Yearly Archives

2021

ଦାରିଦ୍ରତା ସାଜିଛି ବଞ୍ଚିବାରେ ବାଧକ : ଦୁର୍ଦିନରେ ଜୀବନ ବିତାଉଛନ୍ତି ଅସହାୟ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମ ବନ୍ଦପଡା ଠାରେ ରହୁଥିବା ଗୌରଚରଣ ସାହୁ(୭୫)ଙ୍କ ଦୁଇ ପୁଅ ଝିଅ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ପୁଅ ଝିଅଙ୍କ ଚିକତ୍ସା ବାବଦକୁ ଜମି ବାଡ଼ି, ସୁନା ରୁପା, ଏପରିକି ଘରର…
Read More...

କନ୍ଧମାଳ ଛାତ୍ର କଂଗ୍ରେସର ଅଭିନବ ପ୍ରୟାସ : ସପ୍ତାହନ୍ତ ସଟ୍‌ଡାଉନରେ ଭୋକିଲା ପେଟକୁ ଖାଦ୍ୟ ପ୍ରଦାନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର ଭାରତ ବର୍ଷରେ କରୋନାର ଭୟାବହ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହନ୍ତ ସଟ ଡାଉନ ଘୋଷଣା କରିଛନ୍ତି । କରୋନାର କରାଳ ଦାଉରୁ ସମାଜର ନିମ୍ନବର୍ଗର ଲୋକମାନେ ଆର୍ଥିକ ଅନାଟନ ମଧ୍ୟରେ ଦିନ ବିତାଉଛନ୍ତି । କନ୍ଧମାଳର ଏପରି ଏକ…
Read More...

ବଙ୍ଗଳାବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ, ରାଜନୈତିକ ପ୍ରତିଶୋଧ ବନ୍ଦ କରନ୍ତୁ : ମମତା…

କୋଲକାତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଳମ୍ବରେ ପହଞ୍ଚିବା ଏବଂ ବୈଠକରୁ ତୁରନ୍ତ ବିଦାୟ ନେଇଥିବା ବିବାଦ ଥମୁନାହିଁ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ଘଟଣାରେ ଏକ ବିବୃତ୍ତି ଦେଇଛନ୍ତି । କେନ୍ଦ୍ର…
Read More...

ବଲାଙ୍ଗିରରେ ଦୁଇ ଅଙ୍କକୁ ଖସିଲା ସଂକ୍ରମଣ, ଜିଲ୍ଲାରୁ ଆଜି ୯୩ ଚିହ୍ନଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁ ସମୟ ପରେ ବଲାଙ୍ଗିରରେ ସଂକ୍ରମଣ ଦୁଇ ଅଙ୍କକୁ ଖସିଛି । ଆଜି ଜିଲ୍ଲାରୁ ସମୁଦାୟ ୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣା ପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୭ଜଣ, ବଲାଙ୍ଗିର ବ୍ଲକରୁ ୩ଜଣ, ବଲାଙ୍ଗିର…
Read More...

ବଲାଙ୍ଗିର ଜିଲ୍ଲାରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା : ତଥାପି ସଚେତନତା ଲୋଡ଼ା

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ରମାଗତ ଭାବେ ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଖସିବାରେ ଲାଗିଛି । ଏପରିକି ଆଜି ଶହେ ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ତଥାପି ସଚେତନତାର ଆବଶ୍ୟକତା ରହିଛି । କରୋନାର ତୃତୀୟ ଲହରକୁ ନେଇ ନାନା ପ୍ରକାର ଆଲୋଚନା…
Read More...

