pakka

ବଜ୍ରାଘାତରେ ନାବାଳିକା ମୃତ

bbehera

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଣଷଡିହା ପଞ୍ଚାୟତ ହରଡଭୋଳ ଗ୍ରାମର ଜଣେ ନାବାଳିକାର ମୃତ୍ୟୁ ଘଟିଛି । ମୃତକ ଜଣକ ଚମନ ଦିଗିଙ୍କ ଝିଅ ପାଲ ଦିଗି(୧୨) ବୋଲି ଜଣାପଡିଛି । ପାଲ ଘରେ ବସି ଖାଉଥିବା ସମୟରେ ବଜ୍ରାଘାତ ହୋଇଥିଲା । ବଜ୍ରାଘାତରେ ନାବାଳିକା ଗୁରୁତର ହେବାରୁ ତାଙ୍କୁ ନିକଟସ୍ଥ ଠାକୁରମୁଣ୍ଡା ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.

20 + twenty =