Yearly Archives

2021

ରିଷିିଡାରେ ମହିଳା ମହାସଂଘ ଗଠନ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ପ୍ରମୁଖ ଗ୍ରାମ ରିଷିିଡା ଗ୍ରାମରେ ମହିଳା ସ୍ଵୟଂସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ନେଇ ଏକ ମହିଳା ମହାସଂଘ ଗଠନ କରାଯାଇଛି । ଏହା ରିଷିଡା ଗ୍ରାମ ଉନ୍ନୟନ କମିଟିର ଆବାହନ କ୍ରମେ ଅନୁଷ୍ଠିତ ହୋଇଥିଲା । ଏହା
Read More...

ଆଜିଠୁ ଟୁଇନ୍ କଟକ ଓ ଭୁବନେଶ୍ୱରରେ ଲାଗିବ ପାର୍ବଣ କର୍ଫ୍ୟୁ : ମାର୍କେଟ ରାତି ୮ଟାରୁ ବନ୍ଦ ହେବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କଟକ ଓ ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଆଜିଠୁ ଲାଗିବ ପାର୍ବଣ କର୍ଫ୍ୟୁ । ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ ଆଜିଠୁ ରାତି ୮ଟାରୁ ଲାଗିବ ରାତ୍ରିକାଳୀନ କର୍ଫ୍ୟୁ । ତେବେ ଏହା ସକାଳ ୫ଟା ଯାଏ ବଳବତ୍ତର ରହିବ । ଆସନ୍ତା ୨୦ ତାରିଖ ଯାଏ ଏହି କଟକଣା
Read More...

ଜରାସିଂହା ପାଟଖଣ୍ଡା ଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ : ଗତ ବର୍ଷ ଭଳି ଏବର୍ଷ ମଧ୍ୟ କୋଭିଡ଼ କଟକଣା ସହ ହେବ ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ପ୍ରତିକ୍ଷିତ ଦେଓଗାଁ ବ୍ଳକର ଜରାସିଂହା ପାଟଖଣ୍ଡା ଯାତ୍ରା ପାଇଁ ରବିବାର ଦିନ ୧୧ଟା ସମୟରେ ଜରାସିଂହା ସ୍ଥିତ ମିନି ଷ୍ଟାଡିୟମରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କମିଟି ସଭାପତି ପୁରୁଷୋତ୍ତମ ଥନାପତି, ସଂପାଦକ
Read More...

ଡଙ୍ଗରମୁଣ୍ଡା ଠାରେ କଳାହାଣ୍ଡି ତୈଳକ ବୈଶ୍ୟ ସମାଜର ବୋର୍ଡ ବୈଠକ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା କର୍ଲ୍ଲାମୁଣ୍ଡା ବ୍ଲକ ଡଙ୍ଗରମୁଣ୍ଡା ଠାରେ କଳାହାଣ୍ଡି ତୈଳକ ବୈଶ୍ୟ ସମାଜର ବୋର୍ଡ ବୈଠକ ରବିବାର ଦିନ ରଘୁମଣି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ନମିତା
Read More...

୩ଟି ପଂଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନରେ ଯୋଗଦେଲେ ସାଂସଦ ଓ ନବ ନିର୍ବାଚିତ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ରୁଦ୍ରପ୍ରତାପ ମହାରଥି ଶନିବାର ଦିନ ଡେଲାଙ୍ଗ ବ୍ଲକର ୩ଟି ପଂଚାୟତ ହରିରାଜପୁର, ରେଙ୍ଗଳ ଓ ଗୋଡିପୁଟମାଟିଆପଡା ଠାରେ ପହଂଚି ହିତାଧିକାରୀ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ
Read More...

ଜୁନିୟର ରେଡକ୍ରସ ୟୁନିଟ୍‌ ତରଫରୁ ନିଶାକୁ ନା’ କହିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପ୍ରତିବର୍ଷ ନିଶାସେବନ ଯୋଗୁଁ ବିଶ୍ୱରେ ପ୍ରାୟ ସତୁରି ଲକ୍ଷ ମଣିଷଙ୍କ ଜୀବନ ଅକାଳେ ଯାଉଛି । ସେମାନଙ୍କ ମଧ୍ୟରୁ ପ୍ରାୟ ନଅ ଲକ୍ଷ ତମ୍ବାଖୁ ସେବନ ନ କରି ସୁଦ୍ଧା ପ୍ରାଣ ହରାଉଛନ୍ତି । ସେମାନେ ଅକାଳ ମୃତ୍ୟୁ ପାଇଁ ଦାୟୀ ଅନ୍ୟର ଧୁମ୍ରପାନ ବା ଇଂରାଜୀରେ
Read More...

ମାଲପଡା ଖଦ୍ୟୋତ ଅନୁଷ୍ଠାନର ସାଧାରଣ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ଖଦ୍ୟୋତ ସାମାଜିକ ସାଂସ୍କୃତିକ ଅନୁଷ୍ଠାନର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସଂପାଦକ ଆକୁଳ ବେହେରା ସ୍ୱାଗତ ଅଭିଭାଷଣ ରଖିଥିଲେ ।
Read More...

ବରପାଲିପଡା ପଞ୍ଚସଖା ଗଳି କମିଟି ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରପାଲିପଡା ପଞ୍ଚସଖା ଗଳି ତଥା ଏହାର ଆଖପାଖ ଅଞ୍ଚଳର ସ୍ଥାନୀୟ ବାସିନ୍ଦାକୁ ନେଇ ଡ. ଜଗନ୍ନାଥ ପଣ୍ଡାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ନେଇ ଏକ ୧୫ ଜଣିଆ କମିଟି ଗଠନ କରାଯାଇଛି । ସଭାପତି ଭାବେ
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନୂଆଁଖାଇ ଭେଟଘାଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ବେଲପଡା ବ୍ଲକ ଅନ୍ତର୍ଗତ କପାଣି ବସ ଷ୍ଟେସନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନ କ୍ରମେ ବେଲପଡା ବ୍ଲକ ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । କପାଣି ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରୁ ଦେବାଦେବୀ ପୂଜାର୍ଚ୍ଚନା ପରେ
Read More...

ବଲାଙ୍ଗିର ଜିଲ୍ଲାରେ ଓଷ୍ଟାର ୧୫ତମ ସାମ୍ବିଧାନିକ ସମ୍ମିଳନୀ : ଓଷ୍ଠା ପକ୍ଷରୁ ତୃତୀୟ ଥର ପାଇଁ ଜିଲ୍ଲା ଉପସଭାପତି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ସ୍ଥାନୀୟ ରାମଗୋପାଳ ହିନ୍ଦୀ ହାଇସ୍କୁଲ ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ବଲାଙ୍ଗିର ଜିଲ୍ଲା ପକ୍ଷରୁ ୧୫ତମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟକାରୀ କମିଟିର କାର୍ଯ୍ୟକାଳ ସମାପ୍ତ ହୋଇଯାଉଥିବାରୁ
Read More...