pakka

ଢାଙ୍କୁଣୀ ବିହୀନ ଡ୍ରେନ ଭିତରେ ପଡିଥିବା ଗାଈର ଜୀବନ ରକ୍ଷା କଲା ଦମକଳବାହିନୀ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜେଲ୍‌ର ପଛରେ ଥିବା ଡ୍ରେନ୍‌ ଭିତରେ ଗତକାଲି ସକାଳେ ଗୋଟିଏ ଗାଈ ପଡି ଯାଇଥିବା ବେଳେ ସେ ଆଉ ବାହାରି ପରିନଥିଲା । ଶେଷରେ ଦମକଳବାହିନୀର ସହାୟତାରେ ଗାଈକୁ ବାହାର କରାଯାଇ ତାର ଜୀବନ ରକ୍ଷା କରାଯାଇ ପାରିଛି ।

Leave A Reply

Your email address will not be published.

nine − five =