Yearly Archives

2021

ବିଜେପି ପକ୍ଷରୁ କରୋନା ସଚେତନତା, ଶୁଖିଲା ଖାଦ୍ୟ ଓ ମାକ୍ସ ବଣ୍ଟନ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମମାନଙ୍କରେ ପ୍ରତିଦିନ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ପଜିଟିଭ ରିପୋର୍ଟ ଆସୁଛି । ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ କାରଣରୁ ଅନେକଙ୍କ ଜୀବନ ମଧ୍ୟ ହାନି ହେଉଛି । ଜନସାଧାରଣଙ୍କ ମନରେ ସଚେତନତା ସୃଷ୍ଟି କରିବା ପାଇଁ ବିଜେପି ପକ୍ଷରୁ…
Read More...

ଅଘୋଷିତ ଘନ ଘନ ବିଦ୍ୟୁତ୍ କାଟ : ସହରରେ ଉପୁଜିଛି ଜନ ଅସନ୍ତୋଷ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦେଶର କେରଳ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାକୁ ଅତିଶୀଘ୍ର ମୌସୁମୀ ଛୁଇଁବ ବୋଲି ଅନୁମାନ କରାଯାଉଛି । କିନ୍ତୁ ତତଲାଗଡ ଭାବେ ପରିଚିତ ଟିଟିଲାଗଡରେ ଗରମରୁ ଆଶ୍ୱସ୍ତି ନାହିଁ । କିଛି ଦିନ ତଳେ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା ଟିଟିଲାଗଡ…
Read More...

ନୂତନ ତହସିଲଦାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଆଗଲପୁର, (ବିମଲ ସାହୁ) : ଆଗଲପୁର ତହସିଲ କାର୍ଯ୍ୟାଳୟରେ ଯୋଗଦାନ କରିଥିବା ନୂତନ ତହସିଲଦାର ଅମୃତଲାଲ ବେହେରାଙ୍କୁ ମାହେଶ୍ୱରୀ ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ତହସିଲଦାର ଶ୍ରୀ ବେହେରାଙ୍କ ଦ୍ୱାରା ଅଞ୍ଚଳର ସାମୁହିକ ବିକାଶ ହୋପାରିବ ବୋଲି ବିଶ୍ୱାସ କରାଯାଉଛି ।
Read More...

ସଙ୍ଗୀତଜ୍ଞ ଭୁପେନ ବସ୍ତିଆଙ୍କ ବିୟୋଗରେ ଶୋକ

ବୌଦ୍ଧ, (ମମତା ମହାକୁର) : ବିଶିଷ୍ଟ ସଙ୍ଗୀତଜ୍ଞ ତଥା ବଂଶୀ ବାଦକ କଣ୍ଟାମାଲ ବ୍ଲକ ଖଟଖଟିଆର ଭୁପେନ ବସ୍ତିଆଙ୍କ ବିୟୋଗରେ ବଉଲ୍‌ ନାଟ ଏଣ୍ଡ କଳଚରାଲ ଏସୋସିଏସନ, ବ୍ରାହ୍ମଣୀ, ପକ୍ଷରୁ ତାଙ୍କ ଏକ ଦଶାହ ଅବସରରେ ବିଜୟ କଳା ମଣ୍ଡପ ବ୍ରାହ୍ମଣୀ ଠାରେ ଏକ ଶୋକ ସଭାର ଆୟୋଜନ ବରିଷ୍ଠ ନାଟ୍ୟକାର…
Read More...

ରୋତ୍‌ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ଆଗଲପୁର, (ବିମଲ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୋତ୍‌ ହାଇସ୍କୁଲର ପ୍ରଧାନ ଶିକ୍ଷକ ଚମରା ଚୌହାନ ଅବସର ଗ୍ରହଣ କରିଛନ୍ତି । ତେବେ ଏହି ଅବସରରେ କୋଭିଡ୍‌ ଗାଇଡ ଲାଇନ ଅନୁପାଳନ ପୂର୍ବକ ଏକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ପ୍ରଧାନ…
Read More...

କୁଡାସିଂହାରେ ମେଗା ଟୀକାକରଣ : ୧୩୯ଜଣ ନେଲେ କରୋନା ଟିକା

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହାରେ ମେଗା କରୋନା ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁଡ଼ାସିଂହାର ୫୫ ଜଣ, ନୂଆଁପଡ଼ାର ୪୨ଜଣ ଓ ସିରିସ ଗାଁର ୪୨ଜଣ ସର୍ବମୋଟ ୧୩୯ଜଣ ଟୀକା ନେଇଥିବା ଜଣାପଡିଛି ।…
Read More...

ଦେଓଗାଁ ବ୍ଲକରେ ଆଜି ୩ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ବ୍ଲକରେ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ଉପରଝର ୨ଜଣ, ଗୁଡ଼ଖାପଲା ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୬୧ ଆକ୍ରାନ୍ତ : ୬୦ ସୁସ୍ଥ,୧ମୃତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୦ଜଣ ସୁସ୍ଥ ଓ ଜଣେ ପ୍ରାଣ ହରାଇଛନ୍ତି । ସେହିପରି ଖପ୍ରାଖୋଲ ବ୍ଲକରେ ଲଗାତାର ଦୁଇ ଦିନ ସଂକ୍ରମଣ ୨୫ ଓ ୨୮ ରହିବା ପରେ ଆଜି ପୁଣି ୨୩ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣା ପଡିଛି ।…
Read More...

ନିଧି ସଂସ୍ଥା ତରଫରୁ ଅତି ଗରିବ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଜାତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୀଧି ଏବଂ ଅଜୀମ ପ୍ରେମଜୀ ଫାଉଣ୍ଡେସନର ମିଳିତ ପ୍ରୟାସରେ ଗତ ଦୁଇଦିନ ଧରି ମୁରିବହଲ ବ୍ଳକର ବିଟାବନ୍ଧ, ମାଲିଶିରା, ବାଙ୍କେଲ୍ ଏଵଂ ଲେବେଡା ପଞ୍ଚାୟତର ୨୫୦ ଅତିଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ, ମାସ୍କ, ସାବୁନ୍ ଇତ୍ୟାଦି…
Read More...

ମାହେଶ୍ଵରୀ ସଂଗଠନ ପକ୍ଷରୁ କୁଡାସିଂହା ଗାଁରେ ଶୁଖିଲା ଖାଦ୍ୟ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ମାହେଶ୍ଵରୀ ସଂଗଠନ କୁଡାସିଂହା ଶାଖାର ସ୍ଵେଚ୍ଛାସେବୀମାନେ ଗାଁର ଗରିବ ଅସହାୟ ଲୋକଙ୍କ ଅସୁବିଧା ବାବଦରେ ବୁଝି ଚାଉଳ, ଡାଲି, ଆଳୁ, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ଦେଇଥିଲେ । ଯେକୌଣସି ପ୍ରକାର ଅସୁବିଧା ହେଲେ ତୁରନ୍ତ ସଂଗଠନ ସହ ଯୋଗାଯୋଗ…
Read More...