Monthly Archives

June 2022

ନବଜାତ ଶିଶୁର ଶବକୁ ଝୁଣି ଖାଇଲା କୁକୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଲପଡାର ଏକ ବାଲିଗଦାରୁ ନବଜାତ ଶିଶୁର ଶବକୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ନିର୍ମାଣାଧୀନ ବାଲିଗଦାରେ ଏକ ନବଜାତ ଶିଶୁର ମୃତ ଦେହ ପଡିଥିବା ବେଳେ ସେହି ମୃତଦେହକୁ କୁକୁର ଝୁଣି ଖାଉଥିବା ଲୋକେ ଦେଖିଥିଲେ । ଖବର ପାଇ ପୋଲିସ ପହଞ୍ଚିଥିଲା ।
Read More...

ଅଜଣା ଗାଡ଼ି ଧକ୍କାରେ ସାଇକେଲ୍ ଆରୋହୀ ମୃତ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥ ବନ୍ଦାଳ ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସୂଚନାନୁଯାୟୀ, ବନ୍ଦାଳ ଗ୍ରାମର ବିଜୟ କୁମାର ମହାନ୍ତି ସାଇକେଲ୍ ଯୋଗେ
Read More...

ରାଜ୍ୟ ପ୍ରାଣୀସେବା ହେଲ୍ପ ଲାଇନ ନମ୍ବର “୧୯୬୨” ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟ ପ୍ରାଣୀସେବା ହେଲ୍ପ ଲାଇନ ନମ୍ବର "୧୯୬୨" ଯୋଜନାର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୁଲା ଓ ପରିତ୍ୟକ୍ତ ପ୍ରାଣୀମାନଙ୍କ ଆବଶ୍ୟକତା ପ୍ରତି ପ୍ରତ୍ୟେକ
Read More...

ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ନୂତନ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କଲେ ରାଜେନ୍ଦ୍ର ଢୋଲକିଆ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ନୂତନ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜେନ୍ଦ୍ର ଢୋଲକିଆ ବିଭାଗର ଅଧିକାରୀମାନଙ୍କ ସହ ବୈଠକ କରି ବିଭାଗର କାର୍ଯ୍ୟ ସମ୍ବନ୍ଧୀତ ଆଲୋଚନା କରିଛନ୍ତି । ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା ଶ୍ରୀ
Read More...

ଚୋରି ଲାପ୍‌ଟପ୍‌ ଉଦ୍ଧାର କରି ଛାତ୍ରଙ୍କୁ ଫେରାଇଲା ବଲାଙ୍ଗିର ଟାଉନ୍‌ ପୋଲିସ : ସୂଚନା ଦେଲେ ଏସ୍‌ପି ନିତିନ କୁଶଲକର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ଥାନା ପୋଲିସ ଜଣେ ଛାତ୍ରଙ୍କ ଚୋରି ହୋଇଥିବା ଏକ ଲାପ୍‌ଟପ୍‌କୁ ଉଦ୍ଧାର କରିଥିବା ବେଳେ ସଂପୃକ୍ତ ଲାପ୍‌ଟପ୍‌ଟିକୁ ଲାପଟପ୍‌ର ମାଲିକ ତଥା ଛାତ୍ର ଦିପକ ପଟେଲଙ୍କୁ ହସ୍ତାନ୍ତର କରିଥିବା ନେଇ ବଲାଙ୍ଗିର ଏସ୍‌ପି ନିତିନ କୁଶଲକର ସୂଚନା
Read More...

ସତର୍କ ରୁହନ୍ତୁ, ଅଂଶୁଘାତକୁ ପ୍ରତିରୋଧ କରନ୍ତୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ । ଟାଣ ଖରାରେ ଘରୁ ବାହାରନ୍ତୁ ନାହିଁ । ବାହାରକୁ ଯାଉଥିଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ । ଛତା, କଳା ଚଷମା ଓ ଚପଲ ବ୍ୟବହାର କରନ୍ତୁ । ପ୍ରଚୁର ପରିମାଣରେ ପାଣି ଓ ତୋରାଣି ପିଅନ୍ତୁ ।
Read More...

କୋଶଳ କଳାମଣ୍ଡଳ ପଡିଆରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ : ୫ ଜୁଆଡି ଥାନାରେ ଅଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ କୋଶଳ କଳାମଣ୍ଡଳ ପଡିଆରେ ଚାଲିଥିବା ବେଆଇନ୍‌ ଜୁଆ ଆଡ୍ଡା ଉପରେ ଚଢାଉ କରି ୫ଜଣ ଯୁଆଡିକୁ ଥାନାରେ ଅଟକ ରଖିଛି ଟାଉନ ପୋଲିସ ବୋଲି ଖବର ମିଳିଛି । ସୂଚନା ଅନୁସାରେ କିଛି ଦିନ ହେବ ପଡିଆରେ ମୀନାବଜାର ଚାଲୁଥିବାରୁ ପ୍ରବଳ ଜନ ଗହଳି
Read More...

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରମୁଖ ଶାସନ ସଚିବ, ନିର୍ଦ୍ଦେଶକ ତଥା ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ
Read More...

ଲୋକ ସଂପର୍କ ବିଭାଗ ସରକାର ଓ ଲୋକଙ୍କ ମଧ୍ୟରେ ଏକ ସଂଯୋଗର ସେତୁ ଭାବରେ ଭୂମିକା ନିର୍ବାହ କରିଥାଏ : ମନ୍ତ୍ରୀ ପ୍ରଦୀପ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଭାଗର ଦାୟିତ୍ୱ ଗ୍ରହଣ କରିବା ପରେ ଲୋକ ସଂପର୍କ ବିଭାଗ ଆସି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଲୋକ ସଂପର୍କ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଏବଂ ଏହା ସରକାର ଓ ଲୋକଙ୍କ ମଧ୍ୟରେ ଏକ
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତକାଲି କୋରାପୁଟ ଜିଲ୍ଲାର ୯୫ଟି ହାଇସ୍କୁଲ, ଗଜପତିର ୩୧ଟି, ସମ୍ବଲପୁରର ୪୦ଟି, ବଲାଙ୍ଗିରର ୧୦୦ଟି ଓ ଯାଜପୁରର ୧୫୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ଏହା ସହିତ ଦ୍ଵିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ଶେଷ
Read More...