pakka

ରେଲେୱ ଷ୍ଟେସନ ସମ୍ମୁଖରେ ୪ ଫୁଟ ଲମ୍ବର ଗୋଖରା ନାଗ ସାପ ଉଦ୍ଧାର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରେଲୱେ ଷ୍ଟେସନ ସମ୍ମୁଖରେ ଏକ ୪ ଫୁୁଟ ଲମ୍ବର ଗୋଖରା ନାଗ ସାପ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ସାପଟି ରେଲେୱ ଷ୍ଟେସନ ସମ୍ମୁଖ ରାସ୍ତା ପାର ହେଉଥିବା ସମୟରେ ବାଟରେ ଯାଉଥିବା ରେଳ ଯାତ୍ରୀମାନେ ଦେଖିବାକୁ ପାଇ ସଙ୍ଗେ ସଙ୍ଗେ ସାପ ଧରାଳୀ ଦେବରାଜ ବାରିକଙ୍କୁ ଖବର ଦେଇଥିଲେ । ସାପ ଧରାଳୀ ଦେବରାଜ ଖବର ପାଇ ଘଟଣାସ୍ଥଳରେ ପହଂଚି ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଦେଇଥିବା ପ୍ରକାଶ କରିଛନ୍ତି ସାପ ଧରାଳୀ ଦେବରାଜ ।

Leave A Reply

Your email address will not be published.

5 + sixteen =