Yearly Archives

2021

ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ : ସ୍କୁଲ ମିଶ୍ରଣ ଓ ବନ୍ଦ ନୀତି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟାଳୟ ସୁରକ୍ଷା କମିଟି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି । ମାନ୍ୟବର ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର କରି ସରକାର ମନ ଇଛା ବାବେ ସ୍କୁଲ ଗୁଡିକୁ ମିଶ୍ରଣ କରିବା ସହିତ ବନ୍ଦ…
Read More...

ରାଜ୍ୟ ସରକାରଙ୍କ ଶିକ୍ଷାନୀତି ମେଧାବୀଙ୍କ ପାଦର ବେଡ଼ି ସାଜୁଛି, ସରକାରୀ ଚାକିରୀ ଆବେଦନ ସୀମା ୪୨ ବର୍ଷକୁ ବୃଦ୍ଧି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାର ନିଜର ଭୁଲ ସରକାରୀ ଚାକିରୀ ନୀତ ଅନୁସାରେ ଚାକିରୀ ଆବେଦନ ସୀମା ମାତ୍ର ୩୨ ବର୍ଷ ରଖିଛନ୍ତି । ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଅବସାଦ କାରଣରୁ ଉଚ୍ଚ ଶିକ୍ଷା ସମାପ୍ତ କରିବା ବେଳକୁ ଏହି ନିଯୁକ୍ତି ସୀମା ଅତିକ୍ରମ ହୋଇପଡୁଛି । ଅନ୍ୟପଟେ ଦେଶର…
Read More...

ସାଲେପାଲି ବାର୍ଦ୍ଧକ୍ୟ ଆବାସରେ ମହିଳା ସମିତି ଓ ଇନ୍‌ହ୍ୱିଲ ତରଫରୁ ସାହାଯ୍ୟ ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗ୍ରାମ୍ୟ ମଙ୍ଗଳ ପାଠାଗାର ସାଲେପାଲି ଦ୍ୱାରା ପରିଚାଳିତ ବାର୍ଦ୍ଧକ୍ୟ ଆବାସ ଠାରେ ମାରୱାଡି ମହିଳା ସମିତି ତଥା ରୋଟାରୀ କ୍ଲବ ଅଫ୍‌ ବଲାଙ୍ଗିରର ଇନହ୍ୱିଲ ଶାଖା କର୍ମକର୍ତ୍ତା ଏବଂ ସଦସ୍ୟମାନେ ୧୫ଜଣ ମହିଳା ଏବଂ ୧୦ଜଣ ପୁରୁଷ ଅନ୍ତେବାସୀଙ୍କୁ ତାଙ୍କ…
Read More...

ଟିଟିଲାଗଡ଼-ବେଲଗାଁ ରାସ୍ତାରେ ବାଇକ ଦୁର୍ଘଟଣା ଘଟି ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ବେଲଗାଁ ରାସ୍ତାରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପଞ୍ଚାୟତ ତୁକଲା ଗ୍ରାମର ରାଜେଶ କୁମାର ଦାସ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଯୁବକ ପଡ଼ିଥିବା ଦେଖି ସେହି ରାସ୍ତା ଦେଇ ଯାଉଥିବା ଲୋକେ…
Read More...

ବିଭିନ୍ନ ଅଞ୍ଚଳ ବୁଲିଲେ ବିଧାୟକ ସାଲୁଜା : ଲୋକଙ୍କ ସୁଖ ଦୁଃଖ ବୁଝିଲେ

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : କଣ୍ଟାବାଞ୍ଜି ବଧାୟକ ସଂନ୍ତୋଷ ସିଂହ ସାଲୁଜା ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ସେମାନଙ୍କ ଦୁଃଖ ସୁଖ ଆଲୋଚନା କରି ସମସ୍ୟା ଅନୁଧ୍ୟାନ କରିଛନ୍ତି । କଣ୍ଟାବାଞ୍ଜି ଏନ୍‌ଏସି ଅନ୍ତର୍ଗତ ୯ ନମ୍ବର ୱାର୍ଡରେ ଥିବା ସରକାରୀ ନେଡାଲ ୟୁପି ସ୍କୁଲ…
Read More...

