csstore

ବେନିୟମ ବାଲି ଚାଲାଣ : ୬ ଗୋଟି ଟ୍ରାକ୍ଟରରୁ ୫୮ ହଜାର ଟଙ୍କା ଜୋରିମାନା ଆଦାୟ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀରୁ ୬ ଗୋଟି ଟ୍ରାକ୍ଟରକୁ ବେନିୟମ ବାଲି ଚାଲାଣ କରୁଥିବା ସମୟରେ ସୋନପୁର ତହସିଲଦାର ନବୀନ କିଶୋର ପାଢ଼ୀଙ୍କ ତତ୍ୱାବଧାନରେ, ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର, ଆର୍‌ଆଇ ସୁଧୀର ପାଣ୍ଡିଆ, ଏଆର୍‌ଆଇ ସଞ୍ଜୟ ଭୋଇ, ଅମିନ ମିତ୍ରଭାନୁ ବାଗ ପ୍ରମୁଖ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ୫୮,୦୦୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି ।

jayashree
Leave A Reply

Your email address will not be published.