Daily Archives

ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଧାରଣା ଜାରି : ପୌର ନିର୍ବାଚନ ପାଇଁ ଚାଷୀ ସମାବେଶ ମାସେ ଘୁଞ୍ଚିଲା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବିଜୟାନନ୍ଦ ଚିନିକଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଚାଲିଥିବା ଧାରଣା ୨୦୦ ଦିନରେ ଜାରି ରହିଛି । ଏହାକୁ ନେଇ ଚଳିତ ମାସ ୨୮ ତାରିଖରେ ହେବାକୁ ଥିବା ଚାଷୀ ସମାବେଶ ପୌର ନିର୍ବାଚନ ପାଇଁ ଗୋଟିଏ ମାସ ଆଗକୁ ଘୁଞ୍ଚା ଯାଇ ଆସନ୍ତା ଏପ୍ରିଲ ୨୮ ତାରିଖ ଦିନ
Read More...

ଦୀର୍ଘ ବର୍ଷର ପୌର ଅବହେଳାରୁ ମୁକ୍ତି ପାଇଁ ହାତ ଚିହ୍ନରେ ଭୋଟ ଦିଅନ୍ତୁ – ନରସିଂହ

ମିଳନୀ, ସବିତା, ରଜନୀ, ସ୍ମିତାରାଣୀ, ସୌମ୍ୟ ଦୀପ ଏବଂ ସୁରେନ୍ଦ୍ର ପାଇଁ ନରସିଂହଙ୍କ ମାରାଥନ ପ୍ରଚାର ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରବାସୀଙ୍କୁ ଅନୁରୋଧ ଆସନ୍ତା ୨୪ ତାରିଖ ଦିନ ଦିନର ବହୁମୂଲ୍ୟ ସୁଚିନ୍ତିତ ମତ ପ୍ରଦାନ କଲା ବେଳେ ଆପଣ ନିଜ ଅଂଚଳର ବିକାଶକୁ ପରଖନ୍ତୁ ।
Read More...

ଡି. କର୍ଲାଖୁଣ୍ଟା ଗ୍ରାମ ପଞ୍ଚାୟତ ଠାରେ ମ. ରାମପୁର ବନାଞ୍ଚଳ ତରଫରୁ ବିଶ୍ୱ ବନଦିବସ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ମ.ରାମପୁର ବନାଞ୍ଚଳ ଅନ୍ତର୍ଗତ ଡି. କର୍ଲାଖୁଣ୍ଟା ଗ୍ରାମ ପଞ୍ଚାୟତଠାରେ ଓଡିଶା ସରକାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମ. ରାମପୁର ବନାଞ୍ଚଳ ତରଫରୁ ବିଶ୍ୱ ବନଦିବସ ପାଳନ ସହିତ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କୁ
Read More...

ଚନ୍ଦ୍ରପୁରରେ ରାଧାକୃ‌ଷ୍ଣ ମନ୍ଦିରର ଷଷ୍ଠ ବାର୍ଷିକ ପ୍ରତି‌ଷ୍ଠା ଦିବସ ଉପଲକ୍ଷେ ବିଶ୍ୱଶାନ୍ତି ଅଷ୍ଟ ପ୍ରହରୀ ନାମଯଜ୍ଞ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅନ୍ତର୍ଗତ ଜରାସିଂହା ପଞ୍ଚାୟତର ଚନ୍ଦ୍ରପୁର ଗାଁର ରାଧାକୃ‌ଷ୍ଣ ମନ୍ଦିର ସମ୍ମୁଖରେ ଷଷ୍ଠ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଦିବସ ଉପଲ‌କ୍ଷେ ଗତ ଶୁକ୍ରବାର ଦିନ ଆାରମ୍ଭ ହୋଇଥିବା ବିଶ୍ୱଶାନ୍ତି ଅଷ୍ଟପ୍ରହରୀ ନାମଯଜ୍ଞ ଶନିବାର ଉଦଯାପିତ
Read More...