ହରିଶଙ୍କର ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ହାତୀପଲ : ୩ ଗାଁରେ ତିନୋଟି ଘର ଭାଙ୍ଗିଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ହରିଶଙ୍କର ରେଞ୍ଜ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ଆସି ଅପଦ୍ରବ ସୃଷ୍ଟି କରୁଛନ୍ତି । ଏହି ହାତୀ ମାନେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ତିନୋଟି ଗାଁରେ ପଶି ତିନୋଟି ଘର ଭାଙ୍ଗିବା ସହ ଘରର ଧାନ ଚାଉଳ ଖାଇ ଦେଇଥିବା…
Read More...

ଟୋକିଓ ଅଲିମ୍ପିକ୍ସରେ କ୍ୱାର୍ଟରରେ ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ମହିଳା ହକି ଟିମ୍‌ ସେମି ଫାଇନାଲକୁ ପ୍ରବେଶ କଲା

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ କ୍ୱାର୍ଟରରେ ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ମହିଳା ହକି ଟିମ୍‌ ସେମି ଫାଇନାଲକୁ ପ୍ରବେଶ କରିଛି । ୧-୦ରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲର ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ । ତେବେ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଟିମ…
Read More...

ତିନି ମାସ ପରେ କାଲିଠୁ ଭକ୍ତଙ୍କୁ ଦର୍ଶନ ଦେବେ ମା’ ସମଲେଶ୍ୱରୀ

ସମ୍ୱଲପୁର, (କରୁଣାକର ଶତପଥୀ) : ଦୀର୍ଘ ତିନି ମାସ ପରେ କାଲିଠୁ ଭକ୍ତଙ୍କୁ ଦର୍ଶନ ଦେବେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ । ସର୍ବସାଧାରଣ ଦର୍ଶନ ପାଇଁ ସମଲେଶ୍ୱରୀ ମନ୍ଦିର ଖୋଲିବ । ସମଲେଶ୍ୱରୀ ମନ୍ଦିରରେ ସକାଳ ୬ଟାରୁ ସାଢ଼େ ୧୧ଟା ଓ ଅପରାହ୍ନ ୩ଟାରୁ ସାଢ଼େ ୭ଟା ଯାଏ…
Read More...

ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷା ଫଳ : ଡିଏନ୍‌ଏ ଛାତ୍ରୀ ମାନସୀ ୬୦୦ ମାର୍କରୁ ଆଣିଲେ ୫୩୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୩୧ ତାରିଖ ସନ୍ଧ୍ୟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ତରଫରୁ +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ହୋଇଯାଇଥିବା ବେଳେ ଡିଏନ୍‌ଏ ଇନ୍‌ଷ୍ଟିଚ୍ୟୁଟ୍‌ର ଛାତ୍ରୀ ମାନସୀ ବାଗ ୬୦୦ ମାର୍କରୁ ୫୩୦ ମାର୍କ (୮୮.୩୪%) ଆଣି ଡିଏନ୍‌ଏ ଇନ୍‌ଷ୍ଟିଚ୍ୟୁଟ୍‌ରେ…
Read More...

ପ୍ରାଦେଶିକ ସଭା ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା ) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପଶ୍ଚିମ ଓଡିଶାର ପ୍ରାଦେଶିକ ସ୍ତରୀୟ ସାଙ୍ଗଠନିକ ସଭା ଗତକାଲି ଅପରାହ୍ନ ୪ ରୁ ୫ଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସଭାପତି ତ୍ରିଲୋଚନ ନାୟକଙ୍କ ଅଧ୍ୟକ୍ଷତାରେ ଓ ବଲାଙ୍ଗିର ଜିଲ୍ଲା ସଭାପତି…
Read More...