Yearly Archives

2021

ନବରଙ୍ଗପୁର ଜିଲ୍ଲା ଗସ୍ତ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନବରଙ୍ଗପୁର ଜିଲ୍ଲାରେ ପହଞ୍ଚିବା ପରେ ତାଙ୍କୁ ବିଜେପି କର୍ମୀମାନେ ସ୍ୱାଗତ କରିଥିଲେ । ପରେ ମନ୍ତ୍ରୀଙ୍କୁ ଏକ ବାଇକ ରାଲିରେ ନବରଙ୍ଗପୁର ସହର…
Read More...

କାଲି ବଲାଙ୍ଗିର ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ : ଦେଓଗାଁରେ ଦ୍ରୁତଗାମୀ ରେଳ ରହଣୀ ଦାବୀ ଉପରେ ପଡ଼ିବ କି…

ରେଳଷ୍ଟେସନର ଉନ୍ନତିକରଣ ଦୁର୍ନୀତି ପ୍ରତି ଦୃଷ୍ଟି ଦେବେ କି ?ବିପଦ ସଙ୍କୁଳ ଅବସ୍ଥାରେ ଓଭର ବ୍ରିଜପଦାରେ ପଡୁଛି ଷ୍ଟେସନର ନିମ୍ନମାନର କାମ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ରେଳ ଷ୍ଟେସନରେ ଏକ୍ସପ୍ରେସ ରହଣି ଦାବୀ ନେଇ ଦେଓଗାଁ ଷ୍ଟେସନରେ ୬ ଘଣ୍ଟିଆ ରେଳରୋକ ହେବା ପରେ ରେଳ…
Read More...

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡ଼. ଏସ୍‌.ମୁରଲିଧରଙ୍କ ବରଗଡ଼ ଜିଲ୍ଳା ଗସ୍ତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଇ- କୋର୍ଟ ସାର୍ଭିସ ଦ୍ୱାରା ଜନସାଧାରଣ ଅଧିକ ଉପକୃତ ହୋଇପାରିବେ । ଏହା ଦ୍ୱାରା ତ୍ୱରିତ ନ୍ୟାୟ ପ୍ରଦାନ ହୋଇପାରିବ । କୋଭିଡ଼ ମହାମାରୀ ସମୟରେ ଇ-କୋର୍ଟ ସେବା ଅଧିକ ଉପାଦେୟ ହୋଇପାରିଛି ଏବଂ ଏହି ଦିଗପ୍ରତି ସମସ୍ତ ଆଇନଜୀବୀ ଦୃଷ୍ଟି ଦେଲେ ଆଇନ ସେବା ଓ…
Read More...

ପାଇକମାଲରେ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଏକ ସମୀକ୍ଷା ବୈଠକ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ପାଇକମାଲ ବିଡିଓ ସୁଶ୍ରୀ ଉପାଞୀଳି ମାଝୀ ଯୋଗ ଦେଇଥିବା…
Read More...

କାଲିଗାଡୁ ହିଲଟପ୍‌ର ମନୋରମ ଦୃଶ୍ୟକୁ କନ୍ଧମାଳ ଜିଲ୍ଲାପାଳ ପରିଦର୍ଶନ କଲେ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ସ୍ଥିତ ରାଜାଗାଡା ଜଳପ୍ରପାତ ପର୍ଯ୍ୟଟନ ସ୍ଥଳ ଭାବେ ମାନ୍ୟତା ଦେବାକୁ ଦାବୀ ଜୋର ହେଉଥିବାର ଏକ ବର୍ଷ ନ ପୁରୁଣୁ ଏହି ପଞ୍ଚାୟତ…
Read More...

ବନ ବିଭାଗର ୩ଟି ସ୍ଥାନରେ ଚଢ : ଗୋଟିଏ ପିକ୍‌ ଅପ୍‌ ଭ୍ୟାନ ସହ ମୋଟର ସାଇକେଲ ଏବଂ ଲକ୍ଷାଧିକ ଟଙ୍କାର ଶାଗୁଆନ ପଟା ସହ…

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ କଂଟାବାଂଜି ସହରର ୩ଟି ସ୍ଥାନରେ ଶନିବାର ସକାଳୁ ବନ ବିଭାଗ ଚଢଉ କରିଛି । ଏହି ଚଢଉରେ ଲକ୍ଷାଧିକ ଟଙ୍କାର ଶାଗୁଆନ ଅର୍ଦ୍ଧନିର୍ମିତ ଫର୍ଣ୍ଣିଚର ଏବଂ ପଟା ସହ ୭୦ ହଜାରରୁ ଅଧିକ ଟଙ୍କାର ଫର୍ଣ୍ଣିଚର ୟୁନିଟର ସାମାନ…
Read More...

ଡେଲାଙ୍ଗରେ କରୋନା, ଡେଙ୍ଗୁ, ଡାଇରିଆ ସଚେତନତା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନା ଭୁତାଣୁ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ବହୁ ଧନ ଜୀବନ କ୍ଷୟକ୍ଷତି କରିବା ସହ ଲୋକଙ୍କ ଜୀବନ ଜୀବିକା ବିକାଶ ଧାରାରେ ଘୋର ବ୍ୟାଘତ ସୃଷ୍ଟି କରିଛି । କରୋନାର ତୃତୀୟ ଲହରୀ ଓ…
Read More...

ବରଗଡ଼ ବଜରଙ୍ଗ ଦଳ ତରଫରୁ ଅମ୍ବାପାଲି ଠାରେ ନ୍ୟାସ୍‌ନାଲ ହାଇୱେରେ ରାସ୍ତା ରୋକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସହରର ରାସ୍ତା ଘାଟରେ ପ୍ରତ୍ୟେହ ଶହଶହ ଗୋରୁ ଗାଇ ବୁଲୁଥିବା ବେଳେ ମ୍ୟୁନିସିପାଲଟି କର୍ତ୍ତୃପକ୍ଷ କୈାଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ବରଗଡ଼ ସହରରେ ପ୍ରତ୍ୟେକ ଦିନ ବୁଲା ଗାଇଗୋରୁ ଯୋଗୁଁ ଅନେକ ଅସୁବିଧା ସୃଷ୍ଟି ହେଉଛି । ସେହି ଭଳି ଆଜି…
Read More...

ସାମ୍ବାଦିକ ଆଶୁତୋଷ ରଥ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୭୬ତମ ପୂଣ୍ୟତିଥି ଅବସରରେ ଭୂବନେଶ୍ୱରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ତେବେ ଏହି ଅବସରରେ ଓଡିଶାର ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିବା…
Read More...

ଜନ ଆଶୀର୍ବାଦ ଯାତ୍ରା ପୂର୍ବରୁ ବିଜେପିର ସମ୍ବାଦିକ ସମ୍ମିଳନୀ : ପ୍ରମୁଖ ଦାବୀଗୁଡିକୁ ନେଇ ଆଶା ପ୍ରକାଶ କଲେ ସାଂସଦ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅବହେଳିତ କେବିକେ ଅଂଚଳରୁ ନିଜ ଯାତ୍ରା ଆରମ୍ଭ କରିଛନ୍ତି । ଯଦ୍ୱାରା ଅଂଚଳବାସୀ କେନ୍ଦ୍ର ମନ୍ତ୍ରୀଙ୍କ ସହ ମିଶି ନିଜ ସମସ୍ୟା ସିଧା ସଳଖ ଜଣାଇବାର ସୁଯୋଗ ପାଇ…
Read More...