Yearly Archives

2021

ଦେଓଗାଁ ବ୍ଲକରେ ଆଜି ୧୦ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକରେ ୧୦ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ଉପରଝର ପଞ୍ଚାୟତରେ ୯ଜଣ ଓ ସାଲେପାଲି ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ରାଧାମାଧବ ସଂଘ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସଂକ୍ରମଣ ବୃଦ୍ଧିକୁ ପ୍ରତିହିତ କରିବା ପାଇଁ ସରକାର ସଟ୍‌ଡାଉନ ଓ ଲକ୍‌ଡାଉନ ଭଳି ନିୟମ ଲାଗୁ କରିଛନ୍ତି । ଭୀମଭୋଇ ମେଡିକାଲକୁ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଛନ୍ତି ରୋଗୀ ତଥା ତାଙ୍କର ସହଯୋଗୀମାନେ ଦିନ ସମୟରେ ମଧ୍ୟାହ୍ନ ଭୋଜନରେ ଅସୁବିଧା…
Read More...

ସୋନଗଡ ବ୍ରିଜ ଉପରେ ଜମିଲା ବର୍ଷା ପାଣି : ଯାତ୍ରୀ ହନ୍ତସନ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ସକାଳ ପ୍ରାୟ ୮ଟାରୁ ୯ଟା ସମୟରେ ଦେଓଗାଁ ଅଞ୍ଚଳରେ ବର୍ଷା ହୋଇଥିବାରୁ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥରେ ପ୍ରବାହିତ ହୋଇଥିବା ସୋନଗଡ ନଦୀର ଦେଓଗାଁ ବଙ୍ଗଳା ମଧ୍ୟରେ ଥିବା ବ୍ରିଜରେ ପାଣି ଜମି ରହିଥିଲା । ପାଣି ଜମିବାର କାରଣ ହେଲା ବ୍ରିଜ…
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୧୧୬ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୧୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମାନ ସଂଖ୍ୟକ ସୁସ୍ଥ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୬ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୧୮ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ…
Read More...

ସାନିଟାଇଜ୍‌ ହେଲା ପଦ୍ମପୁର ସହର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଉଦ୍ୟମ କ୍ରମେ ପଦ୍ମପୁର ସହରର ବିଭିନ୍ନ ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି, କଚେରି, ଏନ୍‌ଏସି ଅଫିସ, ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନା, ପଦ୍ମପୁର ଥାନାକୁ ପ୍ରମୁଖ ଭାବେ ସାନିଟାଇଜ୍ କରାଯାଇଛି, ସାନିଟାଇଜେସନ୍ ସମୟରେ ସାଂସଦ…
Read More...

ଗୃହ ପୃଥକବାସ ସୁବିଧା ନଥିବା କରୋନା ପଜିଟିଭଙ୍କୁ ଗାଁ ସ୍କୁଲରେ ରଖିଲେ ଗ୍ରାମବାସୀ

ମ.ରାମପୁର, (ହେମନ୍ତ ସାହୁ) : କରୋନାର ଦ୍ୱିତୀୟ ଲହରର ସମୟ । କରୋନା ସଂକ୍ରମିତଙ୍କ ସଂଖ୍ୟା କମବେଶୀର ଲୁଚକାଳି ଖେଳଖେଳୁଛି । କଳାହାଣ୍ଡି ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ବି ପ୍ରାୟ ପ୍ରତିଦିନ ଦେଖିବାକୁ ମିଳୁଛି । ସଂକ୍ରମିତଙ୍କ ଦ୍ୱାରା ସଂକ୍ରମଣ ଏବେ ସମସ୍ତଙ୍କ ମୁଣ୍ଡବ୍ୟଥା ପାଲଟିଛି ।…
Read More...

ଟୀକା ପାଇଁ ଗ୍ଲୋବାଲ ଟେଣ୍ଡରରେ ସରକାରଙ୍କ ଆନ୍ତରିକତା ନାହିଁ : ନରସିଂହ

ବଲାଙ୍ଗିର ଡାକ୍ତରଖାନାମାନଙ୍କର ଖାଲି ଥିବା ସମସ୍ତ ପଦବି ପୁରଣ କରାଯାଉବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଟୀକା କିଣାକୁ ନେଇ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ଏକ ପ୍ରହସନ ବୋଲି ପ୍ରମାଣିତ ହୋଇଯାଇଛି । ଏଥିରେ ଆନ୍ତରିକତା କମ୍‌ ଲୋକ ଦେଖାଣିଆ ବେଶିି ଅଛି । ମୁଖ୍ୟମନ୍ତ୍ରୀ ନବିନ…
Read More...

ଗାର୍ଲଫ୍ରେଣ୍ଡକୁ ହଟେଇବା ପାଇଁ ବିବାହିତ ପ୍ରେମିକ ଅପହରଣ କରି ହତ୍ୟା କଲା, କେନାଲରେ ଫିଙ୍ଗିଦେଲା ମୃତଦେହ

ମୁଜାଫରନଗର : ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଜଣେ ବିବାହିତ ବ୍ୟକ୍ତି ତାଙ୍କ ୨୪ ବର୍ଷ ବୟସ୍କା ଗାର୍ଲଫ୍ରେଣ୍ଡକୁ ଅପହରଣ କରି ହତ୍ୟା କରିଥିବା ଭଳି ଅମାନବୀୟ ଘଟଣା ସାମ୍‌ନାକୁ ଆସିଛି । ଏହି ଘଟଣା ଜାନସାଠ ପୋଲିସ ଷ୍ଟେସନ ଅଞ୍ଚଳର କାୱାଲ ଗ୍ରାମରେ ଘଟିଛି । ପୋଲିସ କହିଛି ଯେ, ରବିବାର…
Read More...

ଇରାନ ନୌସେନାର ସବୁଠୁ ବଡ ଜାହାଜରେ ଲାଗିଗଲା ନିଆଁ : ବୁଡ଼ିଗଲା ସମୁଦ୍ରରେ

ତେହେରାନ : ଇରାନର ନୌସେନାରେ ଏକ ବଡ଼ ଧରଣର ବିପର୍ୟ୍ୟୟ ଖବର ସାମ୍ନାକୁ ଆସୁଛି । ଖବର ଅନୁଯାୟୀ, ଇରାନ ନୌସେନାର ସବୁଠାରୁ ବଡ ଜାହାଜ ଓମାନ ଗଲ୍ଫରେ ନିଆଁ ଲାଗି ବୁଧବାର ଦିନ ବୁଡ଼ିଯାଇଛି । ନ୍ୟୁଜ୍ ଏଜେନ୍ସି 'ଦି ଫାର୍ସ' ଏବଂ 'ଟସ୍ନିମ୍' ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଖାର୍ଗ…
Read More...

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ

ରାଉରକେଲା : କରୋନା ମହାମାରୀ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଓ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ତଥା ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ରଘୁନାଥପାଲୀ ବିଜୁ ଛାତ୍ର ଜନତା ଦଳ ତରଫରୁ ତାପସ…
Read More...