pakka

ବଲାଙ୍ଗିରରେ ଆଉ ୫ ଗୋଟି ସୁଲଭ ଶୌଚାଳୟ ଉଦ୍‌ଘାଟିତ ହୋଇଥିବା ନେଇ ସୂଚନା ଦେଲେ ଜିଲ୍ଲାପାଳ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରରେ ଆଉ ୫ ଗୋଟି ସୁଲଭ ଶୌଚାଳୟ ଉଦ୍‌ଘାଟିତ ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଚଂଚଳ ରାଣା । ଏହି ସୁଲଭ ଶୌଚାଳୟକୁ ବଲାଙ୍ଗିର ପୌରପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଉଦ୍‌ଘାଟନ କରିଥିବା ବେଳେ ସହରର ଡିଏଚ୍‌ଏଚ୍‌ ସାମ୍ନା, ମା’ ଦୁର୍ଗା ମନ୍ଦିର ସାମ୍ନା, କଚେରୀ ଛକ, କଲେଜ ଛକ ଏବଂ କୋଶଲଛକଠାରେ ଏହି ସୁଲଭ ଶୌଚାଳୟର ଉଦ୍‌ଘାଟନ ହୋଇଯାଇଛି । ଏହି ଉଦ୍‌ଘାଟନ ସମୟରେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ସହ ଉପାଧ୍ୟକ୍ଷା ଗାୟିତ୍ରୀ ଭୋଇ ଏବଂ ବିଭିନ୍ନ ୱାର୍ଡର କାଉନସିଲରମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

20 − 10 =