Daily Archives

ରାଜେନ୍ଦ୍ର ଆଲୁମ୍ନିର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆଲୁମ୍ନି ଏସୋସିଏସନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ପରିସରରେ ସଭାପତି ଡ.ଅଭିମନ୍ୟୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂପାଦକ ଅରବିନ୍ଦ ଦାସ, କୋଷାଧ୍ୟକ୍ଷ ଡ.ଶ୍ରୀକର ମିଶ୍ର,
Read More...

କଣ୍ଟାମାଲ ବ୍ଲକ ମିଳିତ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ମିଳିତ ଶିକ୍ଷକ ସଂଘର ସ୍ୱମନ୍ୱୟ ବୈଠକ ସଂଘର ସଭାପତି ନିଲାଞ୍ଚଳ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ବୌଦ୍ଧ ଜିଲ୍ଲା ଓଷ୍ଟାର ଯୁଗ୍ମ ସଂପାଦକ ଲକ୍ଷ୍ମଣ ମହାପାତ୍ର ଅନ୍ୟତମ ଅତିଥି ଭାବେ ବରିଷ୍ଠ ଶିକ୍ଷକ ଲୋକନାଥ
Read More...

କଂଟାବାଂଜି ଏନ୍‌.ଏ.ସି. ନିର୍ବାଚନରେ ତିନି ପ୍ରମୁଖ ଦଳ ଭାଜପା, କଂଗ୍ରେସ ଓ ବିଜେଡିର ଡୋର ଟୁ ଡୋର କ୍ୟାମ୍ପେନିଂଗ :…

କଂଟାବାଂଜି, (ମନିଷ କୁମାର ହଂସ) : ପୌର ନିର୍ବାଚନୀ ଯେତିକି ପାଖେଇ ଆସୁଛି ଭୋଟ ପ୍ରାଚର ସେତିକି ଯୋର ଧରିବାରେ ଲାଗିଛି । ଉଭୟ କଂଗ୍ରେସ, ଭାଜପା ଓ ବିଜେଡି ଦଳ ତରଫରୁ ନିଜ ନିଜର ଭୋଟ ପ୍ରଚାର ପାଇଁ ଡୋର ଟୁ ଡୋର କ୍ୟାମ୍ପେନିଙ୍ଗ ଆରମ୍ଭ ହୋଇଛି । ଦୋଳ ପୂର୍ଣ୍ଣିମା ପରେ ରବିବାର ଦିନଠାରୁ
Read More...

ପୌର ପରିଷଦରେ ପରିବର୍ତ୍ତନ ଆଣନ୍ତୁ, ହାତ ଚିହ୍ନରେ ଭୋଟ ଦିଅନ୍ତୁ : ନରସିଂହ

ୱାର୍ଡ ନଂ.୮,୯,୧୪,୧୮ ନରସିଂହଙ୍କ ଜୋରଦାର ନିର୍ବାଚନୀ ପ୍ରଚାର ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌର ପରିଷଦରେ ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ତିନି ତିନି ଥର ଦୀର୍ଘ ୧୫ ବର୍ଷ ପର୍ଯ୍ୟନ୍ତ ଲୋକେ ଭୋଟ ଦେଇ ବିଜୟୀ କରିଥିବାରୁ ସେହି ନିର୍ଦ୍ଦିଷ୍ଟ ଦଳଟି ଅହଂକାରୀ ଏବଂ ଏକଛତ୍ରବାଦୀ
Read More...

ବଲାଙ୍ଗିରରେ ହରିହର ଭେଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ରାମସ୍ୱାମୀ ମନ୍ଦିରରେ ସଂପୂର୍ଣ୍ଣ ରୀତି ନୀତି ଓ ଆଧ୍ୟାତ୍ମିକ ପରିବେଶରେ ହରିହର ଭେଟ ସଂପନ୍ନ ହୋଇଯାଇଛି । ଟିକ୍ରାପଡା ଧୋବେଇ ନିବାସରୁ ରାଧାକୃଷ୍ଣଙ୍କ ବିଗ୍ରହକୁ ଆଡମ୍ବର ସହକାରେ ଏକ ପଟୁଆରାରେ ମାଲପଡା ରାମ ସ୍ୱାମୀ ମନ୍ଦିରରେ ପହଂଚି ଥିଲେ ।
Read More...

