Daily Archives

ପଟ୍ଟନାୟକ ପରିବାର ପକ୍ଷରୁ ଅଷ୍ଟ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ନିବାସୀ ବିଜୟାନନ୍ଦ ପଟ୍ଟନାୟକ (ଲିଟୁ)ଙ୍କ ନିଜସ୍ୱ ଉଦ୍ୟମରେ ତାଙ୍କ ବାସଭବନଠାରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ନାମଯଜ୍ଞରେ କର୍ତ୍ତା ଭାବରେ ବିଜୟାନନ୍ଦ ପଟ୍ଟନାୟକ ତାଙ୍କ ଧର୍ମପତ୍ନୀ
Read More...

ରେଲେୱ ଷ୍ଟେସନ ସମ୍ମୁଖରେ ୪ ଫୁଟ ଲମ୍ବର ଗୋଖରା ନାଗ ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରେଲୱେ ଷ୍ଟେସନ ସମ୍ମୁଖରେ ଏକ ୪ ଫୁୁଟ ଲମ୍ବର ଗୋଖରା ନାଗ ସାପ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ସାପଟି ରେଲେୱ ଷ୍ଟେସନ ସମ୍ମୁଖ ରାସ୍ତା ପାର ହେଉଥିବା ସମୟରେ ବାଟରେ ଯାଉଥିବା ରେଳ ଯାତ୍ରୀମାନେ ଦେଖିବାକୁ ପାଇ ସଙ୍ଗେ ସଙ୍ଗେ
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହାଇକୋର୍ଟ ବାର୍‌ ଆସୋସିଏସନ ନିଷ୍ପତ୍ତିକୁ ନେଇ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ହାଇକୋର୍ଟ ବାର୍‌ ଆସୋସିଏସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ କରାଯାଇଛି । ଏହି ପ୍ରତିବାଦ ସଭାରେ ଆକ୍ସନ
Read More...

ଦୁର୍ଘଟଣା ନୁହେଁ ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ର : ପ୍ରେସ୍‌ ମିଟ୍‌ରେ ସ୍ପଷ୍ଟ କଲେ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ଘଟଣା ନୁହେଁ ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ର ବୋଲି ପ୍ରେସ୍‌ ମିଟ୍‌ରେ ସ୍ପଷ୍ଟ କରିଛନ୍ତି ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର । ଚିତ୍ତରଞ୍ଜନ ମହାନ୍ତିଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ସେ ହତ୍ୟା ଉଦ୍ୟମ କରି ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା
Read More...

ପର୍ଲିମାଲ ପଞ୍ଚାୟତରେ ଜଳ ସଂକଟ : ଖୋଳା ହେଲା ଅସ୍ଥାୟୀ ଚହଲା

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ୍‌ ପର୍ଲିମାଲ ପଞ୍ଚାୟତରେ ଏବେ ଜଳ ସଂକଟ ଉତ୍କଟ ହୋଇଛି । ଗାଧୋଇବା ତ' ଦୂରର କଥା ପିଇବା ପାଣି ମୁନ୍ଦାଏ ପାଇଁ ପଞ୍ଚାୟତ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସରପଞ୍ଚ ପୁଷ୍ପାଞ୍ଜଳି ପାଢୀ ଅଞ୍ଚଳର ଲାହାନ୍ତ ନଦୀରେ ନିଜେ ଉପସ୍ଥିତ ରହି ଏକ ଅସ୍ଥାୟୀ ଚହଲା
Read More...

ବଜ୍ରାଘାତରେ ନାବାଳିକା ମୃତ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଣଷଡିହା ପଞ୍ଚାୟତ ହରଡଭୋଳ ଗ୍ରାମର ଜଣେ ନାବାଳିକାର ମୃତ୍ୟୁ ଘଟିଛି । ମୃତକ ଜଣକ ଚମନ ଦିଗିଙ୍କ ଝିଅ ପାଲ ଦିଗି(୧୨) ବୋଲି ଜଣାପଡିଛି । ପାଲ ଘରେ ବସି ଖାଉଥିବା ସମୟରେ ବଜ୍ରାଘାତ ହୋଇଥିଲା । ବଜ୍ରାଘାତରେ ନାବାଳିକା ଗୁରୁତର ହେବାରୁ ତାଙ୍କୁ
Read More...

ଓଡ୍ରାଫ୍‌ କୋଠା ଛାତରୁ ପଡି ଶ୍ରମିକଙ୍କ ମୃତ୍ୟୁ

ଛତ୍ରପୁର, (ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଥାନା ଅଷ୍ଟମ ବାଟାଲିଅନ୍‌ ପରିସରରେ ନବନିର୍ମିତ ଓଡ୍ରାଫ୍‌ ଘରର ଛାତରୁ ପଡି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଯାଜପୁର ଜିଲ୍ଲା ଖଡିଅଙ୍ଗ ଗ୍ରାମର ଅମୂଲ୍ୟ ବରାଳ । ଗତକାଲି ରାତିରେ ଅମୂଲ୍ୟଙ୍କ ସମେତ ୬ ଜଣ ଶ୍ରମିକ ଘରର
Read More...

ସର୍ବ ଭାରତୀୟ ସ୍ତରରରେ ଡେଲାଙ୍ଗ ସ୍ପୋର୍ଟ ଆକାଡେମୀର କ୍ରୀଡାବିତ ମାନେ ଚମ୍ପିୟାନ ହେଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌କୁ ୮ ପଦକ । ୨୪ତମ ସର୍ବ ଭାରତୀୟ ସ୍ତରରେ ୱାଡ଼ାଖାଇ କାରାଟି ଚାମ୍ପିଅନସିପ୍‌ରେ ଡେଲାଙ୍ଗର ମହତାବ ସ୍ପୋର୍ଟସ ଏକାଡେମୀରୁ ୮ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । ସର୍ବକନିଷ୍ଟ ବିଭାଗରେ ସାଇ ସତ୍ୟବ୍ରତ ଦାସ ରୌପ୍ୟପଦକ,
Read More...

ମଦ୍ୟପ ଚାଳକଙ୍କଠାରୁ ଜୋରିମାନା ଆଦାୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବ୍ୟାପକ ସଚେତନତା ସତ୍ତ୍ବେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ବଢିବାରେ ଲାଗିଛି । ଓଡିଶା ପୋଲି ପକ୍ଷରୁ ମଦ୍ୟପାନ କରି ଗାଡି ଚାଳନା କରୁଥିବା ଚାଳକଙ୍କ ବିରୋଧରେ ସ୍ୱତନ୍ତ୍ର ଧରପଗଡ ଅଭିଯାନ ଜାରି ରହିଛି । ଗତ ଶନିବାର ରାତିରେ ଭୁବନେଶ୍ୱରରେ ୧୨୬ ମଦ୍ୟପ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...