Yearly Archives

2021

ନରସିଂହଙ୍କ କନ୍ଧପାଲି ବନ୍ଧ ପରିଦର୍ଶନ : ୬ଟି ଘାଟର ସମ୍ପୁର୍ଣ୍ଣ ସଫେଇ ପାଇଁ ଦେଲେ ନିର୍ଦ୍ଦେଶ

ବର୍ଯ୍ୟଜଳ ଓ ବସ୍ତୁ ବନ୍ଧରେ ଯେପରି ନ ପଡିବ ତାର ହେବ ବ୍ୟବସ୍ଥାବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳର ଅବସ୍ଥିତ ୱାର୍ଡ ନଂ.୨ର କନ୍ଧପାଲି ପଡାରେ କନ୍ଧପାଲି ବନ୍ଧର ଅବସ୍ଥା ଦେଖିବା ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୌର ଯନ୍ତ୍ରୀଙ୍କ ସହ ପରିଦର୍ଶନ କରିଛନ୍ତି ।
Read More...

ଟ୍ରେନ ଆଗରେ ଯୁବକଙ୍କ ଆତ୍ମହତ୍ୟା

ଦେଓଗାଁ, (ମନିଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ହାତୀସରା ରେଲୱେ ଲାଇନ ନିକଟରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଯୁବକର ଦେହ ଦୁଇ ଖଣ୍ଡ ହୋଇଯାଇଛି । ଯୁବକ ଜଣକ ଗୁଡିଭେଲା ବ୍ଳକ ବୁରୋମାଲ ଗାଁର ଦିଲୀପ ମହାନନ୍ଦ ବୋଲି ଜଣାପଡିଛି । କେଉଁ
Read More...

ଲୋଇସିଂହା ବ୍ଳକରେ ବିଜେଡିର ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ : ବିଜେଡିରେ ସାମିଲ ହେବା ପାଇଁ ଲୋକଙ୍କ ଲମ୍ୱା ଲାଇନ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକର ୩୪ ନମ୍ବର ଜୋନରେ ଆଜି ମିଶ୍ରଣ ପର୍ବ ଓ ଆଗାମୀ ଦିନରେ ହେବାକୁ ଯାଉ ଥିବା ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳକୁ ସୁଦୃଢ କରିବା ପାଇଁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବ୍ଳକ ବିଜେଡି କାର୍ଯ୍ୟକାରୀ ସଭାପତି
Read More...

ଜାନିପଡା ଟିଟିଲାଗଡ଼ରେ ଗଜଲକ୍ଷ୍ମୀ ପୂଜା ଅବସରରେ ମୋଡନ୍ ଡେନ୍ସ ପ୍ରତିଯୋଗିତା

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଳକ ଜାନିପଡାରେ ଗଜଲକ୍ଷ୍ମୀ ପୂଜା ଅବସରରେ ମୋଡନ୍ ଡେନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଗୀତିକାର ତଥା ଅଧ୍ୟାପକ ଜନକ ସେଠ୍, କମେଡି କିଂଗ ଯୋଗେଶ ଜୋଜୋ ଏବଂ ଆଲବମ୍
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ମୁରିବାହାଲ ବ୍ଲକ ସିରୋଲ ଗ୍ରା.ପ.ରୁ ଓ ପୁଇଁନ୍ତଲା ବ୍ଲକ ଅଟାଗାଁ ଗ୍ରା.ପରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା
Read More...

୧୦ ଫୁଟର ଅଜଗର ସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ରେଙ୍ଗାଲୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଏକ ସାପ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ପରେ ସାପ ଧରାଳୀ ବିକି ଜି ନାଗଙ୍କୁ ଖବର ଦେବା ପରେ ବିକି ଉକ୍ତ ଗାଁକୁ ପହଞ୍ଚି ୧୦ ଫୁଟର ଅଜଗର ସାପ ଉଦ୍ଧାର କରି ବେଲଗାଁ
Read More...

ଇସ୍କନ ତରଫରୁ ବିକ୍ଷୋଭ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଂଲାଦେଶରେ ଦୁର୍ଗା ପୂଜା ମଣ୍ଡପ, ଅନେକ ମନ୍ଦିର ତଥା ଇସ୍କନ ମନ୍ଦିର ଉପରେ ଜିହାଦୀ ମାନଙ୍କର ଆକ୍ରମଣ ଏବଂ ଇସ୍କନ ପୂଜକ ଓ ଅନ୍ୟାନ୍ୟ ଭକ୍ତ ମାନଙ୍କ ହତ୍ୟା ପ୍ରତିବାଦରେ ଆଜି ଇସ୍କନ ତରଫରୁ ସାରା ବିଶ୍ଵରେ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିବା ବେଳେ
Read More...

ବରିଷ୍ଠ ନାଗରିକଙ୍କ ପ୍ରତି ପ୍ରଶାସନିକ ଉଦାସୀନତା ନେଇ ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଭିନ୍ନ ବରିଷ୍ଠ ନାଗରିକ ସଂଗଠନର ଏକ ସମ୍ମିଳିତ ବୈଠକ ଜଗଦାସ୍ଥିତ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସଭା ଗୃହରେ ଅନୁଷ୍ଠିତ ହେଇଯାଇଛି । ମଞ୍ଚର ଉପଦେଷ୍ଟା ସଂଜୀବ ମହାନ୍ତି ସଭାରେ ଅଧକ୍ଷତା କରି ବରିଷ୍ଠ ନାଗରିକ ସଂଗଠନମାନଙ୍କର କର୍ମକର୍ତ୍ତାମାନଙ୍କୁ
Read More...

ଶିକ୍ଷୟିତ୍ରୀ ମମିତା ହତ୍ୟା ଘଟଣା : କଲ୍‌ ରେକର୍ଡକୁ ସାର୍ବଜନୀନ କରିବାକୁ କଳାହାଣ୍ଡି ସାଂସଦଙ୍କ ଦାବୀ

ନୂଆପଡା, (ନିରାକାର ମେହେର) : ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କରଙ୍କୁ ବଞ୍ଚାଇବା ପାଇଁ ଭୁବନେଶ୍ୱରରୁ କାହାଣୀ ତିଆରି ହେଉଛି ବୋଲି ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ, ନୂଆପଡାଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ
Read More...

ମମିତା ମେହେର ହତ୍ୟା ମାମଲା : ଜରାସିଂହାରେ ମେହେର ସମାଜ ପକ୍ଷରୁ ସ୍ମୃତି ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅନ୍ତର୍ଗତ ଜରାସିଂହା ବୁଢ଼ିଆଈ ମନ୍ଦିର ସମ୍ମୁଖରେ ଶୁକ୍ରବାର ସାଢ଼େ ୪ଟା ସମୟରେ ଜରାସିଂହା ମେହେର ସମାଜ ପକ୍ଷରୁ ସ୍ୱର୍ଗତ ମମିତା ମେହେରଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜରାସିଂହା ଗାଁ
Read More...