ଜୟପାଳ ସିଂ ମୁଣ୍ଡାଙ୍କ ମହାପ୍ରୟାଣ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଅନୁକୂଲ୍ୟରେ ସ୍ଥାନୀୟ ଗୋଁଣ୍ଡୱାନା ଭବନଠାରେ ଆଦିବାସୀ ମହାନାୟକ ରାଜନୈତିଜ୍ଞ, ଭାରତୀୟ ସମ୍ବିଧାନ ସଭା ସଦସ୍ୟ, ଶିକ୍ଷାବିତ୍‌, ଆଦିବାସୀ ମହାସଭାର ସଭାପତି, ଭାରତ ହକି ଦଳର ପ୍ରଥମ ବିଶ୍ୱକପ୍‌ ବିଜୟୀ ଅଧିନାୟକ
Read More...

ଝିଙ୍କି ସଦର ମହକୁମା ସୁବର୍ଣ୍ଣପୁରଠାରେ ବିଶ୍ୱ ମୁଖଗହ୍ୱର ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ମହିମା ବ୍ରୁଦ୍ଧାଶ୍ରମ ଝିଙ୍କି ସଦର ମହକୁମା ସୁବର୍ଣ୍ଣପୁରଠାରେ ବିଶ୍ୱ ମୁଖଗହ୍ୱର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ରୁଦ୍ଧାଶ୍ରମର ସମସ୍ତ ଅନ୍ତେବାସୀ ଓ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
Read More...

ବିଜେପି କାର୍ଯ୍ୟକର୍ତ୍ତା ରାଜେନ୍ଦ୍ର ସେଠଙ୍କୁ ଆକ୍ରମଣ ଘଟଣା : ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ପୂର୍ବତନ ବିଧାୟକ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ସଂଧ୍ୟା ସମୟରେ ପଦ୍ମପୁର ବିଜେପିର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ରାଜେନ୍ଦ୍ର ସେଠଙ୍କୁ ପଦ୍ମପୁର ଭେଉଁରିଆ ଛକରେ ବିଜେଡିର କେତେକ କର୍ମୀ ମାଡ୍‌ପଟ୍‌ କରିବା ସହ ପକେଟରୁ ଟଙ୍କା ଛଡାଇ ନେଇଥିବା ଘଟଣାକୁ ନେଇ ପଦ୍ମପୁର ଥାନାରେ ଅଭିଯୋଗ ହେବା
Read More...

ରାଉରକେଲା ବିକାଶ ପାଇଁ ୫ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଗାମୀ ହକି ବିଶ୍ୱକପ ପାଇଁ ନିର୍ମାଣାଧୀନ ଥିବା ବିଶ୍ୱର ଦ୍ଵିତୀୟ ବୃହତମ ଷ୍ଟାଡିଅମ ଓ ଅନୁସାଙ୍ଗିକ କାର୍ଯ୍ୟର ତଦାରଖ କରିବା ପାଇଁ ଗତ ୧୮ ତାରିଖ ଦିନ ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ରାଉରକେଲା ଗସ୍ତ
Read More...

ସୁବର୍ଣ୍ଣପୁର ସହରକୁ ପ୍ରବେଶ କଲେ ଜଂଗଲି ବାର୍‌ହା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ଜଂଗଲ ପାର୍ଶ୍ବବର୍ତ୍ତି ଗାଁମାନଙ୍କରେ ଏବେ ଜଂଗଲି ବାର୍‌ହାଙ୍କ ଉପଦ୍ରବ ବଢିବଢି ଚାଲିଛି । ଜିଲ୍ଲାର ବୀରମହାରାଜପୁର, ଉଲୁଣ୍ଡା, ବିନିକା ସମେତ ସୁବର୍ଣ୍ଣପୁର ସଦର ବନାଂଚଳରେ ଦଳ ଦଳ ଜଂଗଲି ବାର୍‌ହା ରାତିରେ ଆସି ପନିପରିବା ଓ
Read More...