pakka

ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷା ଫଳ : ଡିଏନ୍‌ଏ ଛାତ୍ରୀ ମାନସୀ ୬୦୦ ମାର୍କରୁ ଆଣିଲେ ୫୩୦

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୩୧ ତାରିଖ ସନ୍ଧ୍ୟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ତରଫରୁ +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ହୋଇଯାଇଥିବା ବେଳେ ଡିଏନ୍‌ଏ ଇନ୍‌ଷ୍ଟିଚ୍ୟୁଟ୍‌ର ଛାତ୍ରୀ ମାନସୀ ବାଗ ୬୦୦ ମାର୍କରୁ ୫୩୦ ମାର୍କ (୮୮.୩୪%) ଆଣି ଡିଏନ୍‌ଏ ଇନ୍‌ଷ୍ଟିଚ୍ୟୁଟ୍‌ରେ ଟପ୍ପର ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.

fourteen + sixteen =