Yearly Archives

2021

ଜୁନ ୧୫ ତାରିଖ ଯାଏଁ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ମନା

ପୁରୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ ୧୫ ତାରିଖ ଯାଏଁ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ମନା କରାଯାଇଛି । କୋଭିଡ୍ ସ୍ଥିତିକୁ ନେଇ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଖାଲି ଭକ୍ତଙ୍କୁ ବାରଣ କରାଯାଇ…
Read More...

୩ ରାଜ୍ୟରେ ତାଣ୍ଡବ ରଚିବା ପରେ ସାମୁଦ୍ରିକ ଝଡ଼ ‘ତୌକତେ’ ଗୁଜୁରାଟ ଆଡକୁ ମୁହାଁଉଛି, ୬ ଜଣଙ୍କ ମୃତ୍ୟୁ

ବେଙ୍ଗାଲୁରୁ / ପାନଜୀ / ଅହମ୍ମଦାବାଦ : ରବିବାର ଦିନ କେରଳ, କର୍ଣ୍ଣାଟକ ଏବଂ ଗୋଆର ଉପକୂଳବର୍ତ୍ତୀ ଅଞ୍ଚଳରେ ହଇଚଇ ସୃଷ୍ଟି କରିବା ପରେ ଘୂର୍ଣ୍ଣିବାତ୍ୟା 'ତୌକତେ' ଗୁଜୁରାଟ ଆଡ଼କୁ ମୁହାଁଇଛି । ଏହି ଘୂର୍ଣ୍ଣିବାତ୍ୟା ଯୋଗୁଁ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହିତ ପ୍ରବଳ ପବନ…
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୦,୭୫୭ ଆକ୍ରାନ୍ତଙ୍କ ସଂଖ୍ୟା : କଟକ ଜିଲ୍ଲାରେ ୯୭୩, ବଲାଙ୍ଗିର ଜିଲ୍ଲାରେ ୫୦୭

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦୭୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୬,୦୬୧ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୨୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୭୩୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ…
Read More...

ଜେ.ଏସ୍ ମ୍ୟୁଜିକ୍ ଜନକ ସେଠ୍ ଏବଂ ଟିମ୍ ତରଫରୁ ସଂଗୀତ ମାଧ୍ୟମରେ ପୁଣି ଥରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦେଶରେ କରୋନା ପୁଣି ଥରେ ମାଡ଼ି ବସିଛି । ତେବେ ଜେ.ଏସ୍ ମ୍ୟୁଜିକ୍ ଜନକ ସେଠ୍ ଏବଂ ଟିମ୍ ତରଫରୁ ସଂଗୀତ ମାଧ୍ୟମରେ ପୁଣି ଥରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରଯାଇଛି । ଏଥିରେ ପରିବେଷଣ ହେଉଥିବା ଗୀତ ସବୁ ଫେସବୁକ ଏବଂ ୟୁଟ୍ୟୁବରେ ମଧ୍ୟ ଅପଲୋଡ଼ ହେଉଛି…
Read More...

ମାରଓ୍ବାଡି ଯୁବା ମଞ୍ଚ ପକ୍ଷରୁ ଅକ୍ସିଜେନ ବ୍ୟାଙ୍କ ଉଦଘାଟିତ

ତୁଷୁରା, (ଅଜିତ କୁମାର ସାହୁ) : କରୋନା ମହାମାରୀକୁ ନେଇ ସାରା ରାଜ୍ୟରେ ଆତଙ୍କିତ ଅବସ୍ଥାରେ ଲୋକେ ରହୁଛନ୍ତି । ଅନେକ ଲୋକେ ଅକ୍ସିଜେନ ନପାଇବାରୁ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଆଗେଇ ଆସିଛି ବଲାଙ୍ଗିର ଜିଲ୍ଲା ତୁଷୁରା ମାରୱାଡି ଯୁବା ମଞ୍ଚ । ସ୍ଥାନୀୟ ଜୈନ…
Read More...

ଯାଦବ ସମାଜ ପକ୍ଷରୁ ଆମ୍ବୁଲାନ୍ସ ଚାଳକଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ବଲାଙ୍ଗିର ଠାରେ ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ବଲାଙ୍ଗିର ଆମ୍ବୁଲାନ୍ସ ଚାଳକମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । କରୋନା ମହାମାରୀର ଦ୍ୱିତୀୟ ଲହର ବର୍ତ୍ତମାନ କବଳିତ କରିଛି । ଅନେକ ଲୋକ ନିଜର ପରିବାର ପରିଜନଙ୍କ ପାଖକୁ ଯିବାକୁ…
Read More...

ଗାନ୍ଧୀବାଦୀ ପ୍ରଫୁଲ ନାଏକଙ୍କ ସ୍ମୃତିସଭା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବେରବୋଇ ଗାନ୍ଧୀ ସ୍ମାରକୀ ସମିତିର କର୍ଣ୍ଣଧାର, ଗାନ୍ଧୀଚିନ୍ତକ ସ୍ୱର୍ଗତ ବେରବୋଇ ଗ୍ରାମର ପ୍ରଫୁଲ ନାଏକଙ୍କ ସ୍ମୃତି ଉଦ୍ଦ୍ୟେଶରେ ଗାନ୍ଧୀ ପୀଠରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଗାନ୍ଧୀ ସ୍ମାରକୀ ସମିତିର…
Read More...

ଆରମ୍ଭ ହେଲା ବଣିକ ସଂଘର ଅକ୍ସିଜେନ ବ୍ୟାଙ୍କ : ନରସିଂହ କଲେ ଲୋକାର୍ପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଅନୁରୋଧ କ୍ରମେ ବଲାଙ୍ଗିର ବଣିକ ସଂଘ ଏକ ଅକ୍ସିଜେନ ବ୍ୟାଙ୍କ ଆରମ୍ଭ କରିଛି । ଏହି ବ୍ୟାଙ୍କକୁ ପ୍ରଥମେ ୧୯ଗୋଟି ସିଲିଣ୍ଡରରୁ ଆରମ୍ଭ କରାଯାଇଥିବା ବେଳେ ଆଗକୁ ସଂଗଠନ ତରଫରୁ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯିବ…
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ମଳମୁଣ୍ଡା ଗ୍ରା.ପ. ଅନ୍ତର୍ଗତ କୁର୍ଲୁପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଶିବପ୍ରସାଦ ସାହୁଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହେଉଥିିଲା । ମୃତ୍ୟୁ ସମୟରେ ତାଙ୍କ ଜ୍ୟେଷ୍ଠ ପୁତ୍ର ବିଶିଷ୍ଟ କଂଗ୍ରେସ ନେତା…
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦୧ : ବଲାଙ୍ଗିର ପୌରାଂଚଳରୁ ୭୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦୧ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୭୭ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୭ରୁ ୧, ୪ରୁ ୨, ୧୩ରୁ ୨, ୧୪ରୁ ୨, ୧୬ରୁ ୨, ୫ରୁ ୩, ୮ରୁ ୩, ୧୨ରୁ…
Read More...