ବଲାଙ୍ଗିର ଜିଲ୍ଲାରୁ ଆଜି ୩୧ ଆକ୍ରାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୩୧ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୫ଜଣ, ବଲାଙ୍ଗିର ଗ୍ରାମାଞ୍ଚଳରୁ ଜଣେ, ବଲାଙ୍ଗିର ସହରାଞ୍ଚଳରୁ ୭ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ, ବେଲପଡା ବ୍ଲକରୁ ୩ଜଣ, ଦେଓଗାଁ ବ୍ଲକରୁ ୨ଜଣ, ଖପ୍ରାଖୋଲ ବ୍ଲକରୁ ୫ଜଣ, ସଇଁନ୍ତଳା ବ୍ଲକରୁ ୨ଜଣ ଓ ତୁରେକେଲା ବ୍ଲକରୁ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

five × 1 =