ଫାଇନାନ୍ସ କମ୍ପାନୀର ଟଙ୍କା ହେରଫେର ଅଭିଯୋଗ

ଲାଠୋର, (କେପିଏନ୍‌ଏସ୍‌) : ଖୋପ୍ରାଖୋଲ ବ୍ଲକ ଲାଠୋର ଗ୍ରାମରେ ଥିବା ଭାରତ ଫାଇନାନ୍ସ ନାମକ ଏକ କମ୍ପାନୀ ଅଞ୍ଚଳର ଏସ୍‌ଏଚ୍‌ଜି ଗୁଡିକୁ ଋଣ ଦେଇ ସୁଧ ସହ ଅସୁଲ କରୁଛି । ଇତିମଧ୍ୟରେ କମ୍ପାନୀର ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଏନେଇ କମ୍ପାନିର ଲାଠୋର ବ୍ରାଞ୍ଚ ମ୍ୟାନେଜର ଯଶୋବନ୍ତ କୁମ୍ଭାର ଓ ସଂଘ ମ୍ୟାନେଜର ମାନସରଞ୍ଜନ ସୁନାଙ୍କ ନାମରେ କମ୍ପାନୀର ଯୁନିଟ ମ୍ୟାନେଜର ଧର୍ମେନ୍ଦ୍ର ବେହେରା ଲାଠୋର ଥାନାରେ ଅଭିଯୋଗ କରିଛନ୍ତି । ୮ ଲକ୍ଷ ୫୦ ହଜାର ୪୬୭ ଟଙ୍କା ହେରଫେର ହୋଇଥିବା ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

five × 5 =