pakka

ଅନ୍‌ଲାଇନରେ ହୋଲ୍ଡିଙ୍ଗ୍ ଟ୍ୟାକ୍ସ୍ ପୈଠ କରିବା ଏବେ ପୁରା ସହଜ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅନ୍‌ଲାଇନରେ ହୋଲ୍ଡିଙ୍ଗ୍ ଟ୍ୟାକ୍ସ୍ ପୈଠ କରିବା ଏବେ ପୁରା ସହଜ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଥିପାଇଁ ଏକ ସରଳ ଆପ୍ଲିକେସନ ପ୍ରସ୍ତୁତ କରାଯାଇଛି । ଅନ୍‌ଲାଇନରେ ଟ୍ୟାକ୍ସ ପୈଠ କରିବା ପାଇଁ http://bhubaneswar.meର ପୋର୍ଟାଲକୁ ଯାଇ ସିଟିଜେନ୍ ସର୍ଭିସ କ୍ଲିକ୍ କରନ୍ତୁ । ଘରେ ବସି ହୋଲ୍‌ଡିଂ ଟ୍ୟାକ୍ସ ପୈଠ କରନ୍ତୁ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

jay balangir
Leave A Reply

Your email address will not be published.

eight − 6 =