ଭୋକିଲା ପେଟକୁ ଦାନା ଯୋଗାଉଛନ୍ତି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟମାନେ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜିର ତାରିଖରେ ଲୋକେ ନିଜ ସ୍ୱାର୍ଥ ପଛରେ ଧାଉଁଛନ୍ତି । ଆଜିକାଲି କେହି କାହାକୁ ସାହାଯ୍ୟ କରିବା ତ ଦୂରର କଥା ଲାଭ ନଥିଲେ କଥାବାର୍ତ୍ତା ମଧ୍ୟ ହେଉନାହାନ୍ତି । କଥାରେ ଅଛି ପରା : କିଏ କାହାର, ଚଁଟିଆ ଶୋଇଛି ଗାଁ ବାହାର । ଏ ଉକ୍ତିର ପ୍ରମାଣ ସତରେ…
Read More...

ଶ୍ୟାମଳ ସୁବର୍ଣ୍ଣ ଓଡ଼ିଶାର ଚାଷୀ ମାନଙ୍କ ପାଇଁ ଏକ ନୂଆ ସମ୍ଭାବନା : ବାଚସ୍ପତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଭାବେ ଜଣାଶୁଣା । କୃଷି ଆମ ଉତ୍କଳୀୟ ସଂସ୍କୃତିର ମୂଳାଧାର । ଏହି ପରିପ୍ରେକ୍ଷୀରେ କୃଷିର ବିକାଶ, କୃଷକର ବିକାଶକୁ ମୂଳମନ୍ତ୍ର ଭାବେ ବିବେଚନା କରି କୃଷି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୨୦୧୮ ଏପ୍ରିଲରେ ଆରମ୍ଭ ହୋଇଥିଲା…
Read More...

ଦେଶରୁ କରୋନା ନିରାକରଣ ପାଇଁ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସମୂହ ଦୀପଦାନ

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର ବ୍ଲକ୍‌ରେ ସଂଧ୍ୟା ୭ଘଟିକା ସମୟରେ ୪୨ମୌଜା ଝାରକଟା ପଂଚାୟତସ୍ଥ ପଟଣା ଗ୍ରାମରେ ଥିବା ଆନନ୍ଦ ନୃସିଂହ ପୂଜ୍ୟପୂଜା ଭବନରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଅନୁଷ୍ଠାନର ସଭାପତି ଶ୍ରମିକ ନେତା ସମାଜସେବୀ ଇଂ ଅଶୋକ କୁମାର ବିଶ୍ୱାଳଙ୍କ…
Read More...

ନମ୍ବର ବିହୀନ ହୁଣ୍ଡାଇ କାର୍‌ ଭିତରୁ ଏକ କ୍ୱିଣ୍ଟାଲ ଗଂଜେଇ ସହ ଗାଡି ଜବତ କଲା ପୁଲିସ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନମ୍ବର ବିହୀନ ହୁଣ୍ଡାଇ କାର ଭିତରୁ ଏକ କ୍ୱିଣ୍ଟାଲ ଗଞ୍ଜାଇ ସହ ଗାଡି ଜବତ କରିଛି ପୁଲିସ ବୋଲି ଖବର ମଳିଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିକୁଡି ବିଟ୍‌ ହାଉସ ଆଗ ଟୋଲଗେଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ନମ୍ବର ବିହୀନ…
Read More...

ଅଜବ ଘଟଣା : ବିନା କିଣା ବିକାରେ ମିଥ୍ୟା ବ୍ୟକ୍ତିଙ୍କ ନାମରେ ଜମି ପଟ୍ଟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବିଜେପୁର ତହସିଲ ଅନ୍ତର୍ଗତ ବାଦିମାଲ ଗ୍ରାମରେ ଆଜକୁ ୩୦ବର୍ଷ ପୂର୍ବେ ଏକ ଅଜବ ଘଟଣାର ବିବରଣୀ ଶୁଣିବାକୁ ମିଳୁଛି । ଏହି ବିଷୟରେ ତପିସା ନାମ୍ନୀ ଆଦିବାସୀ ମହିଳା ତପିସା ଭୋଇ ପ୍ରଶାସନର ଆଶ୍ରୟ ନେବା ସତ୍ତ୍ବେ କୌଣସି ଫଳ ମିଳିନି । ଏହି…
Read More...