Yearly Archives

2021

ବିଶିଷ୍ଟ ଜନନେତା ଧୁର୍ଜଟି ଦାସଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଏସ୍‌ୟୁସିଆଇ ବଲାଙ୍ଗିର ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ଗନ୍ଧରେଲ ଠାରେ କମ୍ରେଡ ଧୁର୍ଜଟି ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି, କଳାବ୍ୟାଚ ପରିଧାନ କରି ଶୋକ ଦିବସ ପାଳିତ କରାଯାଇଛି । ତାଙ୍କର ବିୟୋଗ ଗଣ ଆନ୍ଦୋଳନ ତଥା ଶ୍ରମିକ, ଚାଷୀ, ମେହନତି…
Read More...

ଦୀର୍ଘ ଦିନ ହେଲା ରାସ୍ତା ମରାମତି ହୋଇନାହିଁ :୧୪ରୁ ଅଧିକ ଗାଁର ଗ୍ରାମବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଓ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳର ବିକାଶର ଏକ ନଗ୍ନ ରୂପ ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହେଲା ରାସ୍ତା ମରାମତି କାର୍ଯ୍ୟ ହୋଇନାହିଁ । ଏଥି…
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୩୧ ଆକ୍ରାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୩୧ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୫ଜଣ, ବଲାଙ୍ଗିର ଗ୍ରାମାଞ୍ଚଳରୁ ଜଣେ, ବଲାଙ୍ଗିର ସହରାଞ୍ଚଳରୁ ୭ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ, ବେଲପଡା…
Read More...

ଦେଓଗାଁ ବ୍ଲକରେ ଆଜି ୨ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଦେଓଗାଁ ବ୍ଲକର ଗୁଡଖାପଲା ଓ ବଡବାହାଲ ପଞ୍ଚାୟତରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟ ଆସିଛି ।
Read More...

ସୁଷମା ବିଶ୍ୱାଳଙ୍କ ଅକାଳ ବିୟୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଲକ ସରସରା ଗ୍ରାମ ପଞ୍ଚାୟତସ୍ଥିତ ରେଙ୍ଗାଲପାଲି ଗ୍ରାମ କୈଳାସ ବିଶ୍ୱାଳଙ୍କ ଧର୍ମପତ୍ନୀ ସୁଷମା ବିଶ୍ୱାଳ(୪୮ ବର୍ଷ ବୟସରେ)ଙ୍କ କିଡନୀ ଫେଲ୍‌ ଯୋଗୁଁ ଅକାଳ ବିୟୋଗ ହୋଇଥିବା ସୂଚନା ମିଳିଛି । ରେଙ୍ଗାଲପାଲିରେ ହଠାତ୍‌ ଅସୁସ୍ଥ ହେବାରୁ ବରଗଡ ବୁର୍ଲା…
Read More...

ମେଡ଼ିକାଲରେ ଅକ୍ସିଜେନ କନସନଟ୍ରେଟର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବନବାସୀ କଲ୍ୟାଣ ଆଶ୍ରମ କଳାହାଣ୍ଡି ତରଫରୁ ଏକ ଅକ୍ସିଜେନ କନସନଟ୍ରେଟର ପ୍ରଦାନ କରାଯାଇଛି । ମ.ରାମପୁର ବନବାସୀ କଲ୍ୟାଣ ଆଶ୍ରମ ନଗର ସଭାପତି ପଦ୍ମଲୋଚନ ମିଶ୍ର, ପୂର୍ଣ୍ଣକାଳୀନ…
Read More...

କୃଷକ ବଚାଓ ଗଣତନ୍ତ୍ର ବଚାଓ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ଓଡ଼ିଶା କୃଷକ ସଭା କଳାହାଣ୍ଡି ଜିଲ୍ଲା ଶାଖା ତରଫରୁ କୃଷକ ବଚାଓ ଗଣତନ୍ତ୍ର ବଚାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି ଅବସରରେ ସରକାରଙ୍କ କୃଷକ ମାରଣା ନୀତିକୁ ନିନ୍ଦା କରାଯିବା ସହିତ କୃଷକ ବଂଚିଲେ ଗଣତନ୍ତ୍ର…
Read More...

ମହାଶକ୍ତି ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ମହାଶକ୍ତିର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ…
Read More...

କାର ବାଇକ୍ ମୁହାଁମୁହିଁ ଧକ୍କା : ଦୁଇ ଗୁରୁତର ଆହାତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଏକ କାର ସହ ମୋଟର ସାଇକଲ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହାତ ହୋଇଛନ୍ତି । ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ଭାର…
Read More...

୬ ଜଣ ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ସିନିୟର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି କଲା ବିଜେଡି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ୬ ଜଣ ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ସିନିୟର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦେଇଛି ବିଜେଡି । ବିକ୍ରମ କେଶରୀ ଆରୁଖଙ୍କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦେଇଥିବା…
Read More...