Daily Archives

ସିସିଟିଭି ଫୁଟେଜ ଖୋଲିଦେଲା ହତ୍ୟାକାଣ୍ଡ ପାଇଁ ହୋଇଥିବା ମାଷ୍ଟରପ୍ଲାନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ ଦୁର୍ଘଟଣା ଲୁଟ୍‌ ତରାଜ୍‌, ଡକାୟତି, ହିଂସା, ହତ୍ୟାକାଣ୍ଡ ଭଳି ଘଟଣା ବଢି ବଢି ଚାଲିଥିବା ବେଳେ ଗତ ୨୧ ତାରିଖର ଘଟଣା ସାରା ସହରକୁ ସ୍ତବ୍ଧ କରି ଦେଇଛି । ଏହି ଘଟଣା ଯେତେବେଳେ ଘଟିଥିଲା ଏହାର ନାଁ ଥିଲା ସିରିଜ୍‌ ଦୁର୍ଘଟଣା ।
Read More...

ୟୁପିରେ ସଡକ ଦୁର୍ଘଟଣାରେ ୮ ମୃତ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ସିର୍ଦ୍ଧାଥ ନଗର ଜିଲ୍ଲାର ଜାତୀୟ ରାଜପଥ ୩୮ରେ ଗତକାଲି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକକୁ ଗୋଟିଏ ଜିପ୍‌ ଧକ୍କା ଦେବାରୁ ସେଥିରେ ଥିବା ୧୧ ଜଣଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାଗ୍ରସ୍ତ ଜିପ୍‌ଟି ଏକ
Read More...

ଜାତୀୟ ବାଳକ ହକି : ପୌଲୁସଙ୍କ ୬ ଗୋଲରେ ଜିତିଲା ଓଡିଶା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତାମିଲନାଡୁରେ କୋଭିଲପାଟ୍ଟିରେ ଚାଲିଥିବା ଜାତୀୟ କନିଷ୍ଠ ପୁରୁଷ ହକିରେ ବିଜୟ ଜାରି ରହିଛି । ପ୍ରଥମ ମ୍ୟାଚରେ ରାଜସ୍ଥାନକୁ ହରାଇଥିବା ଓଡିଶା ରବିବାର ପୁଦୁଚେରୀକୁ ୯-୦ ଗୋଲ୍‌ରେ ମାତ୍‌ ଦେଇଛି । ଓଡିଶା ପକ୍ଷରୁ ପୌଲୁସୁ ଲାକ୍ରା (୧୮,୨୯, ୪୩, ୫୩, ୫୯
Read More...

ସତ୍ୟସାଇ ସେବା ସମିତି ତରଫରୁ ହରିଶଙ୍କର ଝରଣା କୂଳ ସଫେଇ କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପୂଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରର ଝରଣା କୂଳକୁ ସତ୍ୟସାଇ ସେବା ସମିତି ତରଫରୁ ରବିବାର ଦିନ ସଫେଇ କରାଯାଇଛି । ହରିଶଙ୍କରରେ କିଛି ଦିନ ତଳେ ବୈଶାଖ ମେଳା ଓ ହରିଶଙ୍କର ମହୋତ୍ସବ ଶେଷ ହୋଇଥିଲା
Read More...

କନ୍ଧମାଳରେ ଛତିଶଗଡ ହାର୍ଡକୋର୍‌ ମାଓବାଦୀର ଆତ୍ମସମର୍ପଣ

ଫୁଲବାଣୀ : ଛତିଶଗଡ ହାର୍ଡକୋର୍‌ ମାଓବାଦୀ ଅଶୋକ ପୁନେ (୨୯) କନ୍ଧମାଳ ଏସ୍‌.ପି.ବିନୀତ ଅଗ୍ରୱଲାଙ୍କ ନିକଟରେ ଆତ୍ମସମର୍ପଣ କରିଛି । ଆତ୍ମସମର୍ପଣ କରିବାପରେ ଏସ୍‌.ପି.ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି । ଅଶୋକର ନିଜ ଘର ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର ବସାଗୁଡା ଥାନା
Read More...

ରେଳ ଧାରଣାରୁ ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଆର୍‌ପି ଅଧିନସ୍ଥ ଟ୍ରେନ୍‌ ଲାଇନ୍‌ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଜିଆର୍‌ପି ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ହାତରେ ଶାନ୍ତନୁ ବୋଲି ନାମ ଉଲ୍ଲେଖ ଅଛି । ଶବକୁ ମର୍ଗରେ ଜିଆର୍‌ପି ପୋଲିସ ରଖିଥିବା
Read More...

ଢାଙ୍କୁଣୀ ବିହୀନ ଡ୍ରେନ ଭିତରେ ପଡିଥିବା ଗାଈର ଜୀବନ ରକ୍ଷା କଲା ଦମକଳବାହିନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜେଲ୍‌ର ପଛରେ ଥିବା ଡ୍ରେନ୍‌ ଭିତରେ ଗତକାଲି ସକାଳେ ଗୋଟିଏ ଗାଈ ପଡି ଯାଇଥିବା ବେଳେ ସେ ଆଉ ବାହାରି ପରିନଥିଲା । ଶେଷରେ ଦମକଳବାହିନୀର ସହାୟତାରେ ଗାଈକୁ ବାହାର କରାଯାଇ ତାର ଜୀବନ ରକ୍ଷା କରାଯାଇ ପାରିଛି ।
Read More...

“କାନ୍ସ ନେକ୍ସଟ” ଷ୍ଟାର୍ଟଅପ୍ ପିଚିଂ ସେସନ୍‌ରେ ଷ୍ଟାର୍ଟଅପ୍

ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡ. ଏଲ୍ ମୁରୁଗନଭାରତ ସବୁଠାରୁ ବଡ଼ ଏବଂ ଲାଭଜନକ ଚଳଚ୍ଚିତ୍ର ବଜାର ମଧ୍ୟରୁ ଅନ୍ୟତମ : ଡା. ମୁରୁଗନ ନୂଆଦିଲ୍ଲୀ, (ପିଆଇବି) : "କାନ୍ସ ନେକ୍ସଟ" ରେ ଷ୍ଟାର୍ଟଅପ୍ ପିଚିଂ ସେସନ୍ରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡ. ଏଲ୍
Read More...

ସମସ୍ତ ଅଧିକାରୀ ସୋନପୁରୀ, ସମ୍ବଲପୁରୀ ବସ୍ତ୍ର ପରିଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁରୀ/ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ରକୁ ପରିଚିତ କରାଇବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂଶନୀୟ ପଦକ୍ଷେପ ନିଆଯାଇଛି । ପ୍ରତ୍ୟେକ ସୋମବାର ଦିନ ଜିଲ୍ଲାର ବିଭିନ୍ନ ବ୍ଲକରେ ହେଉଥିବା ଜନ ଶୁଣାଣିରେ ସମସ୍ତ ଅଧିକାରୀ ସୋନପୁରୀ
Read More...