ମଦ୍ୟପ ଚାଳକଙ୍କଠାରୁ ଜୋରିମାନା ଆଦାୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବ୍ୟାପକ ସଚେତନତା ସତ୍ତ୍ବେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ବଢିବାରେ ଲାଗିଛି । ଓଡିଶା ପୋଲି ପକ୍ଷରୁ ମଦ୍ୟପାନ କରି ଗାଡି ଚାଳନା କରୁଥିବା ଚାଳକଙ୍କ ବିରୋଧରେ ସ୍ୱତନ୍ତ୍ର ଧରପଗଡ ଅଭିଯାନ ଜାରି ରହିଛି । ଗତ ଶନିବାର ରାତିରେ ଭୁବନେଶ୍ୱରରେ ୧୨୬ ମଦ୍ୟପ ଚାଳକଙ୍କ ଠାରୁ ୬୩ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

1 + 18 =