Daily Archives

ଶାନ୍ତି ତପୋବନ ଆଶ୍ରମରେ ବସନ୍ତ ମିଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସଂଯୁକ୍ତ ଯୁବ ସଂଗଠନ ଦ୍ୱାରା ପରିଚାଳିତ ଶାନ୍ତି ତପୋବନ ଆଶ୍ରମଠାରେ ବସନ୍ତ ମିଳନ ଓ ଫାଲଗୁନ ମହୋତ୍ସବ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଆଶ୍ରମ ପରିସରରେ ତିନି ଦିନ ଧରି ଚାଲିଥିବା ଏହି ମହୋତ୍ସବ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ମହିଳା ଓ ଶିଶୁ ବିକାଶ
Read More...

ସାମାନ୍ୟ ବଚସାକୁ କେନ୍ଦ୍ର କରି ଛୁରାମାଡ଼ : ତିନି ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

କନ୍ଧମାଳ : (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଛୁରା ମାଡ଼ରେ ତିନି ଜଣ ଗୁରୁତର ହୋଇପଡ଼ିଛନ୍ତି । ଫଳରେ ସେମାନଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ୩ ଜଣକ
Read More...

ଜଗଦାରେ ଅଷ୍ଟପ୍ରହର ନାମଯଜ୍ଞ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦାରେ ଦୋଳ ପୂର୍ଣ୍ଣିମା ଅବସରରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପୂର୍ଣ୍ଣିମା ପୂର୍ବଦିନ ସନ୍ଧ୍ୟାରେ ନିକଟସ୍ଥ ଜଳାଶୟରୁ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବିଧିବିଧାନ ଅନୁଯାୟୀ ଘଟ ସ୍ଥାପନା ଓ ଅଧିବାସ ଯଜ୍ଞ ଅନୁଷ୍ଠିତ
Read More...

ମାର୍ଚ୍ଚ ମାସ ନ ସରୁଣୁ ତାଳୁଫଟା ଖରା

ବଲାଙ୍ଗିର, (କେପିଏନ୍‌ଏସ୍‌) : କିଛି ଦିନ ହେଲା ବଲାଙ୍ଗିର ସହରରେ ବଢ଼ିବାରେ ଲାଗିଛି ତାଳୁଫଟା ଖରା । ଦିନ ୮ଟାରୁ ଖରାର ଝାଂଜି ଅନୁଭବ ହେଉଥିବା ବେଳେ ଦିନ ଦିପହରରେ ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି ଲୋକେ । ସଂଧ୍ୟା ପର୍ଯ୍ୟନ୍ତ ଖରାର ତାପ ଜଣାପଡ଼ୁଛି । ତେବେ ମାର୍ଚ୍ଚ ମାସ ନ
Read More...

ରାହୁଲ ନଦୀ କୂଳରୁ ଶିକ୍ଷକଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ଘଟଣା : ପ୍ରେମିକାର ଭିଣୋଇ ଗିରଫ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ କର୍ଲାଖମନ ସ୍ଥିତ ରାହୁଲ ନଦୀ କୂଳରୁ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ କୁଦେଇ ଗ୍ରାମର ଶିକ୍ଷକ ବାସୁଦେବ ଭୋଇଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ଘଟଣାରେ ଆଜି ପୁଣି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା
Read More...

ପାକିସ୍ତାନରେ ରାଜନୈତିକ ବିଶୃଙ୍ଖଳା, ଇମ୍ରାନଙ୍କ ଚେୟାର୍‌ ଉପରେ ବିପଦ ଘନଉଛି

ଇସ୍‌ଲାମାବାଦ : ଗତ କିଛି ଦିନ ହେବ ପାକିସ୍ତାନରେ ରାଜନୈତିକ ବାତାବରଣ ଅତ୍ୟନ୍ତ ତିକ୍ତ ହୋଇପଡିଛି ଏବଂ ରାଜନୈତିକ ପରିବର୍ତ୍ତନର ଦୃଶ୍ୟ ସ୍ପଷ୍ଟ ହେବାରେ ଲାଗିଛି । ରାଜନୈକ ପର୍ୟ୍ୟବେକ୍ଷକମାନେ ବିଶ୍ୱାସ କରନ୍ତି ଯେ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାର ଉପରେ ବିରୋଧୀ ଦଳଙ୍କ ଚାପ
Read More...

ଗୋଲାମୁଣ୍ଡାରେ ରୋଷଇ କଲା ସମୟରେ ୨୫ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ : ବଲାଙ୍ଗିର ମେଡିକାଲରେ ଶବ ବ୍ୟବଚ୍ଛେଦ କରି ପରିବାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟସ୍ଥ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଗ୍ରାମରେ ଜଣେ ମହିଳା ରୋଷଇ କରିବା ସମୟରେ ଅଘଟଣ ଘଟି ପୋଡି ଯାଇଥିଲେ । ତେବେ ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପରେ ଅବସ୍ଥା ଗୁରତର ହେବାରୁ ତାଙ୍କୁ
Read More...

ଉତ୍ତରାଖଣ୍ଡରେ ସରକାର ଗଠନ ସମ୍ପର୍କରେ ଶାହାଙ୍କ ବାସଭବନରେ ବିଜେପି ନେତାଙ୍କ ବୈଠକ ଶେଷ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ଜଣେ ନୂତନ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ସୋମବାର ଦିନ ୪ଟା ସମୟରେ ଡେରାଡୁନରେ ବିଜେପି ବିଧାନସଭା ଦଳର ଏକ ବୈଠକ ଡକାଯାଇଥିଲା । ବାସ୍ତବରେ ଉତ୍ତରାଖଣ୍ଡରେ ସରକାର ଗଠନ ପାଇଁ ଚାଲିଥିବା ପ୍ରସ୍ତୁତି ମଧ୍ୟରେ ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ
Read More...

ଯାଦବ ସମାଜର ରୌପ୍ୟ ଜୟନ୍ତୀ : ‘ଫଗୁନ ପୁନି’ ସ୍ମରଣିକା ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସପ୍ତ ରଙ୍ଗରେ ରାଙ୍ଗାୟତ ହେଲେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି । ବିମାନରେ ବସି ସହର ପରିକ୍ରମା କଲେ, ଭକ୍ତଙ୍କ ସହ ହୋଲି ଖେଳିଲେ । କରୋନା କଟକଣା ଯୋଗୁଁ ଗଲା ୨ ବର୍ଷ ହେଲା ବନ୍ଦ ହୋଇଯାଇଥିବା ଦୋଳମହୋତ୍ସବ ଚଳିତ ବର୍ଷ ଧୁମଧାମ୍‌ରେ ପାଳନ କରିଛନ୍ତି
Read More...

ଦୋଳବେଦୀରେ ବୃକ୍ଷ ପୂଜନ ଓ ଦାନ କରି ଉଦାହରଣ ପାଲଟିଲେ ଆଇନଜୀବୀ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପବିତ୍ର ଦୋଳପୂର୍ଣ୍ଣମୀରେ ହର-ପାର୍ବତୀ, ରାଧା -ମୋହନ ଦୋଳବେଦୀ ଉପରେ ଦୋଳିରେ ଝୁଲି ଫଗୁ ଲାଗି ସହ ଭୋଗ ଖାଉଥିବା ବେଳେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ନିଜ ଗ୍ରାମ ଦୋଳବେଦୀ ଉପରେ ଐଶାନ୍ୟଶ୍ୱର ଦେବ ଓ ରାଧାମୋହନ ଦେବଙ୍କୁ
Read More...