Yearly Archives

2021

ଜିଓ ଟାୱାର ଅଛି ହେଲେ କାମ କରୁନି : ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବୀ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କେଳାପଡା ପଞ୍ଚାୟତ ବୈରିକୁମାଠାରେ ଜିଓ ଟାୱାର ବସିବାର ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ ଦିନ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।…
Read More...

ସମାଜସେବୀ ତଥା ପୂର୍ବତନ ସରପଂଚ ବେଣୁଧର ପାଣିଗ୍ରାହୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟିର ବୟୋଜ୍ୟେଷ୍ଠ ସମାଜସେବୀ ତଥା ପୂର୍ବତନ ସରପଂଚ ବେଣୁଧର ପାଣିଗ୍ରାହୀଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ୯୮ ବର୍ଷ ହେଉଥିଲା । ବାର୍ଦ୍ଧକ୍ୟ ଜନିତ କାରଣରୁ ବଲାଙ୍ଗିର ଭୀମଭୋଇ ମେଡିକାଲ…
Read More...

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଟୀକାକରଣ କେନ୍ଦ୍ରରେ ଆସନ୍ତା ୧୭ ତାରିଖରେ ୪୫ ତଥା ତଦୁର୍ଦ୍ଧ ବୟସର…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ୪୫ ବର୍ଷ ଓ ତଦୁର୍ଦ୍ଧ ବୟସ୍କ ହିତାଧିକାରୀ, ଯେଉଁମାନେ ପ୍ରଥମ ଡୋଜ ଟୀକା ନେବାର ୮୪ ଦିନ ସମ୍ପୂର୍ଣ୍ଣ ହୋଇସାରିଥିବ, ତଥା ଏଚସିଡବ୍ଲୁ ଓ…
Read More...

ପୁଣି କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ : ସାମ୍ବାଦିକ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟ ନାରାୟର ରେଡ୍ଡୀ) : ସାମ୍ବାଦିକ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ପରଲୋକ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହେଉଥିଲା । ସେ ଓଡ଼ିଶା ଭାସ୍କର/କଳିଙ୍ଗ ଦର୍ପଣରେ କାର୍ଯ୍ୟରତ ଥିଲେ । କରୋନାରେ ସଂକ୍ରମିତ ହୋଇ ସ୍ୱର୍ଗତ ପାତ୍ର ବ୍ରହ୍ମପୁର ସ୍ଥିତ ଟାଟା…
Read More...

ମରୁଆଁ ପଞ୍ଚାୟତରେ ଆବାସ ବଣ୍ଟନରେ ‘ତେଲିଆ ମୁଣ୍ଡରେ ତେଲ’ ଅଭିଯୋଗ : ଗରିବ ଆଦିବାସୀ ବନ୍ତ ମିର୍ଦ୍ଧାଙ୍କୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାର ପ୍ରୟାସ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଯୋଜନାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ବ୍ଳକ ମରୁଆ ପଞ୍ଚାୟତ ଝୁଲେନବର ଗ୍ରାମ ବନ୍ତ ମିର୍ଦ୍ଧା…
Read More...

ସରକାର କା ମାଲ୍‌, ଦରିଆ ମେ ଡାଲ୍‌ : ଡ୍ରାଇଭର ଅଭାବରୁ ଡାକ୍ତରଖାନାର ଗ୍ୟାରେଜରେ ଖତ ଖାଉଛି ଆମ୍ବୁଲାନ୍ସ, ରୋଗୀଙ୍କ…

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା ମହାମାରୀରେ ଲୋକଙ୍କୁ ମିଳୁନି ଆମ୍ବୁଲାନ୍ସ ସେଥିପାଇଁ କିଏ ସାଇକେଲରେ ଶବ ବୋହୁଛି ତ ପୁଣି କିଏ କାନ୍ଧରେ ବୋହି ନେଉଛି । ହେଲେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ନେବା ଆଣିବା ପାଇଁ ଥିବା ଆମ୍ବୁଲାନ୍ସ ଖତ ଖାଉଛି…
Read More...

ବରିଷ୍ଠ ସାମ୍ବାଦିକ କୈଳାଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ଶୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ କୈଳାଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ହରିନାରାୟଣ ପୂଜାରୀ, ସାଧାରଣ ସଂପାଦକ ବଳରାମ ମିଶ୍ର, ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁ,…
Read More...

ସଇଁନ୍ତଲା ମାରୱାଡି ଯୁବା ମଞ୍ଚ ପକ୍ଷରୁ ଅକ୍ସିଜେନ ବ୍ୟାଙ୍କ ଉଦଘାଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀକୁ ନେଇ ସାରା ରାଜ୍ୟରେ ଆତଙ୍କିତ ଅବସ୍ଥାରେ ଲୋକେ ରହୁଛନ୍ତି । ଅନେକ ଲୋକେ ଅକ୍ସିଜେନ ନପାଇବାରୁ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଆଗେଇ ଆସିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ମାରୱାଡି ଯୁବା ମଞ୍ଚ ।…
Read More...

କେଶରୀୟା ହିନ୍ଦୁ ବାହିନୀ ତରଫରୁ ମାଗଣାରେ ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଭୀମ ଭୋଇ ମେଡିକାଲ୍ କଲେଜ ହସ୍ପିଟାଲ ଠାରେ ଦିନ ୧୧ଟା ଏବଂ ସନ୍ଧ୍ୟା ୭ ଟା ସମୟରେ ରୋଗୀଙ୍କ ସହାୟକମାନଙ୍କୁ କେଶରୀୟା ହିନ୍ଦୁ ବାହିନୀ ତରଫରୁ ପୁଣି ମାଗଣାରେ ଖାଦ୍ୟ ବଣ୍ଟନ କରାଯାଇଛି । ରବିବାର ଦିନ ଲକ୍‌ଡାଉନ ସହିତ ଆହାର କେନ୍ଦ୍ର ବନ୍ଦ…
Read More...

ହରିୟାଣରେ ବଢିଲା ଏକ ସପ୍ତାହ ପାଇଁ ଲକ୍‌ଡାଉନ୍‌ : ଟୁଇଟ୍ ମାଧ୍ୟମରେ ସୂଚନା ଦେଲେ ଗୃହମନ୍ତ୍ରୀ

ହରିୟାଣା : ହରିୟାଣାରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌କୁ ଆଉ ଏକ ସପ୍ତାହ ପାଇଁ ବଢାଯାଇଛି । ଏହି ଲକ୍‌ଡାଉନ୍‌ ରାଜ୍ୟରେ ମେ ୨୪ ପର୍ଯ୍ୟନ୍ତ ଜାରି ରହିବ । ପୂର୍ବରୁ ଲକଡାଉନ୍ ଅବଧି କେବଳ ୧୬ ମେ ପାଇଁ ଥିଲା । ଏ ନେଇ ହରିୟାଣା ଗୃହମନ୍ତ୍ରୀ ମନ୍ତ୍ରୀ ଅନିଲ ବିଜୟ ଟୁଇଟ୍…
Read More...