ବଲାଙ୍ଗିର ସିଭିଲ କୋର୍ଟରେ ପଚିଶ ବର୍ଷ ଚାକିରି କାଳ ପୂରଣ କରିଥିବା କର୍ମଚାରୀଙ୍କୁ ଜିଲ୍ଲା ଜଜ୍‌ଙ୍କ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସିଭିଲକୋର୍ଟ ପରିସରରେ ଏକ ଆଡମ୍ବରପୂର୍ଣ୍ଣ ସମାବେଶରେ ପଚିଶ ବର୍ଷ ଚାକିରି ସମୟ ପୁରଣ କରି ସାରିଥିବା ସମସ୍ତ କୋର୍ଟ କର୍ମଚାରୀଙ୍କୁ ବଲାଙ୍ଗିର ଜିଲ୍ଲା ଓ ଦୌରା ଜଜ୍‌ ଲୋକନାଥ ମହାପାତ୍ରଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା କମିଟିର ଅଧ୍ୟକ୍ଷ ଅଜନ୍ତା
Read More...

ଉଡ଼ାର ଏକ ଦିବସୀୟ ସର୍କଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ନୂଆଁପାଲିକୁ ହରାଇ ଉଡାର ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ଶନିବାର ଦିନ ଦେଓଗାଁ ବ୍ଳକ ଅନ୍ତର୍ଗତ ଉଡାର ଗାଁରେ ଏକ ଦିବସୀୟ ସର୍କଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କୁନ୍ଦେଇମାଲ, ଟେବଡ଼ାମୁଣ୍ଡା, ପାଣ୍ଡେଲ, ଥାଲବନ୍ଧ, ବଲାଙ୍ଗିର, ମାଳିପାଲି, ନୂଆଁପାଲି ଓ ଉଡ଼ାର କ୍ରିକେଟ
Read More...

୧୯୬୯ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

କଟକ, (କେପିଏନ୍‌ଏସ୍‌) : କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ସିଦ୍ଧେଶ୍ୱରପୁର ସ୍ଥିତ "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ"ର ପ୍ରଣେତା ସ୍ୱର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନାମରେ ନାମିତ ଗୋପାଳ ସ୍ମୃତି ବିଦ୍ୟାପୀଠର ୧୯୬୯ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କର ସ୍ଥାନୀୟ
Read More...

ସମନ୍ଵିତ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ଚକରାମାଲ ଗ୍ରାମଠାରେ ଆଜି ଏକ ଅଣସଂକ୍ରମଣ ରୋଗ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଭୁକ୍ତା ଏବଂ ଜଙ୍ଗଲ ବିଭାଗ ଚକରାମାଲ ଦ୍ବାରା ଆୟୋଜିତ ଏହି ଶିବିରକୁ ଅମ୍ଭାଭୋନା ବ୍ଲକ ଅଧ୍ୟକ୍ଷ
Read More...

ସଂଘର୍ଷ ଓ ସମର୍ପଣ ହିଁ ମଣିଷକୁ ସମାଜରେ ପରିଚୟ ଦେଇଥାଏ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସଂଘର୍ଷ ଓ ସମର୍ପଣ ହିଁ ମଣିଷକୁ ସମାଜରେ ନିଜର ପରିଚୟ ଦେଇଥାଏ ବୋଲି ଆଜି ସ୍ଥାନୀୟ ଟାଉନ ହଲଠାରେ ଗାନ୍ଧୀ ସ୍ମୃତି ପାଠାଗାର ବରଗଡ ପକ୍ଷରୁ ଆୟୋଜିତ ସ୍ଵର୍ଗତ ପଦ୍ମଶ୍ରୀ ଡ. କୃତାର୍ଥ ଆଚାର୍ଯ୍ୟଙ୍କ ୧୨୩ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ମୁଖ୍ୟ ଅତିଥି
Read More...

ଓଡ଼ିଶା ସ୍ୱରାଜ ଯୁବ ସମ୍ମାନରେ ସମ୍ମାନିତ ହେଲେ ଟ୍ୱିଟର ଗାର୍ଲ ଦୀପା ବାରିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକଙ୍କୁ ମିଳିଛି ଓଡ଼ିଶା ସ୍ୱରାଜ ଯୁବ ସମ୍ମାନ ୨୦୨୨ । ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ହୋଇଥିବା ଓଡ଼ିଶା ସ୍ୱରାଜ ସମ୍ମାନୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ
Read More...