Daily Archives

ଇସ୍ପାତ କଳା ପରିଷଦର ୪୪ତମ ବାର୍ଷିକୋତ୍ସବ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଇସ୍ପାତ କଳା ପରିଷଦର ୪୪ତମ ବାର୍ଷିକୋତ୍ସବ ସଂପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନ ସେକ୍ଟର ୨୦ସ୍ଥିତ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର
Read More...

ବେନିୟମ ବାଲି ଚାଲାଣ : ୬ ଗୋଟି ଟ୍ରାକ୍ଟରରୁ ୫୮ ହଜାର ଟଙ୍କା ଜୋରିମାନା ଆଦାୟ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀରୁ ୬ ଗୋଟି ଟ୍ରାକ୍ଟରକୁ ବେନିୟମ ବାଲି ଚାଲାଣ କରୁଥିବା ସମୟରେ ସୋନପୁର ତହସିଲଦାର ନବୀନ କିଶୋର ପାଢ଼ୀଙ୍କ ତତ୍ୱାବଧାନରେ, ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର, ଆର୍‌ଆଇ ସୁଧୀର ପାଣ୍ଡିଆ, ଏଆର୍‌ଆଇ
Read More...

କନିଷ୍ଠ ଯନ୍ତ୍ରୀଙ୍କ ହତ୍ୟାକାରୀଙ୍କୁ ଗିରଫ କରିବାରେ ବିଳମ୍ବ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ପୋଲିସର ନିଷ୍କ୍ରିୟତା…

ଧାରଣା ସ୍ଥଳରେ ତିନି ଧାରାଣାକାରୀ ଅସୁସ୍ଥବିଜେଡିର ବେଣିବନ୍ଧନରେ ବନ୍ଧା ପାଟଣାଗଡ଼ ପୋଲିସ : କୋଶଳ ମୁକ୍ତି ମୋର୍ଚ୍ଚା ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ କନିଷ୍ଟ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ହତ୍ୟା ଘଟଣା ଦୀର୍ଘ ୧୭ ଦିନ ବିତିଯାଇଥିଲେ ବି ପୋଲିସର ହତ୍ୟାକାରୀକୁ
Read More...

ମଦନପୁର ଆଦର୍ଶ ମହିଳା ମହାସଂଘରେ ୫ ଦିନିଆଁ ତାଲିମ ଶିବିର ଉଦ୍‌ଯାପିତ

ମଦନପୁର, (ପି.କେ. ସାହୁ) : କଳାହାଣ୍ଡି ଜ଼ିଲ୍ଲା ମ.ରାମପୁର ବ୍ଲକ ମଦନପୁରର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ମିଶନଶକ୍ତି ବିଭାଗର ଓଡିଶା ଜୀବିକା ମିଶନ ତରଫରୁ ଆଦର୍ଶ ମହିଳା ମହାସଂଘ ସି.ଓ.ଇ.ର ମଇ ୧୮ ତାରିଖରୁ ଚାଲିଥିବା ୫ ଦିନିଆଁ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି
Read More...

ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ କୁଲତା ଯୁବ ସଂଗଠନର ସମୀକ୍ଷା ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ପୀଠ ସ୍ଥିତ ଶ୍ରୀ ରଣେଶ୍ୱର ରାମଚଣ୍ଡୀ କୁଲତା ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କର୍ମୁ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଏହି ସଭାରେ ବିଗତ ବୈଶାଖ ମେଳା ଉପଲେକ୍ଷ ଖୋଲା ଯାଇଥିବା ଅନ୍ନଛତ୍ରର ଆୟବ୍ୟୟ ବିଷୟରେ ଆଲୋଚନା ସହିତ
Read More...

ଚତୁର୍ଥ ଆନନ୍ଦ ଆଚାର୍ଯ୍ୟ ଫୁଟ୍‌ବଲ ପ୍ରିମୀୟର ଲିଗ୍ : ବୋଡାସମ୍ବର ଏଫ୍‌ସି ଚମ୍ପିୟାନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଚତୁର୍ଥ ଆନନ୍ଦ ଆଚାର୍ଯ୍ୟ ଫୁଟ୍‌ବଲ୍‌ ପ୍ରିମୀୟର ଲିଗ୍ ଫୁଟ୍‌ବଲ୍‌ ପଦ୍ମପୁରର ବୋଡାସମ୍ବର ଏଫ୍‌ସି ଓ ବରପାଲି ବାଇସନ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପଦ୍ମପୁର ଦଳ ବରପାଲି ଦଳକୁ ୨- ୦ ଗୋଲରେ ହରାଇ ଚାମ୍ପିଅନ ହୋଇଛନ୍ତି । ବର୍ଷାରେ ବାଧାପ୍ରାପ୍ତ
Read More...

ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୨୬୯ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ବିଭିନ୍ନ ୨୪୭ ଗୋଟି ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ
Read More...

ଟେମରିମାଲରେ ଚବିଶ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଟେମରିମାଲରେ ଚବିଶ ପ୍ରହରୀ ନାମଯଜ୍ଞ ପାଇଁ ସୋମବାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗାଁର ତଥା ଆଖପାଖ ଗ୍ରାମର ମାଆ ଭଉଣୀ ମାନେ ଶହ ଶହ ସଂଖ୍ୟାରେ ଏକତ୍ରିତ ହୋଇ ସଂକୀର୍ତନ ଦଳ ସହ ଶଙ୍ଖ ଘଣ୍ଟ ଗିନି ମୃଦଙ୍ଗ ବଜାଇ ହୁଳ ହୁଳି ଦେଇ ଏକ
Read More...

ବଲାଙ୍ଗିରରେ ଆଉ ୫ ଗୋଟି ସୁଲଭ ଶୌଚାଳୟ ଉଦ୍‌ଘାଟିତ ହୋଇଥିବା ନେଇ ସୂଚନା ଦେଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରରେ ଆଉ ୫ ଗୋଟି ସୁଲଭ ଶୌଚାଳୟ ଉଦ୍‌ଘାଟିତ ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଚଂଚଳ ରାଣା । ଏହି ସୁଲଭ ଶୌଚାଳୟକୁ ବଲାଙ୍ଗିର ପୌରପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଉଦ୍‌ଘାଟନ କରିଥିବା ବେଳେ ସହରର ଡିଏଚ୍‌ଏଚ୍‌
Read More...

ହାଇସ୍କୁଲ ହଷ୍ଟେଲରୁ ମିଳିଲା କଙ୍କାଳ

ନୂଆପଡା, (ନିରାକାର ମେହେର) : ନୂଆପଡାରେ ଚାଞ୍ଚଲ୍ୟ । ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ କାର୍ଲାକୋଟ ସମଲେଶ୍ୱରୀ ହାଇସ୍କୁଲର ହଷ୍ଟେଲ ଭିତରୁ ଏକ କଙ୍କାଳ ଠାବ ହୋଇଛି । ଖବର ପାଇ ବୋଡେନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଗତକାଲି(ରବିବାର) ସନ୍ଧ୍ୟାରେ
Read More...