ଗଉନ୍ତିଆଣୀ ଶ୍ରୀମତୀ ଛାୟା ଦେବୀଙ୍କ ଷଡପୁତ୍ରଙ୍କ ମଧ୍ୟରେ
Read More...