Yearly Archives

2021

ହଳଦିଆ ତୈଳିକ ସାହୁ ସମାଜ ତରଫରୁ ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବରକାନୀ ଗ୍ୟାସ୍ ପ୍ଲାଣ୍ଟଠାରେ ତୈଳିକ ସାହୁ ସମାଜ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ବର, ପିପ୍ପଳ, ପିଜୁଳି, ଜାମ, ପଣସ ଆଦି ଫଳ ବୃକ୍ଷମାନ ରୋପଣ କରାଯାଇଥିଲା । ବୃକ୍ଷ ରୋପଣ ପରେ ଏକ ସାମାଜିକ ସଭା ଅନୁଷ୍ଠିତ…
Read More...

ମଳମୁଣ୍ତା ରାସ୍ତାର ଅବସ୍ଥା ଶୋଚନୀୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ଗନିଆପାଲି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ମଳମୁଣ୍ଡା ଗ୍ରାମର ମୁଖ୍ୟ ରାସ୍ତାରେ ବହୁତ ଗୁଡିଏ ସ୍ଥାନରେ ଖାଲ ଢିପ ହୋଇ ରାସ୍ଥାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବା ଅଭିଯୋଗ ହେଉଛି । ଏଇ ରାସ୍ତା…
Read More...

ବଲାଙ୍ଗିର ଜିଲ୍ଲାରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ତେବେ ବଲାଙ୍ଗିର ମ୍ୟୁନିସିପାଲିଟି ୧୪ ନମ୍ବର ୱାର୍ଡରୁ ଜଣେ ଚିହ୍ନଟ ହୋଇଥିବା ବେଳେ କଂଟାବାଂଜି ଏନ୍‌ଏସିରୁ ଜଣେ, ମୁରିବାହାଲ ବ୍ଲକ ମାଲିଶିରା ଗ୍ରା.ପ.ରୁ…
Read More...

ତୋରା ଠାରେ ଜବର ଦଖଲ ଉଚ୍ଛେଦ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ - ଭେଡେନ ବିଜୁ ଏକ୍ସପ୍ରେସ ରାସ୍ତା ସଂପୂର୍ଣ୍ଣକରଣ ସକାଶେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ତୋରାଛକଠାରେ ଜବର ଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ବରଗଡ଼ ତହସିଲଦାର ଏବଂ ପୋଲିସ ଫୋର୍ସ ଉପସ୍ଥିତରେ ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ କରାଯାଇଥିଲା । ଏଠାରେ…
Read More...

ବରଗଡ଼ରୁ ଅମ୍ବାପାଲିକୁ ସିଟି ବସ୍ ସମ୍ପ୍ରସାରଣ କରାଯାଉ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବର୍ଷାରେ ଅସ୍ଥାୟୀ ରାସ୍ତା ଭାଙ୍ଗି ଯାଇଥିବାରୁ ବରଗଡ଼ ସହରର ଏକ ମୁଖ୍ୟ ଅଂଶ ଅମ୍ବାପାଲି ୱାର୍ଡ ନଂ ୧୭, ବିଛିନ୍ନ ହୋଇଯାଇଛି । ଯାହା ଫଳରେ ସାଧାରଣ ଲୋକଙ୍କ ଯିବା ଆସିବା ବାଧାପ୍ରାପ୍ତ ହୋଉଛି । ପ୍ରତ୍ୟେକ ଦିନ ଅମ୍ବାପାଲି, ଡୁମ୍ବେରପାଲି, ସରସରା,…
Read More...

ଶ୍ରୀବତ୍ସ ତ୍ରିପାଠୀଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜାମସେଠ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବରିଷ୍ଠ କର୍ମଚାରୀ ଶ୍ରୀବତ୍ସ ତ୍ରିପାଠୀଙ୍କ ହୃଦଘାତ ଯୋଗୁଁ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହେଉଥିଲା । ନିଜ ଗ୍ରାମ ବରତୁଣ୍ଡାର ଅଙ୍ଗନଦୀ କୂଳର ସ୍ୱର୍ଗଦ୍ୱାର ଘାଟରେ…
Read More...

ଦରମା ବୃଦ୍ଧି ଦାବୀରେ ଓସାକ୍ସ କର୍ମଚାରୀଙ୍କ ଅସହଯୋଗ ଆନ୍ଦୋଳନ, କଳାବ୍ୟାଚ ପରିଧାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲଇଣ୍ଡିଆ ଏଡସ୍‌ କଣ୍ଟ୍ରୋଲ ଏମ୍‌ପ୍ଲଇଜ ୱେଲଫେୟାର ଆସୋସିଏସନ(ଏଆଇଏସିଇଡବ୍ଲ୍ୟୁଏ)ଙ୍କ ଡାକରାରେ ଆଜିଠାରୁ ନାକୋ ଅଧୀନସ୍ଥ କର୍ମଚାରୀମାନଙ୍କର ଦେଶବ୍ୟାପୀ ଅସହଯୋଗ ଧର୍ମଘଟ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟରତ ୨୫ଜଣ ଓସାକ୍ସ…
Read More...

ଗୋପବନ୍ଧୁ ଯୁବକ କ୍ଲବ ପକ୍ଷରୁ ସଫେଇ ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସମାରପାଲି ଗ୍ରାମର ଯୁବକମାନେ ଏକତ୍ରୀତ ହୋଇ ଗ୍ରାମର ନାଳ ନର୍ଦ୍ଦମା ଅଳିଆ ଆବର୍ଜନା ଅନାବନା ଘାସ ଗୁଡିକ ସଫା କରିଛନ୍ତି । ମଶା ବଂଶ ବିସ୍ତାର ନ ହେବା ପାଇଁ ଏହି କାର୍ଯ୍ୟ ତୁଲାଇଛନ୍ତି । ଏହି ଗ୍ରାମର ଯୁବ ଗୋଷ୍ଟୀ ଆଗାମୀ…
Read More...

ଖଦ୍ୟୋତ ଅନୁଷ୍ଠାନର ପରିବେଶ ଉପରେ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ସ୍ଥିତ ଖଦ୍ୟୋତ ଅନୁଷ୍ଠାନର ଏକ ବୈଠକ ତଥା ଆଲୋଚନା ଚକ୍ର ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାୟୁ ମଣ୍ଡଳରୁ ଅମ୍ଲଜାନର ସ୍ତର ଆସ୍ତେ ଆସ୍ତେ କମିବାକୁ ଲାଗୁଛି, ସେଥିପାଇଁ ଆମ ଦୈନନ୍ଦିନ ଜୀବନରେ ଆମେ…
Read More...

ପିଏସ୍ ବିରଞ୍ଚି ସାହୁଙ୍କୁ ସସ୍‌ପେଣ୍ଡ କଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ

ଭୁବନେଶ୍ୱର : ପିଏସ୍ ବିରଞ୍ଚି ସାହୁଙ୍କୁ ସସ୍‌ପେଣ୍ଡ କରିଛନ୍‌ନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ । ସୂଚନା ଯୋଗ୍ୟ ଯେ, ଗତ ୩୧ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଏସ୍ ବିରଞ୍ଚି ସାହୁ ଗିରଫ ହୋଇଥିବା ବେଳେ ଚଢ଼ାଉ ସମୟରେ ତାଙ୍କ ନିକଟରୁ ମୋଟ୍ ୩ କୋଟି ୭୯ ଲକ୍ଷ…
Read More...